ବିଜେଡି ଛାଡ଼ିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩(ଏସଏସନିଉଜ)ବିଜେଡିରୁ ଇସ୍ତଫା କଟକସାଂସଦ ଭର୍ତ୍ତୃହରି ମହତାବ।ଏଥରକୁ ମିଶାଇ କଟକରୁ ୬ଥର ସାଂସଦ ଭର୍ତ୍ତୃହରି।ପ୍ରେସମିଟରେ ଇସ୍ତଫାନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି।ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବସହ ଇସ୍ତଫାପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି ବୋଲି କହିଲେ।ଇସ୍ତଫା କାହିଁକି ଦେଲେ ଖୋଲି କହିଲେ ଭର୍ତ୍ତୃହରି ମହତାବ।ସେ କହିଲେ ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା। ବୋଲି କହିଥିଲେ।ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ନିଷ୍ପତ୍ତି କଠୋର ହୋଇପାରେ, କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି ବୋଲି କହିଛନ୍ତି।

Comments (0)
Add Comment