ହୋଟେଲରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଖୋର୍ଦ୍ଧା,୩।୭(ଏସଏସନିଉଜ) ହୋଟେଲ ରୁମରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଜଟଣୀ ସୀତାରାମ ଛକନିକଟ ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି। କାଲି ଯୁବତୀ ଜଣେ ଯୁବକଙ୍କ ସହ ହୋଟେଲକୁ ଆସିଥିଲେ, ରାତିରେ ଯୁବକ ଜଣଙ୍କ ହୋଟେଲରୁ ଯାଇ ଆଉ ଆସିନଥିଲେ। ସକାଳେ ଯୁବତୀଙ୍କ ଝୁଲନ୍ତା ମୃତଦେହ ହୋଟେଲ ଷ୍ଟାଫ ଦେଖିଥିଲେ।

Comments (0)
Add Comment