ଆଜିର ରାଶିଫଳ
ଫେବୃଆରୀମାସ ୧୮ତାରିଖ ୨୦୨୪ ମସିହା (ରବିବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୪୪/୪୯,କନ୍ୟାରାଶିରଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର,ବିଶୁଦ୍ଧ ଅମୃତବେଳ।-ଦିବା ଘ୦୭/୦୫ ଗତେ ଘ୧୦/୧୭ ମଧ୍ୟେ ଓ ରାତ୍ରି ଘ୦୭/୨୦ ଗତେ ଘ୦୮/୫୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/ ୦୫ ମଧ୍ୟେ ଓ ଘ୦୧/୩୮ ଗତେ ଘ୦୨/୩୨ ମଧ୍ୟେ,ଲାଉ ଦିବା ଘ୦୮/୧୬ ଗତେ କଳମଶାଗ ଭକ୍ଷଣ ନିଷେଧ। ମେଷ👉ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ […]