Browsing monthly archive

March 2024

ଦିଲ୍ଲୀରୁ ଚୋରି ସୋରରେ କାବୁ

ସୋର,୨୨ା୩(ଏସଏସନିଉଜ) ଦିଲ୍ଲୀରୁ ଚୋରି କରି ପଳାଇ ଆସିଥିବା ଯୁବକକୁ କାବୁ କରିଛି ପୋଲିସ ।ରଘୁନାଥପୁର ଗାଁର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସାତାଠାରୁ ଚୋରି କରିଆଣିଥିବା ୮୦୦ ଗ୍ରାମ ଓଜନର ସୁନା ମୂର୍ତ୍ତି ଜବତ କରିଛି ପୋଲିସ ।ଏହାସହ ଯୁବକଙ୍କ ନିକଟରୁ ସୁନା ଓ ହୀରା ଗହଣା ମଧ୍ୟ ଜବତ କରିଛି ପୋଲିସା ଦିଲ୍ଲୀରେ ଜଣେ ପୂଜାରୀଙ୍କ ନିକଟରେ କାମ କରୁଥିଲେ ଯୁବକା  

ସବୁ ଆସନରେ ଲଢିବ ବିଜେଡି

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ଏବେ ଦୂର ହୋଇଛି ବିଜେଡି-ବିଜେପି ମେଣ୍ଟ ଦ୍ୱନ୍ଦ୍ୱ ।ସବୁ ଆସନରେ ଲଢିବ ବିଜେଡି ।୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡ଼ି। ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ ।ମନମୋହନଙ୍କ ପୋଷ୍ଟ ପରେ ବିଜେଡ଼ି ସଂଗଠନ ସଂପାଦକ ବବିଙ୍କ ପୋଷ୍ଟ ।ବିଜେଡ଼ି ସମସ୍ତ ଆସନରେ ଲଢ଼ିବ ପୋଷ୍ଟ କଲେ ପ୍ରଣବ ପ୍ରକାଶା ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସେ ଲେଖିଛନ୍ତି ।

ଏକାକୀ ଲଢ଼ିବ ବିଜେପି !

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ରାଜ୍ୟରେ ବିଜେପି ଏକାକୀ ଲଢ଼ିବବୋଲି ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ ସାମଲ।ଏକ୍ସ ଜରିଆରେ ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ।ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ। ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି କହିଛନ୍ତି।ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନି। ଓଡ଼ିଶାର ଗରିବଲୋକେ କେନ୍ଦ୍ରୀୟଯୋଜନାର ଫାଇଦା ପାଉନାହାନ୍ତି।ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥସହ ଜଡ଼ିତ ଅନେକ […]

ବିଜେଡି ଛାଡ଼ିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩(ଏସଏସନିଉଜ)ବିଜେଡିରୁ ଇସ୍ତଫା କଟକସାଂସଦ ଭର୍ତ୍ତୃହରି ମହତାବ।ଏଥରକୁ ମିଶାଇ କଟକରୁ ୬ଥର ସାଂସଦ ଭର୍ତ୍ତୃହରି।ପ୍ରେସମିଟରେ ଇସ୍ତଫାନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି।ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବସହ ଇସ୍ତଫାପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି ବୋଲି କହିଲେ।ଇସ୍ତଫା କାହିଁକି ଦେଲେ ଖୋଲି କହିଲେ ଭର୍ତ୍ତୃହରି ମହତାବ।ସେ କହିଲେ ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା। ବୋଲି କହିଥିଲେ।ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ନିଷ୍ପତ୍ତି କଠୋର […]

ଆଜିରରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୨ ତାରିଖ ଶୁକ୍ରବାର।ରାଷ୍ଟ୍ରୀୟ ଶକାବ୍ଦଃ ୧୯୪୬ ଆରମ୍ଭ।ଋତୁ- ବସନ୍ତ (ପ୍ରଥମମାସ)ସୂର୍ଯ୍ୟ-ଉତ୍ତରାୟଣ,ସୁର୍ଯ୍ୟୋଦୟ- ଘ୫/୫୨/୪୫,ସୂର୍ଯ୍ୟାସ୍ତ- ଘ୫/୫୪/୫୫,ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ତ୍ରୟୋଦଶୀ (ଅହୋରାତ୍ର)।ନକ୍ଷତ୍ର- ମଘାନକ୍ଷତ୍ର ନିଶାନ୍ତଘ୫/୧୯ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗ- ଧୃତିଯୋଗ ରାତ୍ରି ଘ୮/୧ମି ପର୍ଯ୍ୟନ୍ତ ତଦନ୍ତେ ଶୂଳଯୋଗ।କରଣ- କୌଳବକରଣ ସନ୍ଧ୍ୟାଘ୬/୯ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ନିଶାନ୍ତ ଘ୫/୫୩ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ।ଶନି ମଙ୍ଗଳସପ୍ତଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-ବାର […]

