Browsing monthly archive

April 2024

ଆଜିର ରାଶିଫଳ

ମଇମାସ ୦୧ତାରିଖ ୨୦୨୪ ମସିହା(ବୁଧବାର) ବୈଶାଖମାସ- କୃଷ୍ଣପକ୍ଷ,ତିଥି-ସପ୍ତମୀ ପ୍ରାତଃ ଘ୦୫ /୩୪ଗତେ ଅଷ୍ଟମୀ,ନକ୍ଷତ୍ର- ଶ୍ରବଣା ରାତ୍ରି ଘ୦୩/୫୭ ଗତେ ଧନୀଷ୍ଟା,ସୌରମାସ-ମେଷ ୧୮ଦିନ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୪, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/ ୦୭,ଯୋଗିନୀ ବାୟବ୍ୟେ ପ୍ରାତଃ ଘ୦୫/୫୪ଗତେ ଐଶାନ୍ୟେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଦ୍ୟ ମୃତେ ପ୍ରାତଃଘ୦୫/୫୪ ମଧ୍ୟେ ଏକ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୨୫ଗତେ ଘ୧୦/୦୦ ମଧ୍ୟେ,ବାରବେଳା -ଦିବା ଘ୧୧/୪୧ ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ମଧ୍ୟେ ଓ ରାତ୍ରି ଘ୦୬/୫୫ ଗତେ ଘ୦୯ /୨୦ ମଧ୍ୟେ,ବିଶୁଦ୍ଧ […]

ନନ୍ଦନକାନନରେ ବୁଲିଲା ଖଣ୍ଡା

ବାରଙ୍ଗ,୨୯ା୪(ଏସଏସନିଉଜ)ସୋମବାରଦିନ ଅପରାହ୍ନରେ ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ  କାର୍ଯ୍ୟାଳୟରେ ଜଣେ ଯୁବକ ଉପ୍ତାତ କରି କମ୍ପୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବାସହ ୨ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିବାର ସୁଚନା ମିଳିଛି ।ସ୍ଥାନୀୟଗ୍ରାମର ଏହି ଯୁବକଜଣଙ୍କ ମାରାଣାସ୍ତ ହାତରେ ଧରି ଦୀର୍ଘ ଅଧଘଂଟାକାଳ କାର୍ଯ୍ୟାଳୟରେ ଉପ୍ତାତ କରିଛି ।ଯୁବକ ଜଣଙ୍କ କାହିଁକି ଏପରିକରିଛନ୍ତି ତାହା ସ୍ପଷ୍ଟ ହୋଇନଥିବାବେଳେ ଯୁବକ ଜଣଙ୍କର ଉପ୍ତାତ ଯୋଗୁ ଅଧଘଂଟାପାଇଁ କାର୍ଯ୍ୟାଳୟରେ କୋକୁଆଭୟ ସୃଷ୍ଟିହୋଇଯାଇଥିଲା ।ଯୁବକ ଜଣଙ୍କ ଅପରାହ୍ନା ୪ଟାସୁଦ୍ଦା ହଠାତ ଖଣ୍ଡାଧରି […]

ଆଜିର ରାଶିଫଳ

ଅପ୍ରେଲମାସ ୩୦ତାରିଖ ୨୦୨୪ ମସିହା(ମଙ୍ଗଳବାର)ବୈଶାଖମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୭/୧୧ ଗତେ ସପ୍ତମି, ନକ୍ଷତ୍ର- ପୁର୍ବା ଷାଢ଼ା ପ୍ରାତଃ ଘ୦୫/୨୪ଗତେ ଉତ୍ତରାଷାଢ଼ାସୁର‌୍ୟୋଦୟ-ପ୍ରାତଃ ଘ୦୫/୨୩/୫୪ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୪୭ ,ଯୋଗିନୀ ପଶ୍ଚିମେ ଦିବା ଘ୦୭/୧୧ ଗତେ ବାୟବ୍ୟେ ,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସିଂହ ରାଶିର ଘାତଚନ୍ଦ୍ର ,ମକର ରାଶି ର ଘାତବାର ,ଅଦ୍ୟ ମୃତେ ଏକ ପାଦ ଓ ପ୍ରାତଃ ଘ୦୫/୨୪ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୨ ମଧ୍ୟେ […]

ବିଜେଡ଼ିରେ ଯୋଗଦେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ୱର,୧୭।୪(ଏସଏସନିଉଜ)ଶନିବାର ଦିନ କଂଗ୍ରେସନେତା ପ୍ରତାପଚନ୍ଦ୍ରରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତରବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭାସାଂସଦ ଡକ୍ଟର ସସ୍ମିତପାତ୍ର ଓ ବରିଷ୍ଠ ମୁରବି ଅନ୍ତର୍ଯ୍ୟାମୀ କୁଅଁରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ୍ ହେବାପରେ ପ୍ରତାପଚନ୍ଦ୍ରରାଉତଙ୍କୁ ବିଧାୟକ ସୁଶାନ୍ତ ରାଉତ ଉପଢୌକନଦେଇ ଦଳକୁ ସ୍ୱାଗତ କରିଥିଲେ।ପ୍ରତାପଚନ୍ଦ୍ରରାଉତ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ପରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଆହୁରି ମଜଭୂତ ହେବ ଡକ୍ଟର ସସ୍ମିତପାତ୍ର କହିଥିଲେ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୮ ତାରିଖ ରବିବାର।ମଧୁବାବୁ ଜୟନ୍ତୀ, ସତୀ ଅନୁସୂୟା ଜୟନ୍ତୀ।ସୁର୍ଯ୍ୟୋଦୟ- ଘ୫/୨୩/୧୬,ସୂର୍ଯ୍ୟାସ୍ତ- ଘ୬/୫/୧୦,ବୈଶାଖମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଚତୁର୍ଥୀ ଦିବା ଘ୮/୨୦ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୮/୨୦ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି ଦୋଷ ହେତୁ ଦିବା ଘ୮/୨୦ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ମୂଳା ଏବଂ ଦିବା […]

ଆଜିର ରାଶିଫଳ

ଅପ୍ରେଲମାସ ୨୭ତାରିଖ ୨୦୨୪ମସିହା(ଶନିବାର) ବୈଶାଖମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୮/୧୧ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୭, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୧୧ ଗତେ ନୈରୁତେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ, କାଳବେଳା -ଦିବା ଘ୦୬/୫୬ ମଧ୍ୟେ ଓ ଘ୦୪/ ୩୨ଗତେ ଘ୦୬/୦୫ ମଧ୍ୟେ,ବାରବେଳା – ଦିବା ଘ୦୧/୨୩ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୨୨ ଗତେ ଘ୧୨/୩୪ ମଧ୍ୟେ ଓ ରାତ୍ରି […]

କାଉନସିଲରଙ୍କ ଘର ଆଗରେ ଗୁଳିକାଣ୍ଡ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଖଲ୍ଲିକୋଟରେ ବ୍ଳାଙ୍କଫାୟାରିଂ ତୋଟାଗାଁଛକ ଓ ଫାସୁଳାଗାଁ ପାଖରେ ଗୁଳିଚାଳନା ହୋଇଛି।ଖଲ୍ଲିକୋଟ ୧୧ନମ୍ବରୱାର୍ଡ କାଉନସିଲରଙ୍କ ସାନଭାଇକୁ ମାଡ଼ ସହ ବ୍ଲାଙ୍କ ଫାୟାରି କରାଯାଇଛି।କାଉନସିଲରଙ୍କ ଘର ଏବଂ ଦୋକାନଆଗରେ ଫୁଟିଲା ଗୁଳି । କାରରେ ଆସିଲେ କାଉନସିଲରଙ୍କଭାଇକୁ ପିଟିଲେ ଗାଡ଼ି ଭାଙ୍ଗିଦେଇ ଫେରାରହୋଇଗଲେ ୩ରୁ ୪ ଜଣ ଯୁବକ।କାଉନସିଲର ନାରାୟଣ ବାରିକଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ୪ଜଣ ଦୁର୍ବୃତ୍ତ।ଘଟଣାପରେ ଖଲ୍ଲିକୋଟଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଜଳିଗଲା ବସ୍

ଢେଙ୍କାନାଳ,୨୬।୪(ଏସଏସନିଉଜ) ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଯାଇଛନ୍ତି ଯାତ୍ରୀ। ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ଜଳିଗଲା ବସ୍।ବସ୍‌ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ ଘଟିଛି।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦମକଳ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଉଛି।

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ

ବାରିପଦା,୨୬।୪(ଏସଏସନିଉଜ) ଜଙ୍ଗଲରୁ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ସଦରଥାନା ଶିକାରଘାଟିଗାଁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଆଜିର ରାଶିଫଳ

ଅପ୍ରେଲମାସ ୨୬ତାରିଖ ୨୦୨୪ମସିହା (ଶୁକ୍ର ବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୭/୩୮ ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୧୭, ଯୋଗିନୀ ଉତ୍ତରେ ଦିବା ଘ୦୭/୩୮ଗତେ ଅଗ୍ନିକୋଣେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୦୭/୩୮ ମଧେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା -ଦିବା ଘ୦୮/ ୩୨ଗତେ ଘ୧୧/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୦୭/୪୬ ଗତେ ଘ୦୮ /୩୧ ମଧ୍ୟେ ଓ ଘ୧୨/୪୩ ଗତେ […]