Browsing monthly archive

April 2024

୩ନେତାଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ‘ଜେଡ୍’ ସ୍କେଲ୍ ସୁରକ୍ଷା ମିଳିବ।ଏହାସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ଓପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଣ୍ଟାବାଞ୍ଜି ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କୁ ‘ୱାଇ’ ସ୍କେଲ ସୁରକ୍ଷା ଯୋଗାଇ ଦିଆଯିବ। ମତଦାନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ବିଭାଗ ପକ୍ଷରୁ ଏହି ପଦ‌କ୍ଷେପ ଗ୍ରହଣ କରାଯାଇଛି।ଏକ ସମୀକ୍ଷା ବୈଠକ ପରେ […]

ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା […]

ଆଜିର ରାଶିଫଳ

୨୦୨୪ ମସିହା ଅପ୍ରେଲମାସ ୨୫ତାରିଖ ଗୁରୁବାର।ସୁର୍ଯ୍ୟୋଦୟ- ଘ୫/୨୫/୧୬ ,ସୂର୍ଯ୍ୟାସ୍ତ- ଘ୬/୪/୧୦ ,ବୈଶାଖମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ପ୍ରତାପଦ୍ ପ୍ରାତଃ ଘ୬/୪୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ଘ୬/୪୦ମିପରେ ଉତ୍ତରଦିଗରେ। ମଳତିଥି,ବ୍ୟତିପାତଯୋଗ ଓ ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଏବଂ ଦିବା ଘ୬/୪୦ମିପରେ ବୋଇତାଳୁଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବା ଘ୨/୫୬ମି ରୁ ଘ୬/୪ମି ପର୍ଯ୍ୟନ୍ତ।କାଳରାତ୍ରି- […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୪ତାରିଖ ବୁଧବାର।ଶ୍ରୀ ମନ୍ଦିରେ ସେତୁବନ୍ଧ ପ୍ରସ୍ତାବ, ବୈଶାଖବ୍ରତାରମ୍ଭ।ସୁର୍ଯ୍ୟୋଦୟ- ଘ୫/୨୫/୫୭ ,ସୂର୍ଯ୍ୟାସ୍ତ- ଘ୬/୩/୫୧ ,ବୈଶାଖମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପ୍ରତିପଦ୍ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ତିଥି ଓ ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୦ମି ରୁ ଘ୧୦/୬ମି ମଧ୍ୟେ।ବାରବେଳା ଦିବା ଘ୧୧/୪୩ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୦ମି ରୁ ଘ୩/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃ ରୁ ଦିବା […]

ଆଜିର ରାଶିଫଳ

ଅପ୍ରେଲମାସ ୨୩ତାରିଖ ୨୦୨୪ମସିହା (ମଙ୍ଗଳବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା,ନକ୍ଷତ୍ର-ଚିତ୍ରା ସନ୍ଧ୍ୟା ଘ୧୧/୦୯ଗତେ ସ୍ୱାତି,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୭/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୪/୩୦ଯୋଗିନୀ ବାୟବ୍ୟେ,ପୂର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତ ବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୧୦/୨୦ ଗତେ ଘ୦୨/୫୫ ମଧ୍ୟେ, ବାରବେଳା – ଦିବା ଘ୦୭/୦୧ ଗତେ ଘ୦୮/୩୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୬ ଗତେ ଘ୧୦/୧୩ ମଧ୍ୟେ ଓ ଘ୦୩/୦୦ ଗତେ ଘ୦୪/ ୩୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ଆମିଷ ଭକ୍ଷଣ ନିଷେଧ। ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭ ଦାୟକ ହେବ।ଆର୍ଥିକଲାଭ […]

ବିପୁଳ ପରିମାଣର ବିଦେଶୀମଦ ଜବତ

ଭୁବନେଶ୍ୱର,୨୨ା୪(ଏସଏସନିଉଜ)ଖଣ୍ଡଗିରିଥାନା ପୁଲିସ ବେଆଇନ ବିଦେଶୀମଦ ବିକ୍ରୟ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ଇଛାପୁରମ ଗ୍ରାମର ରାଜୁସେଠୀନାମକ ଯୁବକକୁ ଗିରଫକରି ସୋମବାରଦିନ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟଯେ, ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ନିମ୍ନୋକ୍ତ ରାଜୁସେଠୀ ଏକ କାରରେ ବେଆଇନ ଭାବେ ବିଦେଶୀମଦ ନେଇ ବରମୁଣ୍ଡା ରୁ ଖଣ୍ଡଗିରି ଅଭିମୁଖେ ଯାଉଥିବା ନେଇ, ବିଶ୍ଵସ୍ତସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ସୂଚନାଆଧାରରେ ପେଟ୍ରୋଲିଙ୍ଗଟିମ ତ୍ରିନାଥମନ୍ଦିରଛକ ନିକଟରେ […]