ମଝି ଦରିଆରୁ ସମୁଦ୍ରକୁ ଡେଇଁଲେ ରାମଚନ୍ଦ୍ର

ଭଦ୍ରକ,୨୧ା୩(ଏସଏସନିଉଜ) ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ ମୟୂରଭଂଜ ଜିଲ୍ଲା ଉଦଳା କପ୍ତିପଦାର ରାମଚନ୍ଦ୍ର ମୁର୍ମୁ । ରାମଚନ୍ଦ୍ର ଚଳନ୍ତା ବୋଟରୁ ମଝି ଦରିଆକୁ ଡେଇ ପଡ଼ି ଜୀବନ ହାରିବାକୁ ବସିଥିଲେ। ଡଙ୍ଗା ମଧ୍ୟରେ ଥିବା ଅନ୍ୟମାନେ ସାମୁଦ୍ରିକ ଥାନାକୁ ଖବରଦେବାରୁ ପୋଲିସଅତ୍ୟାଧୁନିକ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରରେ ଭାସିଯାଉଥିବା ରାମଚନ୍ଦ୍ରକୁ ଉଦ୍ଧାର କରିବାସହ ଚିକିସ୍‌ାପାଇଁ ଧାମରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ତେବେ ସେ କାହିଁକି ଏତେବଡ ପଦକ୍ଷପ ନେଲେ ତାହା ଜାନୀବାପାଇଁ ପୋଲିସ ପକ୍ଷରୁ […]

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ ଓ ଭେଟେନାରୀ ଅଫିସର

ଧର୍ମଗଡ଼,୨୧ା୩(ଏସଏସନିଉଜ) ୪୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ପ୍ରଧାନଶିକ୍ଷକାସେହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଲେଟେର ତ୍ରିଶକ୍ତି ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକା  ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଲା ଭିଜିଲାନ୍ସ ।୫ଟି କାମର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ସେହିଭଳିଭାବେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଦେବଗଡ଼ର ରିଆମାଳ ବ୍ଲକ ଭେଟେନାରୀ ଅଫିସରା୫ହଜାର ଲାଞ୍ଚ ନେବାବେଳେ ଫସିଲେ ଭେଟେନାରୀ ଅଫିସର ସସ୍ମିତା ସେଠୀାକୁକୁଡ଼ାଚାଷୀଙ୍କ ଫାର୍ମରେ ବିଦ୍ୟୁତ୍ ସଂଯୋଗ ଓ ସବ୍‌ସିଡି ଅର୍ଥ ରିଲିଜ୍ ପାଇଁ […]

ଧରପଡ଼ିଲା ନକଲି ଆର୍‌ଟିଓ ଅଫିସ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଜଳେଶ୍ବରରେ ନକଲି ଆରଟିଓ ଅଫିସ ଠାବ ହେବା ସହ ୨ଜଣ ଗିରଫ ହୋଇଛନ୍ତି ।ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଖୋଲିଥିଲେ ନକଲିଅଫିସ । ଟୋଲଗେଟରେ ଗାଡ଼ି ଅଟକିବାବେଳେ ଚାଲାଣ କାଟୁଥିବା ଅଭିଯୋଗ ହୋଇଛି ।ନକଲି କାଗଜପତ୍ର ସହ ନକଲି ଷ୍ଟାମ୍ପ,ପ୍ରିଣ୍ଟର ଜବତକରିଛି ପୋଲିସ।

ଅଧିନାୟକ ପଦ ଛାଡ଼ିଲେ ଧୋନି

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି।ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ।ଧୋନିଙ୍କ ସ୍ଥାନରେ ଅଧିନାୟକ ହେବେ ରୁତୁରାଜ ଗାଏକ୍ବାଡ୍। ଧୋନିଙ୍କ ନେତୃତ୍ବରେ ୫ଥର ଟାଇଟଲ ଜିତିଛି ଚେନ୍ନାଇ।

ମୋଟର ସାଇକେଲ ମୁହାଁମୁହିଁ ଧକ୍କା

ଭଦ୍ରକ,୨୧।୩(ଏସଏସନିଉଜ)ସଡ଼କ ଦୁର୍ଘଟଣାରେ ଦୁଇମୃତଭଦ୍ରକ-ଚାନ୍ଦବାଲି ପୀରହାଟରେ ଦୁର୍ଘଟଣା ଘଟିଛି।ହାଇୱା ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି।ଯାହାଫଳରେ ଦୁଇ ବାଇକ ଆରୋହିଙ୍କର ଘଟଣାସ୍ଥଳରେ ମୃତୁ ଘଟିଛି।ଯାହାକୁ ନେଇ ଉତେଜନା ଦେଖାଦେଇଛି।