Browsing monthly archive

April 2024

ବିଦ୍ୟୁତ ତାର ନେଲା ଜୀବନ

କୋଣାର୍କ,୨।୪(ଏସଏସନିଉଜ)ରାସ୍ତାରେ ଝୁଲିଥିବା ବିଦ୍ୟୁତତାର ନେଲା ଜୀବନ।ବିଦ୍ୟୁତତାର ଲାଗି ଚନ୍ଦ୍ରଭାଗା ବ୍ୟବସାୟୀସଂଘ ସଭାପତିଙ୍କ ମୃତ୍ୟୁ ହୋଇଛି ।କୋଣାର୍କ- ଚନ୍ଦ୍ରଭାଗାରାସ୍ତାର ହେଲିପ୍ୟାଡ୍‌ ନିକଟରେ ଏହିଅଘଟଣ ଘଟିଛି।ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବସହ ଉତ୍ତ୍ୟକ୍ତଲୋକମାନେ ରାସ୍ତାରୋକ କରିଛନ୍ତି।ଅଜଣାଗାଡ଼ି ଧକ୍କାରେ ଖୁଣ୍ଟଭାଙ୍ଗି ରାସ୍ତାରେ ତାର ଝୁଲି ରହିଥିଲା।

ଟ୍ରକ୍‌କୁ ପିଟିଲା ସ୍କର୍ପିଓ-୨ ମୃତ

ଭଦ୍ରକ,୨।୩(ଏସଏସନିଉଜ) ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟିଦେଲା ସ୍କର୍ପିଓ।ଯାହାଫଳରେ ୨ଜଣଙ୍କର ମୃତୁ ହୋଇଛି ।ସ୍କର୍ପିଓ ଡ୍ରାଇଭର ସହ ଜଣେ ମହିଳାଙ୍କ ମୃତୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।ଏନଏଚ୍‌ ୧୬ ନଳାଙ୍ଗ ସାଇ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସ୍କର୍ପିଓଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସେହିପରି ଅଟୋ ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ୫ଜଣଙ୍କର ଜୀବନ ଯାଇଛି। ମଧ୍ୟପ୍ରଦେଶର ଚିତ୍ରକୋଟ ଅଞ୍ଚଳରେ ଏହିଭଳିମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା […]

ମେଣ୍ଢାଶାଳରେ ପଂଚୁଦୋଳ ମେଳଣ ଉଦଯାପିତ

ମେଣ୍ଢାଶାଳ,୧ା୪(ଏସଏସନିଉଜ)ପ୍ରତ୍ୟକବର୍ଷଭଳି ଚଲିତବର୍ଷ ମେଣ୍ଢାଶାଳଗ୍ରାମର ଚନ୍ଦ୍ରଶେଖରଦେବଙ୍କ ପଂଚୁଦୋଳମେଳନ ସୋମବାରଦିନ ଉଦଯାପିତହୋଇଯାଇଛି ।ଶନିବାରଦିନ ମେଳଣ ଓ ଜମାଣଯାତ୍ରା ଅନୁଷ୍ଠିତହୋଇଥିଲା ।ଗିରିଙ୍ଗାପୁଟ ଓ ଦେଉଳିଆପାଟଣା ଗ୍ରାମର ରାଧାକୃଷ୍ନଦେବ ,ଜାଗସରାପାଟଣାର ଚ୍ୟୈତନ୍ୟଦେବ,ଗଙ୍ଗାପଡା ଓ ଛତାବାରଗ୍ରାମର ଚନ୍ଦ୍ରଶେଖରଦେବ ଓ ଗୋପିନାଥଦେବ,ମେଣ୍ଢାଶାଳର ରଘୁନାଥଦେବ,ଶ୍ୟାମପୁରର ରାଧାକୃଷ୍ନଦେବ,ପାଇକେରାପୁରର ଭଗବତବାସୁଦେବ,ଘଙ୍ଗାପାଟଣାର ଗୋପାଳଜିଉ,କଂଟାବାଡର ରାଧାକୃଷ୍ନଦେବ,କାଟେଣିର ଶୀବାସୁଦେବ.ତମାଣ୍ଡୋର ଚନ୍ଦ୍ରଶେଖରଦେବ ଓ ମେଣ୍ଢାଶାର ଦଧିବାବନଦେବ ସୁସଜ୍ଜିତ ଦୋଳବିମାନରେ ବାଜାବାଣ ଓ ବିରାଟପଟୁଆରରେ ମେଳଣ ପଡିଆରେ ପହଁଚିଥିଲେ ।ଚଳିବର୍ଷ ମଧୁପୁର ଗ୍ରାମର ନାଗେଶ୍ୱେର ଦେବ ପଟୁଆରରେ ଆସି ଭଗବତ ବାସୁଦେବଙ୍କ ମନ୍ଦିରଠାରେ ପହଂଚି ମେଳଣ ପଡିଆକୁ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨ତାରିଖ ମଙ୍ଗଳବାର।ମା’ ତାରାତାରିଣୀ ଯାତ୍ରା ୨ୟ ପାଳି ।ବିବିଧ- ନିଶାନ୍ତ ଘ୫/୧୬ମିପରେ ଶରଣ ପଞ୍ଚକ ଆରମ୍ଭ, ତୃଣକାଷ୍ଠ ଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ- ଘ୫/୪୩/୧୪ ,ସୂର୍ଯ୍ୟାସ୍ତ- ଘ୫/୫୭/୪୪ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଭୌମବାସତିଥି- ଅଷ୍ଟମୀ ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ। ରାତ୍ରି ଘ୮/୧୩ମି ପରେ ପୂର୍ବ ଦିଗରେ।ମଙ୍ଗଳବାର, ଅଗନ୍ତବ୍ୟପରେ ରିକ୍ତାତିଥିଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଏବଂ ନିଶାନ୍ତ ଘ୫/୧୬ମି ପରେ ସିଂହ ରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ […]