Browsing yearly archive

2023

୫ପଞ୍ଚାୟତକୁ ଗଡିଲା ମୋବସ୍

ବାରଙ୍ଗ,୩ା୭(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତର ଜନସାଧାରଣଙ୍କପାଇଁ ମାଷ୍ଟର କ୍ୟାଣ୍ଟିନଛକରୁ ଦାଢା,କଲ୍ୟାଣପୁର, ବରିମୁଣ୍ଡ, ଇଞଣା,ରଘୁନାଥପୁର ଆଦି ୫ପଞ୍ଚାୟତକୁ ସୋମବାର ମୋବସ୍ ସେବା ଶୁଭାରମ୍ଭ କରାଯାଇଛି।ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତକୁମାରରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ନଡିଆବାଡେଇ ପତକା ଦେଖାଇ ମୋବସ୍ ସେବାର ଶୁଭାରମ୍ଭ କରିଥିଲେ।ପ୍ରତିଦିନ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନରୁ ଗୋଟିଏବସ୍ ସକାଳସମୟରୁ ବାହାରି ରସୁଲଗଡ ,ହାଇଟେକଛକ ଦେଇ ମଞ୍ଚେଶ୍ବରଗାଁ ଦେଇ ଜରିପାଟଣା, ବରିମୁଣ୍ଡ,କଲ୍ୟାଣପୁର,ଗଣ୍ଡରପୁର,ବାଲିପଡା,କେନ୍ଦୁପାଟଣା ବାରଙ୍ଗବ୍ଲକର କାନପୁରଛକ ଦେଇ ଶ୍ରୀବନ୍ତପୁର,କଣ୍ଟାପାଟଣା,ବାରଙ୍ଗ ବ୍ଲକ,ବାରଙ୍ଗଥାନାଦେଇ ନନ୍ଦନକାନନଛକ ଦେଇ ଭୁବନେଶ୍ବର ମ୍ୟାଷ୍ଟରକ୍ୟାଣ୍ଟିନ ଛକରେ ପୁଣି ପହଞ୍ଚିବ।ପ୍ରତିଦିନ ଏହି ରୁଟରେ […]

ହୋଟେଲରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା,୩।୭(ଏସଏସନିଉଜ) ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଜଟଣୀ ସୀତାରାମ ଛକନିକଟ ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି। କାଲି ଯୁବତୀ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ, ରାତିରେ ଯୁବକ ଜଣଙ୍କ ହୋଟେଲରୁ ଯାଇ ଆଉ ଆସିନଥିଲେ। ସକାଳେ ଯୁବତୀଙ୍କ ଝୁଲନ୍ତା ମୃତଦେହ ହୋଟେଲ ଷ୍ଟାଫ ଦେଖିଥିଲେ।

ବାରଙ୍ଗରେ ହଜିିଥିବା ବୃଦ୍ଧ ଦୁଇଦିନପରେ ଘରକୁ ଗଲା

ବାରଙ୍ଗ,୨ା୭(ଏସଏସନିଉଜ)ଶୁକ୍ରବାର ସନ୍ଧ୍ୟାରେ ଶୈାଚ ସମୟରେ ଜଣେ ବୃଦ୍ଧକୁ ବାରଙ୍ଗରେ ଛାଡିଦେଇ ପଳାଇଥିବା ଟୁରିଷ୍ଟବସ ରବିବାରରାତିରେ ଆସି ନେଇଛି ।ବୃଦ୍ଧଙ୍କଠାରୁ ଠିକଣା ପାଇଁ ବାରଙ୍ଗଥାନା ପୋଲିସ ତାଙ୍କ ଘରସହ ଯୋଗେଯାଗ କରିବାପରେ ପୁରୀରେ ଥିବା ଟୁରିଷ୍ଟ ବସ ପୁନର୍ବାର ଆସି ପୋଲିସ ହେପାଜତରେ ରହିଥିବା ବୃଦ୍ଧକୁ ସାଙ୍ଗରେ ନେଇଯାଇଛି । ପ୍ରକାସ ଯେ,ଛତିଶଗଡର ଜେଜେପୁରଥାନା ଅଧିନସ୍ଥ ପର୍ଶରଡି ଗାଁର ୫୦ଜଣ ଯାତ୍ରୀ ଏକ ଟୁରିଷ୍ଟବସରେ ତିର୍ଥକରିବାପାଇଁ ପୁରୀଅସିଥିଲେ ।ଶୁକ୍ରବାର ସନ୍ଧ୍ୟା ସମୟରେ ବାରଙ୍ଗଦେଇ ବସଟି ଆସୁଥିବାବେଳେ ଗୋବିନ୍ଦପୁର-ମୁଣ୍ଡଳି ମଧ୍ୟରେ […]

