ଆଜିର ରାଶିଫଳ
ଅକ୍ଟୋବରମାସ ୨୨ତାରିଖ୨୦୨୫ ମସିହା (ବୁଧବାର) କାର୍ତ୍ତିକମାସ- ଶୁକ୍ଳ,ତିଥି- ପ୍ରତିପଦ ସନ୍ଧ୍ୟା ଘ୦୭/୫୬ ଗତେ ଦ୍ଵିତୀୟା,ନକ୍ଷତ୍ର- ସ୍ଵାତୀ ରାତ୍ରି ଘ୦୨/୧୬ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୮/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୦୫,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୭/୫୭ ଗତେ ଉତ୍ତରେ,କର୍କଟ ରାଶିର ଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୪୦ ଗତେ ଘ ୧୦/୦୮ ମଧ୍ୟେ,ବାରବେଳା- ଦିବା ଘ୧୧/୩୪ ଗତେ ଘ ୦୧/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୪ମଧ୍ୟେ ଓ ଘ୦୭/ ୨୩ଗତେ ଘ୦୮/୧୧ମଧ୍ୟେ ଓ ଘ୧୦/୩୪ ଗତେ ଘ ୧୧/୩୩ ମଧ୍ୟେ,ବିଶୁଦ୍ଧ […]