Browsing monthly archive

March 2024

୩୩ ପେଟି ଆସ୍କା-୪୦ ଜବତ

ବାରଙ୍ଗ,୨୪।୩ (ଏସଏସନିଉଜ) ଶନିବାର ରାତିରେ ବେଆଇନ ଭାବେ ନିଜ ଘର ବାରଣ୍ଡାରେ ଆସ୍କା-୪୦ ମଦ ବିକ୍ରି କରୁଥିବା ବେଳେ ବାରଙ୍ଗ ପୋଲିସ ଚଢ଼ାଉ କରି ୩୩ ପେଟି ଆସ୍କା-୪୦ ମଦ ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରି ରବିବାରଦିନ କୋର୍ଟଚାଲଣ କରିଛି।ଗିରଫ ଅଭିଯୁକ୍ତ ହେଉଛନ୍ତି ଏହି ଥାନା ଅନ୍ତର୍ଗତ ଅରିଲୋ ଗ୍ରାମର ପ୍ରମୋଦ ବେହେରା (୪୨)। ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ବାରଙ୍ଗ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର […]

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୫ ତାରିଖ ସୋମ ବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ଦୋଳ ପୂର୍ଣ୍ଣମା, ଶ୍ରୀଜୀଉଙ୍କ ରାଜାଧିରାଜ ବେଶ, ଶ୍ରୀଚୈତନ୍ୟ ଜନ୍ମ ୫୩୮ ବର୍ଷ।ବିବିଧ- ସ୍ତ୍ରୀ ତୈଳ ବର୍ଜନ, ହଳ ନିଷେଧ।ସୁର୍ଯ୍ୟୋଦୟ- ଘ୫/୫୦/୯,ସୂର୍ଯ୍ୟାସ୍ତ- ଘ୫/୫୫/ ୪୧,ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ପୂର୍ଣ୍ଣିମା ଦିବା ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଯୋଗ- ବୃଦ୍ଧିଯୋଗ ରାତ୍ରି ଘ୧୦/୫୪ମି ପର୍ଯ୍ୟନ୍ତ ତଦନ୍ତେ ଧ୍ରୁବଯୋଗ। କରଣ- ବବକରଣ ଦିବା ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ରାତ୍ରି ଘ୧/୪୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ଦିବା ଘ୧୨/୩୭ମି ପରେ ପୂର୍ବ […]

ବାପାମାଆକୁ ହାଣିଲା ପୁଅ

କେନ୍ଦୁଝର୨୪।୩(ଏସଏସନିଉଜ) ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ,ମାଆ ଗୁରୁତର ଆହତ ହୋଇଛନ୍ତି।ଚମ୍ପୁଆଥାନା କାଳିକାପ୍ରସାଦ ପଞ୍ଚାୟତ ବସିରାଗାଁରେ ବୀଭତ୍ସକାଣ୍ଡ ଘଟିଛି।ସାମାନ୍ୟ ବଚସାରୁ ବାପା, ମାଆଙ୍କୁ ହାଣି ପକାଇଲା ପୁଅ।ଗୁରୁତର ମାଆ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଛି ।

ନବୀନନିବାସରେ ଢେଙ୍କାନାଳ ସମୀକ୍ଷା

  ଭୁବନେଶ୍ବର,୨୪।୩(ଏସଏସନିଉଜ) ଶଙ୍ଖଭବନରେ ସ୍ବାଧୀନ ବିଧାୟକ ମକରନ୍ଦମୁଦୁଲି।ରାୟଗଡ଼ାର ସ୍ବାଧୀନବିଧାୟକ ମକରନ୍ଦ ମୁଦୁଲି।ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିବାରୁ ବଢ଼ିଲାଚର୍ଚ୍ଚା।ନବୀନ ନିବାସରେ ଢେଙ୍କାନାଳ ସଂସଦୀୟକ୍ଷେତ୍ର ପାଇଁ ସମୀକ୍ଷା ଆରମ୍ଭ ହୋଇଛି।ଜିଲ୍ଲା ପର୍ଯ୍ୟବେକ୍ଷକ,ଦଳର ବରିଷ୍ଠନେତା ଓ ବିଧାୟକ ଉପସ୍ଥିତ ଅଛନ୍ତି।ସମ୍ବଲପୁର, ସୁନ୍ଦରଗଡ଼ପରେ ଢେଙ୍କାନାଳ ପାଇଁ ବିଜେଡିର ସମୀକ୍ଷା ଆରମ୍ଭ ହୋଇଛି।

