ମେଡିକାଲ୍‌ ଫାଣ୍ଡିରେ ଶବ!

ବଲାଙ୍ଗିର,୨୭।୨(ଏସଏସନିଉଜ) ମେଡିକାଲ୍‌ ଫାଣ୍ଡିରେ ରହିଛି ଶବ।ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର ହୋଇଯାଇଛନ୍ତି।ତେବେ ସମ୍ପର୍କୀୟ ମାନଙ୍କୁ ଖୋଜୁଛି ପୋଲିସ।ମେଡିକାଲ ଫାଣ୍ଡିରେ ଅଭିଯୋଗ କଲେ ଶବ ଆଣିଥିବା ଗାଡ଼ିଡ୍ରାଇଭର।
ଅଭିଯୋଗପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୋଲିସ।ମୃତମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଥିବାବେଳେମହିଳାଙ୍କୁ କିଛିଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ବୁର୍ଲାରେ ମୃତ୍ୟୁପରେ ଜଣେ ସମ୍ପର୍କୀୟ ବୋଲେରୋ ରେ ଆଣିଥିଲେ।ଭଡ଼ାଟଙ୍କା ଆଣିବାକୁ ଯାଉଛି କହି ମେଡିକାଲପାଖରେ ଛାଡ଼ି ଚମ୍ପଟ୍‌ ମାରିଛନ୍ତି ସମ୍ପର୍କୀୟ।

Comments (0)
Add Comment