Browsing monthly archive

February 2024

ଆଜିର ରାଶିଫଳ

ମାର୍ଚ୍ଚମାସ ୦୧ତାରିଖ ୨୦୨୪ ମସିହା(ଶୁକ୍ରବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ପ୍ରା ଘ୦୬ /୨୭ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୦, ଯୋଗିନୀ ଦକ୍ଷିଣେ ପ୍ରାଘ୦୬/୨୭ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୪୫ ମଧ୍ୟେ ଓ ଘ ୦୮/୩୨ ଗତେ ଘ୦୯/୦୧ ମଧ୍ୟେ ଓ ଘ୦୧ /୨୧ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୩୭ ଗତେ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୯ ତାରିଖ ଗୁରୁବାର।ପ୍ରାଚୀନଦୀକୂଳ ଅନ୍ଧ କପିଳେଶ୍ୱରଙ୍କଠାରୁ ୭ଦିନ ପ୍ରାଚୀପରିକ୍ରମା ଆରମ୍ଭ ।ସୁର୍ଯ୍ୟୋଦୟ- ଘ୬/୧୦/୩୮,ସୂର୍ଯ୍ୟାସ୍ତ- ଘ୫/୪୭/୫୪, ଫାଲ୍ଗୁନ ମାସ,କୃଷ୍ଣପକ୍ଷ,ବୃହସ୍ପତିବାସ,ତିଥି- ପଞ୍ଚମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ।ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ।ଦକ୍ଷିଣ ଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଘାତଚନ୍ଦ୍ରନାହିଁ।ଘାତବାର–ତୁଳା ଓ କୁମ୍ଭରାଶିରଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାର ଵେଳା ଦିବା ଘ୨/୩୪ମି ରୁ ସୂର୍ଯ୍ୟାସ୍ତ ଘ୫/୪୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୭ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧/୧ମି […]

ପ୍ରଫୁଲ୍ଲ ସାମଲଙ୍କୁ ୮ଘଣ୍ଟା ଜେରା!

ଭୁବନେଶ୍ୱର,୨୮।୨(ଏସଏସନିଉଜ)୮ ଘଣ୍ଟା ପରେ ଇଡି ଅଫିସ୍‌ରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲ।ଇଡି ଅଫିସ୍‌ରୁ ବାହାରିବାପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା ରଖିଲେ।ଇଡି ଯାହା ତଦନ୍ତ କରୁଛି, ସବୁ ତଥ୍ୟ ଇଡି ଆଗରେ ରଖିଛି।ଇଡିର ତଦନ୍ତକୁ ସଂପୂର୍ଣ୍ଣ ସହଯୋଗ କରୁଛି କହିଲେ ପ୍ରଫୁଲ୍ଲ।ବରପଦା ଇଂଜିନିୟରିଂ କଲେଜଜମି ମାମଲାରେ ହାଜର ହୋଇଥିଲେ।ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ପାଇଁ ନୋଟିସ କରିଥିଲା ଇଡି।ନୋଟିସ ଅନୁସାରେ ଆଜି ଦିନ ସାଢ଼େ ୧୧ଟାରେ ହାଜର ହୋଇଥିଲେ ପ୍ରଫୁଲ୍ଲ।

କାନ୍ଦିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୮।୨(ଏସଏସନିଉଜ)କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଆଜିଏକ ଭତ୍ତାବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ।ସେଠାରେ ୪ପଂଚାୟତର ଲୋକମାନେ ଉପସ୍ଥିତ ଥିଲେ।ସାଧାରଣଲୋକଙ୍କୁ ଅଭିଭାଷଣ ଦେବା ବେଳେ ସେ କାନ୍ଦି ପକାଇଥିଲେ।ସେ କହିଲେଯେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ନାହାନ୍ତି।ତାଙ୍କର ବାପାମାଆ, ପୁଅ-ଝିଅ କେହିନାହାନ୍ତି ।ସିଏ ମରିଗଲେ ତାଙ୍କ ମୁହଁରେ ପାଣି କି ମୁଖାଗ୍ନି ଦେବାକୁ ବି କେହି ନାହାନ୍ତି କହି କାନ୍ଦି ପକାଇ ଥିଲେ।ମନ୍ତ୍ରୀଙ୍କ କାନ୍ଦିବାକୁ ନେଇ ଏବେ ଭିର୍ଣ ଭିର୍ଣ ଆଲୋଚନା ମାନ ଆରମ୍ଭ ହୋଇଯାଇଛି।

ଆସୁଛି ଜାଗର

କଳାହାଣ୍ଡି,୨୮।୨(ଏସଏସନିଉଜ)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧଶକ୍ତିପୀଠ କେସିଙ୍ଗା ଗୁର୍ଜିମୁଣ୍ଡାଠାରେ ଅବସ୍ଥାପିତ କରିଛନ୍ତି ଜଗତଜନନୀ ମାଯୋଗମାୟା।ମାଙ୍କ ଟିକିଏକରୁଣା ଓ କୃପାପାଇବାପାଇଁ ପ୍ରତିଦିନ ଦୁରଦୂରାନ୍ତରୁ ଧାଇଁ ଆସିଥାନ୍ତିଭକ୍ତ।ଏହି ପୀଠରେ ୧୨ଯାତ୍ରାରେ ୧୩ପର୍ବ ଭଳି ମହାଶିବରାତ୍ରି ଓ ରୁଦ୍ରଯଜ୍ଞ ବଡ଼ପର୍ବ ଅଟେ।ତେଣୁ ଏହି ପର୍ବରେ ରାଜ୍ୟର ବିଭିର୍ଣଜିଲାରୁ ପ୍ରବଳ ଭକ୍ତମାନଙ୍କ ସମାଗମ ହୋଇଥାଏ।ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ସ୍ଥାନୀୟପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ନେଇ ବିଭିର୍ଣପ୍ରକାର ବନ୍ଦୋବସ୍ତ କରାଯାଇଥାଏ।ଏଠାରେ ଦିନିକିଆମେଳା ଅର୍ଥାତ କିଣାବିକାର ପସରା ଖୋଲାଯାଇଥାଏ।ତେବେ ଚଳିତବର୍ଷ ଏହାକୁ […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୮ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୬/୧୧/୨୨ ,ସୂର୍ଯ୍ୟାସ୍ତ- ଘ୫/୪୭/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୪/୨୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୪/୨୬ମିପରେ ଦକ୍ଷିଣଦିଗରେ।ରିକ୍ତାତିଥିଦୋଷ ହେତୁ ରାତ୍ରିଘ୪/୨୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର-ରାତ୍ରି ଘ୯/୪୬ମିମଧ୍ୟେ ବୃଷରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୯/୨ମିରୁ ଘ୧୦/୩୦ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୮ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୩/୨ମି ରୁ ଘ୪/୩୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ […]

ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର

ବାରଙ୍ଗ,୨୭।୨(ଏସଏସନିଉଜ) ମଙ୍ଗଳବାର ଅପରାହ୍ନ ସମୟରେ ଗୋଡିସାହିଫାଣ୍ଡି ଅଧୀନସ୍ଥ ରତାଗଡ ରେଳ ଧାରଣା ନିକଟ ପୁରୀ ମୁଖ୍ୟ କେନାଲଭିତରକୁ ଭାରସାମ୍ୟ ହରାଇଏକ ଦୃତଗାମୀକାର ପସିଯାଇଥିଲା।ସୌଭାଗ୍ୟ ବଶତଃ କାରଚାଳକ ଗାଡିର କାଚ ଭାଙ୍ଗି ବାହାରି ପହଁରି ପଳାଇଆସିଥିବାରୁ ବଞ୍ଚି ଯାଇଥିଲେ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ପହଁଚି ପାଣିଭିତରୁ କାରଟିକୁ ଉଦ୍ଧାର କରି କାର ଚାଳକକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ସାଢେ଼ ତିନିଟା ସମୟରେ […]

ଚୋରୀକରି ଧରାହେଲେ ୪

ମେଣ୍ଢାଶାଳ,୨୭।୨(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ମଙ୍ଗଳବାର ଦିନ ଏକ ପ୍ରଜେକ୍ଟରୁ ଚୋରିକରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟଚାଳନ କରିଛି।ସେମାନେ ହେଲେ ଏହିଥାନା ଅଧିନସ୍ତ ପାଇକେରାପୁର ଗ୍ରାମ ଭୋଇସାହିର ମହେଶ୍ୱର ଭୋଇ,ଶିବୁଭୋଇ,ବିକାଶ ଭୋଇ ଓ ବିଶ୍ଵନାଥ ଭୋଇ।ପୋଲିସ ଏମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ପାଣିପମ୍ପ, ପ୍ଲାଷ୍ଟିକରଶି ଜବତ କରିଛି। ପ୍ରକାଶ ଯେ,କଳିଙ୍ଗ ନଗରରେ ରହୁଥିବା ବିକ୍ରମ କୁମାର ଗିରି ନାମକ ବ୍ୟକ୍ତି ପାଇକେରାପୁର ଗ୍ରାମ ନିକଟରେ ଏକ ପ୍ରୋଜେକ୍ଟ କରିଛନ୍ତି।ଗତ୧୪ତାରିଖ ରାତିରେ ପ୍ରୋଜେକ୍ଟ ମଧ୍ୟରୁ ୨ପାଣିପମ୍ପ,ପାଇପ,ପ୍ଲାଷ୍ଟିକରଶିସହ ଅନ୍ୟାନ୍ୟ […]

ମେଡିକାଲ୍‌ ଫାଣ୍ଡିରେ ଶବ!

ବଲାଙ୍ଗିର,୨୭।୨(ଏସଏସନିଉଜ) ମେଡିକାଲ୍‌ ଫାଣ୍ଡିରେ ରହିଛି ଶବ।ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର ହୋଇଯାଇଛନ୍ତି।ତେବେ ସମ୍ପର୍କୀୟ ମାନଙ୍କୁ ଖୋଜୁଛି ପୋଲିସ।ମେଡିକାଲ ଫାଣ୍ଡିରେ ଅଭିଯୋଗ କଲେ ଶବ ଆଣିଥିବା ଗାଡ଼ିଡ୍ରାଇଭର। ଅଭିଯୋଗପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୋଲିସ।ମୃତମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଥିବାବେଳେମହିଳାଙ୍କୁ କିଛିଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ମୃତ୍ୟୁପରେ ଜଣେ ସମ୍ପର୍କୀୟ ବୋଲେରୋ ରେ ଆଣିଥିଲେ।ଭଡ଼ାଟଙ୍କା ଆଣିବାକୁ ଯାଉଛି କହି ମେଡିକାଲପାଖରେ ଛାଡ଼ି ଚମ୍ପଟ୍‌ ମାରିଛନ୍ତି ସମ୍ପର୍କୀୟ।

ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର,୨୭।୧(ଏସଏସନିଉଜ)ତ୍ରୁଟିମାନିଲେ CHSE ପରୀକ୍ଷା ନିୟନ୍ତ୍ରକ।ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ।ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି।ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା।କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି।ମୋଟ ୧୯ନମ୍ବର ଚଏସ୍‌ ଡେଫିସିଟ ରହିଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।ଯେଉଁପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ।ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଯେତିକି ଚଏସ […]