ଆଜି ଆସିପାରେ

ଭୁବନେଶ୍ୱର,୨୪।୩(ଏସଏସନିଉଜ)ବିଜେପିର ସିଇସି ବୈଠକରେ ଓଡ଼ିଶାପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଜଣାପଡିଛି।ବିଜେପି ମୁଖ୍ୟାଳୟରେ ବିଳମ୍ବିତରାତି ଯାଏଁ ଚାଲିଥିଲା ବୈଠକ।ବୈଠକପରେ ରାଜ୍ୟସଭାପତି ମନମୋହନ ସାମଲ ତାଙ୍କପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶାର ୨୧ଲୋକସଭା ଆସନ ଉପରେ ଆଲୋଚନା ହୋଇଛି।ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ୍ ଓ ଷ୍ଟାଟେଜିନେଇ ଆଲୋଚନା ହୋଇଛି।ଜାତୀୟ ଗଣମାଧ୍ୟମସଂସ୍ଥା ANIସୂତ୍ରରୁ ସୂଚନା ମୁତାବକ ସମ୍ବଲପୁରରୁ ଧର୍ମେନ୍ଦ୍ରପ୍ରଧାନ,ପୁରୀରୁ ସମ୍ବିତପାତ୍ର, ଭୁବନେଶ୍ବରରୁ ଅପରାଜିତାଷଡ଼ଙ୍ଗୀ ପ୍ରାର୍ଥୀ ହୋଇପାରନ୍ତି।ଓଡ଼ିଶା ସମେତ ୟୁପି, ଆନ୍ଧ୍ର, ପଶ୍ଚିମବଂଗ, ରାଜସ୍ଥାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି।ଅନ୍ୟପଟେ ଆଜି ଆସିପାରେ ବିଜେପିର ଚତୁର୍ଥପର୍ଯ୍ୟାୟ […]

ସେନା କର୍ମଚାରୀ ଗିରଫ

ବାଙ୍କୀ,୨୪।୩(ଏସଏସନିଉଜ) ପୋଲିସକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ଗିରଫ ହୋଇଛନ୍ତି।ତାଳବସ୍ତ ଫାଣ୍ଡି ନିକଟ ପଦନପୁର ଗାଁ ବାଲିତଇଲା ଶବରସାହିରୁ ଗିରଫ କଲା ପୋଲିସ।

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୪ ତାରିଖ ରବିବାର।ଅଦ୍ୟ ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରରେ ରାଜାଗ୍ନ୍ୟୁତ୍ସବ ବା ମେଣ୍ଢାପୋଡ଼ି, ସର୍ବତ୍ର ରାଜାଗ୍ନ୍ୟୁତ୍ସବ, ଓଳକଣା ମେଳନ, ହୋଲିକା ଦହନ।ସୁର୍ଯ୍ୟୋଦୟ- ଘ୫/୫୧/୦,ସୂର୍ଯ୍ୟାସ୍ତ- ଘ୫/୫୫/୨୬, ଫାଲ୍ଗୁନମାସ,ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୪ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୮/୨୪ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ଦିବା ଘ୧୦/୪ମି ପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନି ମଙ୍ଗଳସପ୍ତ ପରେ ରବିସପ୍ତ ଦୋଷ ହେତୁ ଯାତ୍ରାଦି […]

କେଜ୍ରିୱାଲଙ୍କୁ ୬ଦିନିଆ ଇଡି ରିମାଣ୍ଡ

ଭୁବନେଶ୍ୱର,୨୨।୩(ଏସଏସନିଉଜ)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ଇଡି ରିମାଣ୍ଡରେ ନେଇଛି।ଆସନ୍ତା ୨୮ତାରିଖ ଯାଏଁ ରିମାଣ୍ଡରେ ଯିବେ କେଜ୍ରିୱାଲ।୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି।୬ଦିନିଆ ରିମାଣ୍ଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୋର୍ଟଙ୍କ ଅନୁମତି ମିଳିଛି।ମଦଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲେ କେଜ୍ରିୱାଲ।

ଆଜିରରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୩ତାରିଖ ଶନିବାର।ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା (ସ୍ନୁହୀ ଚତୁର୍ଦ୍ଦଶୀ)।ସୁର୍ଯ୍ୟୋଦୟ- ଘ୫/୫୧/୫୨ ,ସୂର୍ଯ୍ୟାସ୍ତ- ଘ୫/୫୫/୧୦ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ତ୍ରୟୋଦଶୀ ମଳ ଦିବା ଘ୭/୨୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର (ଅହୋରାତ୍ର)।ଯୋଗ- ଶୂଳଯୋଗ ରାତ୍ରି ଘ୯/୦ମି ପର୍ଯ୍ୟନ୍ତ ତଦନ୍ତେ ଗଣ୍ଡଯୋଗ। କରଣ- ତୈତିଳକରଣ ଦିବା ଘ୭/୨୬ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ରାତ୍ରି ଘ୮/୪୫ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ଦିବା ଘ୭/୨୭ମିପରେ ପଶ୍ଚିମଦିଗରେ। ଶନିବାର, ମଳତିଥି ପରେ ରିକ୍ତାତିଥି, ଶନି ମଙ୍ଗଳସପ୍ତଦୋଷ […]

ସୁଯୋଗ ନଥିବାଜାଣି ପଳାଇଲେ- ପ୍ରତାପ ଜେନା

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ କି ଲୋକଙ୍କ ପାଇଁ କାମ କରୁନଥିଲେ ।ଏହାସହ ଲୋକଙ୍କ ସହ ସଂପର୍କ ନଥିଲା ।ଜନ ଅସନ୍ତୋଷ ସତ୍ତ୍ୱେ ନବୀନବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ ।ଏଥର ଆଉ ତାଙ୍କ ପାଇଁ ସୁଯୋଗ ନଥିବା ଜାଣି ସେ ଛାଡ଼ି ପଳାଇଲେ ।ଛଅ ଥର ତାଙ୍କୁ ସାଂସଦ କରିଥିବା ଦଳକୁ ଛାଡ଼ି ଚାଲିଯିବା ଦୁଃଖର କଥା ବୋଲି […]