ଯୁବତୀଙ୍କୁ ଗଣଦୁଷ୍କର୍ମ
ଗଞ୍ଜାମ, ୧୭।୬(ଏସଏସନିଉଜ) ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗୋପାଳପୁର ଥାନା ପୁଲିସ ସମୁଦାୟ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ସମୁଦ୍ର କୂଳକୁ ଯାଇଥିବା ବେଳେ ୧୦ଜଣ ମଦ୍ୟପ ଯୁବକତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାକୁ ବିରୋଧ କରିବାରୁପୁରୁଷ ବନ୍ଧୁଙ୍କୁ ମାଡ ମାରିବା ସହ ବାନ୍ଧି ଦେବା ପରେ ଗଣଦୁଷ୍କର୍ମ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ଏକ ମାମଲା […]