ଭୁବନେଶ୍ୱର,୧୭।୨ (ଏସଏସନିଉଜ)MKCG ରାଗିଂ ଘଟଣାରେ ୪ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।୪ ଡାକ୍ତରୀ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା ନେଇ ଡିନ୍ ଇନଚାର୍ଜଙ୍କ ସୂଚନା ଦେଇଛନ୍ତି।ମାଡ଼ ମାରିଥିବା ୨ ଛାତ୍ରଙ୍କୁ ୨ ମାସ ପାଇଁ କଲେଜ କ୍ୟାମ୍ପସ ମନା କରାଯାଇଛି।ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ମଧ୍ୟ ବାରଣ କରାଯାଇଛି।ଗତ ୧୨ରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।