ଘରେ ନିଆଁଲଗାଇବାକୁ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ବାରଙ୍ଗ,୨ା୭(ଏସଏସନିଉଜ) ନନ୍ଦନକାନନଥାନା ଅଧିନସ୍ଥ ଢାଉଆଗ୍ରାମର ବ୍ରାହ୍ମଣ ସାହିରେ ପୁର୍ବବିବାଦକୁ କେନ୍ଦ୍ରକରି ଘରେ କିରୋସିନପକାଇ ନିଆଁ ଲଗାଇବାକୁ ଉଦ୍ୟମ କରିବା ଓ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫକରି ରବିବାର କୋର୍ଟଚାଳଣ କରିଛି । ପ୍ରକାସ ଯେ,ଢାଉଆଗ୍ରାମର ବ୍ରାହ୍ମଣ ସାହିକୁ ସଂଯୋଗ ହୋଇଥିବା ପାଣିପାଇପରୁ ବେଆଇନଭାବେ ପାଣିମଟର ସଂଯୋଗକୁୁ କେନ୍ଦ୍ରକରି ଗତକିଛିଦିନହେବ ବିବାଦ ଆରମ୍ଭ ହୋଇଥିଲା ।ତେବେ ଏବିଷୟରେ ଉଚ୍ଚଅଧିକାରୀଙ୍କ ଦୃଷ୍ଟିଆକର୍ଷଣ ସତ୍ୟବ୍ରତ ପଣ୍ଡା ନାମକ ବ୍ୟକ୍ତି କରିଥିବାର ଅଭିଯୋଗ କରି ପ୍ରଦୀପ ତାଙ୍କଘରଆଗରେ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୩ତାରିଖ ସୋମବାର।ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁପୂଜା, ଆଷାଢ଼ ପୂର୍ଣ୍ଣିମା, ବ୍ୟାସ (ଗୁରୁ) ପୂର୍ଣ୍ଣିମା, ଗୋବର୍ଦ୍ଧନ ପୀଠେ ଓ ସର୍ବତ୍ର ଗୁରୁପୂଜା, ବେଦବ୍ୟାସ ଜୟନ୍ତୀ, ଗୌରୀ ବ୍ରତ ସମାପନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୫/୩୦ ,ସୂର୍ଯ୍ୟାସ୍ତ- ଘ୬/୨୫/୪୨ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ଅପରାହ୍ନ ଘ୫/୫ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଘାତଚନ୍ଦ୍ର–ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଆମିଷ, ଅପରାହ୍ନ ଘ୫/୫ମି ପରେ କୁଷ୍ମାଣ୍ଡ (ପାଣିକଖାରୁ) ଭକ୍ଷଣ […]

ଲୋକୋ ପାଇଲଟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧ା୭ (ଏସଏସନିଉଜ) ଭାରତୀୟ ରେଳରେ କାର୍ଯ୍ୟରତ ଲୋକୋ ପାଇଲଟ ସୁବଳ ଚରଣ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବେହେରା ଭାରତୀୟ ରେଳସେବାରେ ୧୯୮୯ ମସିହାରୁ କାର୍ଯ୍ୟଭାରଆରମ୍ଭ କରିଥିଲେ।ସେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ଜଙ୍କସନରେ ଲୋକୋ ପାଇଲଟ ଭାବେ ସୁଚାରୁ ରୂପେ କାର୍ଯ୍ୟସମ୍ପାଦନ କରି ଅବସର ଗ୍ରହଣ କରିଛନ୍ତି।ଏହି ଅବସର ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ହାଇକୋର୍ଟର ଆଇନଯିବି ଜ୍ଞାନରଞ୍ଜନ ଦାଶ, ସମାଜସେବୀ ଉଦୟନାଥ ବେହେରା, ସୌଦାମିନୀ ମହାପାତ୍ର, ସଂଯୁକ୍ତା ବେହେରା ରେଳବାଇର ଅଧିକାରୀ ଓ ସମସ୍ତ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨ତାରିଖ ରବିବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ପୂର୍ଣ୍ଣିମାର ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୫/୧୧ ,ସୂର୍ଯ୍ୟାସ୍ତ- ଘ୬/୨୫/୩୯ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଆଦିତ୍ୟ ବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୮/୧୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ରାତ୍ରି ଘ୮/୧୭ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ରବିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଦିବା ଘ୧/୫୧ମି ପରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧ତାରିଖ ଶନିବାର।ଶ୍ରୀଜୀଉଙ୍କର ନୀଳାଦ୍ରିବିଜେ, ଶ୍ରୀ ଶିବଶୟନ ଉତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୪/୫୧ ,ସୂର୍ଯ୍ୟାସ୍ତ- ଘ୬/୨୫/ ୩୫ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଶୌରି ବାସ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୧/୬ମି ପରେ ପଶ୍ଚିମ ଦିଗରେ। ଶନିବାର, ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ। ଘାତଚନ୍ଦ୍ର–ନାହିଁ ,ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- […]

ଅଧା ରହିଗଲା ଠାକୁରପୁଜା

କଟକ,୩୦ା୬(ଏସଏସନିଉଜ) ଆଜି ସକାଳେ କଟକ ଯୋବ୍ରା ରୋଡ଼ ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ , ଅସାବଧାନତା ଯୋଗୁଁ ପାଚେରୀରୁ ପାଇଖାନା ଟାଙ୍କିକୁ ଖସିପଡି ଜୟନ୍ତୀରାଉତ ନାମକ ଜଣେ ୫୨ ବର୍ଷିଆ ମହିଳା ମୃତ୍ୟୁବରଣ କରିଛନ୍ତି ।ମହିଳାଜଣଙ୍କ ନିଜ ପାଚେରୀ ଉପରେ ଠିଆହୋଇ ଫୁଲ ତୋଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ମଇଳା ଟାଙ୍କିରୁ ମହିଳାଙ୍କୁ ଉଦ୍ଧାର କରିଥିଲେ ।ପରେ ଆମ୍ବୁଲାନ୍ସ ଯୋଗେ କଟକ ଏସିବିକୁ ପଠାଯାଇଥିବାବେଳେ ଡାକ୍ତର […]

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ଆଠଗଡ଼, ୩୦ା୬(ଏସଏସନିଉଜ) ଧୋଇଯାଇଛି ଧବଳେଶ୍ୱର ଅସ୍ଥାୟୀ ରାସ୍ତାାମହାନଦୀରେ ପାଣି ଆସିବାରୁ ରାସ୍ତାଟି ଧୋଇଯାଇଛି ।ଅସ୍ଥାୟୀରାସ୍ତା ଧୋଇଯିବାରୁ ଧବଳେଶ୍ୱରଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁା ଝୁଲାପୋଲ ବନ୍ଦଥିବାରୁ ଅସ୍ଥାୟୀ ପୋଲରେ ଯିବାଆସିବା କରୁଥିଲେ ଶ୍ରଦ୍ଧାଳୁ ।