Browsing monthly archive

April 2024

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୫ ତାରିଖ ଶୁକ୍ରବାର।ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ପାପମୋଚନୀ ଏକାଦଶୀ।ସୁର୍ଯ୍ୟୋଦୟ- ଘ୫/ ୪୦/୩୯,ସୂର୍ଯ୍ୟାସ୍ତ- ଘ୫/୫୮ /୩୩,ଚୈତ୍ରମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି-ଏକାଦଶୀ ଦିବାଘ୧/୪୩ମିପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ଦିବା ଘ୧/୪୩ମି ପରେ ନୈର୍ଋତକୋଣରେ। ଅଗନ୍ତବ୍ୟତିଥି, ଶନିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ଦିବା ଘ୭/୫୬ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏବଂ ଦ୍ଵାଦଶୀରେ ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଦିବା ଘ୧/୪୩ମିପରେ ପୋଇଶାଗ ଭକ୍ଷଣନିଷେଧ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୪୧ମି […]

ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇ‌‌‌ଞ୍ଜେକସନ୍

ଭଦ୍ରକ,୪ା୪(ଏସଏସନିଉଜ)ଭଣ୍ଡାରୀପୋଖରୀ ମେଡ଼ିକାଲରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଥଣ୍ଡାଜ୍ବରରେ ଆକ୍ରାନ୍ତହୋଇଥିବା ଜଣେ ରୋଗୀଙ୍କୁ ନର୍ସ କୁକୁରକାମୁଡ଼ା ଇଞ୍ଜେକସନ୍ ଦେଇଥିବାର ଜଣାପଡିବାପରେ ଉତେଜନା ଦେଖାଦେଇଥିଲା । ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ଦକ୍ଷିଣବାଡ଼ ଗାଁର ୫୬ ବର୍ଷୀୟ ବିଜୟ ବିଶ୍ବାଳ ଥଣ୍ଡାଜ୍ବରରେ ପୀଡ଼ିତହୋଇ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ନେବାସହ ସହ ଅନ୍ୟାନ୍ୟ ଔଷଧ ମଧ୍ୟ ଲେଖିଥିଲେ।ତେବେ ନର୍ସଜଣଙ୍କ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ଦଳରେ ତାଙ୍କୁ କୁକୁରକାମୁଡା ଇଞ୍ଜେକ୍ସନ […]

ସ୍କୁଲରେ ପାଣିପିଇବାକୁ ବାଜିବ ଘଣ୍ଟି…

ଭୁବନେଶ୍ବର,୪ା୪(ଏସଏସନିଉଜ)ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳବିରତିଘଣ୍ଟି। ଜଳବିରତିଘଣ୍ଟି ବାଜିଲେ କ୍ଲାସରେଥିବା ପିଲା ପାଣିପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶଦେବେ […]

ବନ୍ଧୁକ ମୂନରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍

ଡେଲାଙ୍ଗ ,୪ା୪(ଏସଏସନିଉଜ) ଡେଲାଙ୍ଗଥାନା ନିକଟରୁ ବନ୍ଧୁକମୂନରେ ଜଣେ ସୁନାବ୍ୟବସାୟୀଙ୍କଠାରୁ ୨୭୦ ଗ୍ରାମ୍ ସୁନା, ୬କେଜିରୁପା ଲୁଟ୍ ହୋଇଛି। ପ୍ରଶାନ୍ତମହାପାତ୍ର ନାମକ ସୁନାବ୍ୟବସାୟୀ ଦୋକାନ ବନ୍ଦକରି ଏକ ବ୍ୟାଗରେ ସୁନାରୂପା ଅଳଙ୍କାର ଧରିଘରକୁ ଯିବାବେଳେ ୪ଜଣ ଅଜଣାଯୁବକ ବନ୍ଧୁକ ଦେଖାଇ ଅଳଙ୍କାରବ୍ୟାଗ ଛଡାଇ ଫେରାର ହୋଇଯାଇଥିଲେ ।ଲୁଟ ସୁନାଅଳଙ୍କାରର ମୁଲ୍ୟ ଅନୁମାନିକ ମୂଲ୍ୟ ୨୩ ଲକ୍ଷଟଙ୍କା ହେବ ବୋଲି ଦୋକାନୀ କହିଛନ୍ତି ।  

ପ୍ରେମିକଙ୍କୁ ପାଖରେ ରଖିବାକୁ ସ୍ବାମୀ ରାଜି ନହେବାରୁ

ଭୁବନେଶ୍ବର ,୪ା୪(ଏସଏସନିଉଜ) ଜ‌ଣେ ବିବାହିତ ମହିଳା ପ୍ରେମିକାକୁ ପାଖରେ ରଖିବାକୁ ସ୍ବାମୀ ନିକଟରେ ଜିଦ କରିଥିଲେ। ଏହି ପ୍ରସ୍ଥାବରେ ସ୍ବାମୀରାମ ଗୋବିନ୍ଦ ରାଜି ନହେବାରୁ ଆରମ୍ଭ ହୋଇଥିଲା ସ୍ୱାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ।ରାଗିଯାଇ ମହିଳାଜଣଙ୍କ ବିଦ୍ୟୁଦ ଖୁଣ୍ଟ ଉପରେ ଚଢ଼ି ଯାଇ ହାଏଭୋଲଟେଜ ଡ୍ରାମା ଆରମ୍ଭ କରିଥିଲେ । ମହିଳାଜଣଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବାସହ ମହିଳାଙ୍କୁ ବୁଝସୁଜାକରିବାପରେ ସେ ଓହ୍ଲାଇଥିଲେ ।ଏହି ଘଟଣା ବୁଧବାର ଦ୍ବିପହର ସମୟରେ ଉତ୍ତରପ୍ରଦେଶର ଗୋରଖପୁରର […]

ଆଜିରରାଶିଫଳ

୨୦୨୪ମସିହା ଅପ୍ରେଲମାସ ୪ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୪୧/୩୨ ,ସୂର୍ଯ୍ୟାସ୍ତ- ଘ୫/୫୮/୧୬ ,ଚୈତ୍ରମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଦଶମୀ ଦିବାଘ୪/୨୭ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ।ଦିବା ଘ୪/୨୭ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ଦିବାଘ୪/୨୭ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-  କଳମଶାଗ ଦିବା ଘ୪/୨୭ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୨/୫୨ମି ରୁ ସୂର୍ଯ୍ୟାସ୍ତ ଘ୫/୫୮ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି- ଘ୧୧/୪୭ମି ରୁ ଘ୧/୧୪ମି […]

ବିଜେଡିର ଦ୍ୱିତୀୟପର୍ଯ୍ୟାୟ ପାର୍ଥିତାଲିକା

ଭୁବନେଶ୍ୱର,୩।୪(ଏସଏସନିଉଜ)ବିଜେଡିର ଦ୍ୱିତୀୟପର୍ଯ୍ୟାୟ ପାର୍ଥିତାଲିକା ଘୋଷଣା ହୋଇଛି।ଜଣାନ୍ତୁ କିଏ କେଉଁଠାରୁ ଟିକେଟ ପାଇଲେ… ଆଠମଲ୍ଲିକ- ନଳିନୀ ପ୍ରଧାନ , ବୀରମହାରାଜପୁର- ପଦ୍ମନାଭ ବେହେରା ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା ତିର୍ତ୍ତୋଲ- ରମାକାନ୍ତ ଭୋଇ ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି ଭୁବନେଶ୍ୱରଉତ୍ତର- ସୁଶାନ୍ତ ରାଉତ ଏକାମ୍ର- ଅଶୋକ ପଣ୍ଡା ଖଲ୍ଲିକୋଟ-ସୂର୍ଯ୍ୟମଣି ବୈଦ୍ୟ ତଳସରା- ବିନୟ ଟପ୍ପୋ ସୁନ୍ଦରଗଡ଼- ଯୋଗେଶ ସିଂହ ବ୍ରଜରାଜନଗର-ଅଳକା ମହାନ୍ତି ଝାରସୁଗୁଡ଼ା-ଦୀପାଳି ଦାସ ରାଜଗାଙ୍ଗପୁର-ଅନୀଲ ବାର୍ଲା ବଡ଼ସାହି- ଅନସୂୟା ପାତ୍ର ଯଶୀପୁର- […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୩ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୫/୪୨/୨୩ ,ସୂର୍ଯ୍ୟାସ୍ତ- ଘ୫/୫୮/୧ ,ଚୈତ୍ର ମାସ ,କୃଷ୍ଣ ପକ୍ଷ ,ପଣ୍ଡିତ ବାସତିଥି- ନବମୀ ସନ୍ଧ୍ୟା ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଉତ୍ତରାଷାଢା ନକ୍ଷତ୍ର ରାତ୍ରି ଘ୧୦/୩୨ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ସନ୍ଧ୍ୟା ଘ୬/୩୮ମି ପରେ ଉତ୍ତର ଦିଗରେ।ରିକ୍ତାତିଥି, ବିଷ୍ଟିକରଣ ଦୋଷ ହେତୁ ସନ୍ଧ୍ୟା ଘ୬/୩୮ମି ପରେ ନିଶାନ୍ତ ଘ୫/୩୩ମିମଧ୍ୟେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ସିଂହ ରାଶିର ଘାତଚନ୍ଦ୍ର।ଘାତବାର–କର୍କଟ […]

ପ୍ରାର୍ଥୀ ଘୋଷଣାକଲା କଂଗ୍ରେସ

ଭୁବନେଶ୍ୱର,୨।୪(ଏସଏସନିଉଜ) ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରିଛି କଂଗ୍ରେସ ।୮ଲୋକସଭା ଓ ୪୯ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣାକରିଛି କଂଗ୍ରେସ ଆସନ୍ତୁ ଜାଣିବା…. ଲୋକସଭା ପ୍ରାର୍ଥୀ- ୧) ବରଗଡ଼-ସଞ୍ଜୟ ଭୋଇ ୨) ସୁନ୍ଦରଗଡ଼-ଜନାର୍ଦ୍ଧନ ଦେହୁରୀ ୩) ବଲାଙ୍ଗିର- ମନୋଜ ମିଶ୍ର ୪) କଳାହାଣ୍ଡି-ଦ୍ରୌପଦୀ ମାଝୀ ୫) ନବରଙ୍ଗପୁର-ଭୁଜବଳ ମାଝୀ ୬) କନ୍ଧମାଳ-ଅମିର ଚାନ୍ଦ ନାୟକ ୭) ବ୍ରହ୍ମପୁର-ରଶ୍ମିରଞ୍ଜନ ପଟ୍ଟନାୟକ ୮) କୋରାପୁଟ-ସପ୍ତଗିରି ଉଲ୍ଲାକା ବିଧାନସଭା ପ୍ରାର୍ଥୀ- ୧) ନୂଆପଡ଼ା-ଶରତ ପଟ୍ଟନାୟକ ୨) ପଦ୍ମପୁର-ଟଙ୍କଧର ସାହୁ ୩) […]

ବିଜେପି ଘୋଷଣା କଲା ୧୧୨ବିଧାନସଭା ପ୍ରାର୍ଥୀତାଲିକା

ବିଜେପି ଆଜି ଘୋଷଣା କରିଛି ୧୧୨ଟି ବିଧାନସଭା ପ୍ରାର୍ଥୀତାଲିକା।ବଳକା ୩୫ ଆସନରେ ବିଜେପିପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡିଛାଡି ବିଜେପିରେ ଯୋଗଦେଇଥିବା ଅନେକନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । 1. ପଦ୍ମପୁର- ଗୋବର୍ଦ୍ଧନ ଭୋୟ 2. ବିଜେପୁର-ସନତ କୁମାର ଗର୍ତିଆ 3. ବରଗଡ-ଅଶ୍ବିନୀ କୁମାର ଷଡଙ୍ଗୀ 4. ଅତାବିରା-ନିହାର ରଞ୍ଜନ ମହାନନ୍ଦା 5. ଭଟ୍ଲି -ଇରାଶିଷ ଆଚାର୍ଯ୍ୟ 6. ବ୍ରଜରାଜନଗର-ସୁରେଶ ପୂଜାରୀ 7. ଝାରସୁଗୁଡା- ଟଙ୍କଧର ତ୍ରିପାଠୀ 8. ତଲସରା-ଭବାନୀ ଶଙ୍କର ଭୋଇ 9. ସୁନ୍ଦରଗଡ-କୁସୁମ ଟେଟେ 10.ବୀରମିତ୍ରପୁର-ଶଙ୍କର […]