ଚନ୍ଦକା ଅଭୟାରଣ୍ୟରେ ଲାଗିଲା ନିଆଁ

ମେଣ୍ଢାଶାଳ,୨୨ା୪(ଏସଏସନିଉଜ)ଚନ୍ଦକା ଅଭୟାରଣ୍ୟର ଗୋଡିବାରୀ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିବାର ସୁଚନା ମିଳିଛି ।ସୋମବାର ଦିନ ପ୍ରାୟ ୩ଟାରୁ ୪ଟାଭିତରେ ନିଆଁଲାଗିଥିବାର ଜଣାଯାଇଛି ।ନିଆଁ ଲାଗିବାକ୍ଷଣି ବନ୍ୟପ୍ରାଣିବିଭାଗର ଫାୟାରସ୍ୱାର୍ଡ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଆଣିପାରିନାହାନ୍ତି ।ଯାହାଫଳରେ ଖବରପାଇ ଅଗ୍ନିଶମବାହିନିର ଦୁଇଟି ଦମକଳଆସି ନିଆଁଲିଭାଇବାକୁ ଚେଷ୍ଟାକରିଛନ୍ତି ।ଅଗ୍ନିଶମବାହିନୀଦ୍ୱାରା ଅଦ୍ୟାବଧି ନିଆଁକୁ ପୁର୍ଣରୁପରେ ଆୟତକୁ ଅଣାଯାଇପାରିନଥିବାର ଜଣାପଡିଛି ।ନିଆଁର ପ୍ରଚଣ୍ଡ ଉତାପରେ ବିଭିର୍ଣପ୍ରକାରର ଗଛ ଜଳିପୋଡି ନଷ୍ଟହୋଇଯାଇଛି । ଜଙ୍ଗଲବିଭାଗ ପକ୍ଷରୁ ଦେଢଏକର ପରିମିତ ଜଙ୍ଗଲରେ ନିଆଁ ଲାଗିଥିବାର […]

୨୦ଗ୍ରାମ ବ୍ରାଉନସୁଗାର ଜବତ

ବାରଙ୍ଗ,୨୨ା୪(ଏସଏସନିଉଜ)ବଟାନିକାଲ ଗାର୍ଡେନଛକ ପାଖରେ ସୋମବାର ଚଢ଼ାଉକରି ବେଆଇନ ଭାବେ ବ୍ରାଉନ ସୁଗାର ବିକ୍ରିକରୁଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଦଳେଇପୁଟଗାଁର ପ୍ରଭାତ କୁମାର ସମନ୍ତସିଂହାର। ବିଶ୍ଵସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଥାନାର ଏକ ଟିମ ବଟାନିକାଲ ଗାର୍ଡେନ ଛକ ନିକଟରେ ଅତର୍କିତ ଚଢଉ କରିଥିଲେ।ଏହିସମୟରେ ବେଆଇନଭାବେ ବ୍ରାଉନ ସୁଗାର ବିକ୍ରି କରୁଥିବା ଅଭିଯୋଗରେ ପ୍ରଭାତକୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲେ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୨ତାରିଖ ସୋମବାର।ଶ୍ରୀବିଷ୍ଣୁ ଦମନକ ଓ ଶିବଦମନକ ଯାତ୍ରା, ଦୟଣାବେଢ଼ା,ମାୟାମୃଗ ପ୍ରସ୍ତାବ, ସୀତାଚୋରୀ, ହିଙ୍ଗୁଳା ଯାତ୍ରା,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢାପରିକ୍ରମା।ସୁର୍ଯ୍ୟୋଦୟ- ଘ୫/୨୭/୨୦ ,ସୂର୍ଯ୍ୟାସ୍ତ- ଘ୬/୩/୧୪ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୩/୨୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୩/୨୧ମିପରେ ବାୟବ୍ୟକୋଣରେ। ରିକ୍ତାତିଥି ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର-ବୃଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୬/୪୯ମି […]

ଏପ୍ରିଲ୍ ୨୫ରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର,୨୧ା୪(ଏସଏସନିଉଜ) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଏପ୍ରିଲ୍ ୨୫ ତାରିଖରେ ଓଡ଼ିଶା ଆସି ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରି ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବେ ଓ ଏହାସହ ବିଜୟ ମନ୍ତ୍ର ଦେବେ।