Browsing daily archive

September 29, 2025

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୩୦ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ଅଷ୍ଟମୀ ସନ୍ଧ୍ୟା ଘ୦୬/୧୦ ଗତେ ନବମୀ ,ନକ୍ଷତ୍ର- ମୂଳା ଦିବା ଘ୦୭/୦୮ ଗତେ ପୂର୍ବା ଷାଢ଼ା ,ଅଦ୍ୟ ପୀଠେ ମହାନବମୀ ଓ ମୃଣ୍ମୟୀ ଦେବୀଙ୍କ ଅଷ୍ଟମୀ ଓ ସନ୍ଧିପୂଜା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୩୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/୩୨ ,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୬/୧୦ ଗତେ ପୂର୍ବେ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର , ମକରରାଶିର ଘାତବାର ,ଅଷ୍ଟମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୧/୦୪ଗତେ ଘ […]

ରାସ୍ତା ତାଡ଼ିଦେଲେ ଦୃର୍ବୁତ୍ତ

କଟକ, ୨୮।୯ (ଏସଏସନିଉଜ)ବର୍ଷାପାଣି ନିଷ୍କାସନ ହୋଇପରିବାରୁ ବାରଙ୍ଗ ଅଂଚଳର ମୁଖ୍ୟରାସ୍ତାଗୁଡ଼ିକ ଅତି ଶୋଚନୀୟ ହୋଇ ଖାଲଖମାରେ ପରିଣତ ହୋଇଛି।ଏହା ଭିତରେ ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ରାସ୍ତାରୁ ପାଣିଯିବାର ବ୍ୟବସ୍ତା ମଧ୍ୟ ହୋଇପାରୁନି।ଯାହାଫଳରେ ସାଧାରଣ ଲୋକ ହିନସ୍ଥା ଭୋଗ କରୁଛନ୍ତି। ପ୍ରତ୍ୟେକଦିନ ଛୋଟବଡ ଦୃଘଟଣା ଘଟି ଧନଜୀବନ କ୍ଷତି ମଧ୍ୟ ହେଉଛି।ତ୍ରିଶୂଳିଆ-ବାରଙ୍ଗ ଏବଂ ତ୍ରିଶୂଳିଆ-ବାଙ୍କୀ ରାସ୍ତାରେ ଏଭଳି ଘଟଣାମାନ ଘଟୁଥିବାର ଦେଖିବାକୁ ମିଳିଛି।ଏହାଭିତରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ମୈଜା ଅଂଚଳରେ ଏକ ଘରୋଇ ଆପାର୍ଟମେଣ୍ଟ […]

ସାବଧାନ!

ବାରଙ୍ଗ,୨୮।୯(ଏସଏସନିଉଜ) ରବିବାର ସକାଳେଦାଢାପାଟଣା ଗ୍ରାମରେ ପାତିମାଙ୍କଡ କାମୁଡାରେ ଦୁଇଜଣ ଯୁବକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।ରବିବାର ସକାଳେ ଶିବପ୍ରସାଦ ସାହୁ ନାମକ ବ୍ୟକ୍ତି ଘରୁ ବାହାରି ତାଙ୍କ ଗ୍ରୋଷରୀ ଦୋକାନ ଖୋଲିବାକୁ ଯାଉଥିଲେ। ଏହିସମୟରେ ଦଳେ ମାଙ୍କଡ ଆସି ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ ।ଏହି ଘଟଣା ଦେଖି ଦୂରରେ ଥିବା ବିମଳ ସାହୁ ନାମକ ବ୍ୟକ୍ତି ଶିବପ୍ରସାଦଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ।କିନ୍ତୁ ସିଏ ବି ମଧ୍ୟ ପାତୀମାଙ୍କଡମାନଙ୍କ ଆକ୍ରମଣର ଶିକାର ହୋଇଥିଲେ।କିଛି […]