ସମ୍ବଲପୁରରେ ଫୁଟିଲା ବୋମା
ସମ୍ବଲପୁର,୨୬।୩(ଏସଏସନିଉଜ)ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି।ଏକ ବୁଲେଟ୍ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ।ଘଟଣାସ୍ଥଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।ଖବର ପାଇ SP ଓ ଉତ୍ତରାଞ୍ଚଳ DIG ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Browsing monthly archive
ସମ୍ବଲପୁର,୨୬।୩(ଏସଏସନିଉଜ)ପୀରବାବା ଛକ ନିକଟରେ ବୋମାମାଡ଼ ହୋଇଛି।ଏକ ବୁଲେଟ୍ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ।ଘଟଣାସ୍ଥଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।ଖବର ପାଇ SP ଓ ଉତ୍ତରାଞ୍ଚଳ DIG ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବାରଙ୍ଗ,୨୬।୩(ଏସଏସନିଉଜ) ହୋଲି ସାରି ବାରଙ୍ଗ ପୁରୀ ମେନ କେନାଲକୁ ଗାଧୋଇବାକୁ ଆସିଥିବା ବେଳେ ଜଣେ ନାବାଳକ ବୁଡିଯାଇ ମୃତୁ ବରଣ କରିଛନ୍ତି ।ନାବାଳକ ଜଣଙ୍କ ହେଉଛନ୍ତି ଚନ୍ଦ୍ରଶେଖରପୁରଥାନା ଅଧିନସ୍ତ ବିଡିଏ ଅଂଚଳରେ ରହୁଥିବା ରାଜେସସେଠି ବୋଲି ଜଣାପଡିଛି। ସେ ହୋଲି ସାରି ୫ଜଣ ସାଙ୍ଗଙ୍କ ସହ କାନପୁର ପାଖ ପୁରିମେନ କେନାଲକୁ ଗାଧୋଇବାକୁ ଆସିଥିଲେ।ଗାଧୋଇବା ବେଳେ ୨ଜଣ ସାଙ୍ଗ ବୁଡିଯାଇଥିଲେ। ଏହାଦେଖି ରାଜେଶ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ କାଳ ବିଲମ୍ଭ ନକରି ପାଣିକୁ ଦେଇପଡିଥିଲା।ସାଙ୍ଗକୁ […]
ଖୁଣ୍ଟୁଣୀ,୨୫ା୩(ଏସଏସନିଉଜ)ରମ୍ପେଇ-ଖୁଣ୍ଟୁଣୀର ଆରାଧ୍ୟ ଇଷ୍ଟଦେବ ବାବାବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତିପ୍ରତିମା ବାବା ଚନ୍ଦ୍ରଶେଖର ଓ ମାପାର୍ବତୀ ଚାଚେରୀଭୋଗ ପାଇବାକୁ ଖୁଣ୍ଟୁଣୀଗ୍ରାମ ପରିକ୍ରମାରେ ବାହାରିଲେ । ଦୋଳପୂର୍ଣ୍ଣିମାଠାରୁ ପ୍ରଭୁ ବରଷକେଥରେ ମନ୍ଦିରରୁ ବାହାରି ଭକ୍ତମାନଙ୍କ ଦ୍ଵାରକୁଯିବେ ।ଘରଘରବୁଲି ଭକ୍ତରଙ୍କଣା ଭୋଳାନାଥ ଓ ମାତାପାର୍ବତୀ ଭୋଗପାଇବା ସହିତ ଆଶୀର୍ବାଦ ପ୍ରଦାନକରିବେ ଭକ୍ତଙ୍କୁ । କର୍ମ ଅନୁଯାୟୀ ଫଳ ମଧ୍ୟ ପ୍ରଦାନ କରିବେ । ସତ ଓ ଅସତର କର୍ମକୁ ନେଇ ସେମିତି ବର ପ୍ରଦାନ କରିବେ ବାବା । ବାବାଙ୍କର ଆଜିର ଏହି […]
୨୦୨୪ମସିହା ମାର୍ଚ୍ଚମାସ ୨୬ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ଓ ସର୍ବତ୍ର ରଙ୍ଗ ହୋରିଉତ୍ସବ, ମାତାରାତାରିଣୀ ଯାତ୍ରାଆରମ୍ଭ ୧ମପାଳି, ଦ୍ବିତୀୟାର ଚନ୍ଦ୍ର ଦର୍ଶନ।ଋତୁ- ବସନ୍ତ (ପ୍ରଥମମାସ)ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ଘ୫/୪୯/୭ ,ସୂର୍ଯ୍ୟାସ୍ତ- ଘ୫/୫୫/୪୭ ,ଚୈତ୍ରମାସ ,କୃଷ୍ଣପକ୍ଷ .ଭୌମବାସ ,ତିଥି- ପ୍ରତିପଦ୍ ଦିବା ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗ- ଧ୍ରୁବଯୋଗ ରାତ୍ରି ଘ୧୧/୩୯ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟାଘାତଯୋଗ। କରଣ- କୌଳବକରଣ ଦିବା ଘ୩/୧ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୪/୬ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ଦିବା ଘ୩/୧ମି ପରେ ଉତ୍ତର […]
