ନାବାଳିକା ଦୁଷ୍କର୍ମ:-ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୧୦(ଏସଏସନିଉଜ)ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ଡିଜିପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ରେଡ୍‌ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ରହିଛି ।କ୍ରାଇମବ୍ରାଞ୍ଚ ସିଏଡବ୍ଲୁ ମୁଖ୍ୟ ଏସ୍ ସାଇନି ଘଟଣାକୁ ମନିଟର କରିବେ ।୪ ମହିଳା ଡିସିପି ଘଟଣାର ତଦନ୍ତରେ ସହଯୋଗ କରିବେ ।ଝାଡ଼ଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡ଼ିଶା ପୋଲିସ ବୋଲି ଜଣାପଡିଛି ।

Comments (0)
Add Comment