ଭୁବନେଶ୍ୱର,୨୫ା୩(ଏସଏସନିଉଜ) ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ସେ ସୋମବାର କୀଟନାଶକ ପିଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଏ. ଗଣେଶମୂର୍ତ୍ତିଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଅନ୍ୟପଟେ ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାଂସଦ ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣରୁ ନେଇଛନ୍ତି ତାହା ସଠିକଭାବେ […]
ସମ୍ବଲପୁର,୧୫ା୩(ଏସଏସନିଉଜ)ସଦର ଥାନା ପୁଲିସ ୧୦ ହଜାର ୮୦୦ ବୋତଲ କଫ୍ ସିରପ୍ ଜବତ ସହ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ୨୦ ହଜାର ଟଙ୍କା, ଗୋଟିଏ ଟ୍ରକ୍, ଗୋଟିଏ ବୋଲେରୋ, ଦୁଇଟ୍ ଅଟୋ ଓ ଦୁଇଟ୍ ବାଇକ୍ ଜବତ କରିଛି। ଏମାନେ କୋଲକାତାରୁ କଫସିରଫ ଆଣି ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଅଞ୍ଚଳକୁ ଚାଲାଣ କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ତନ୍ମୟ […]
ଗଂଜାମ,୨୫ା୩(ଏସଏସନିଉଜ) ସୋମବାର ଅପରାହ୍ଣରେ ବଡ଼ଗଡ଼ଥାନା ଅଧୀନ ହାତୀଖାଲ ଗ୍ରାମରେ ବଜ୍ରାଘାତରେ ୩୨ଟି ଛେଳିଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଛେଳିଚରାଳି ଆହତ ହୋଇଛନ୍ତି। ଆହତ ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ଙ୍କୁ ଚିକିସ୍ାପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ।ଏବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣାପଡିଛି ।
ସୋର,୨୬।୩(ଏସଏସନିଉଜ)ବାହାଘର ୮ଦିନ ପୂରିନି ନବବଧୂର ଝୁଲନ୍ତାମୃତଦେହ ଉଦ୍ଧାର ହୋଇଛି।ସୋରଥାନା ଗୋପିନାଥପୁର ପଞ୍ଚାୟତ ହାତୀଗଡ଼ ଗାଁରେ ଅଘଟଣ ଘଟିଛି।ଘରଆଗରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ହୋଇପାରିନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି।
ଭୁବନେଶ୍ୱର,୨୬।୩(ଏସଏସନିଉଜ)ସୁରଙ୍କ ସାନପୁଅ ମନ୍ମଥ ରାଉତରାୟ BJD ଯିବା ଚର୍ଚ୍ଚା ଭିତରେ ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିସାନପୁଅ ମୋର ଅବୁଝା, BJD ଯିବାକୁ ବ୍ୟାକୁଳ ହେଉଛି ।ବିଜେଡି ଆଡ଼େ ସେ ଆକର୍ଷିତ ହେଇଯାଇଛି।ନବୀନ ପଟ୍ଟନାୟକଙ୍କ ଦ୍ଵାରା ସାନପୁଅ ପ୍ରଭାବିତ ହୋଇଛି।ଚେଷ୍ଟା ଚଲାଇଛି ପୁଅକୁ ବୁଝେଇବା ପାଇଁ।ଆଣ୍ଠେଇ ଗଲିଣି ତାକୁ କଂଗ୍ରେସରୁ ଲଢ଼େଇବା ପାଇଁ।ପୁଅ ସାବାଳକ, ଜବରଦସ୍ତି କରିପାରିବିନି କେବଳ ବୁଝାଉଛି।ମୋ ପାଇଁ କଂଗ୍ରେସ ଦଳ ମନ୍ଦିର, ହାତଚିହ୍ନ ଭଗବାନ।ପୁଅ BJDରୁ ଛିଡ଼ା ହେଲେ ମୁଁ ପ୍ରଚାର କରିବିନି।ଜଟଣୀରେ […]
ବାରଙ୍ଗ,୨୪।୩ (ଏସଏସନିଉଜ) ନନ୍ଦନକାନନରେ ମା ହୋଇଛି ସିଂହୀରେୱା ।ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷଙ୍କ ନଜରବନ୍ଦୀରେ ରହିଥିବା ଜଣାପଡିଛି ।ସେପଟେ କର୍ତ୍ତୃପକ୍ଷ ସିଂହୀ ରେୱା ଓ ଶାବକକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାହିଁକି ନା ,ସିଂହୀ ରେୱା ପ୍ରଥମଥର ମାତୃତ୍ଵଲାଭ କରି ଛୁଆକୁ ଆପଣେଇନାହିଁ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛାଡିଥିବା ସୂଚନା ମିଳିଛି । ପ୍ରକାଶ ଯେ, ୬ ବର୍ଷ […]