Browsing daily archive

January 10, 2026

ରାଜ୍ୟସ୍ତରୀୟ ମରିଚିଆ କପ ଫୁଟବଲ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ମରିଚିଆ ଖେଳ ପଡ଼ିଆରେ ୟୁଥ ସ୍ପୋର୍ଟସ କ୍ଲବ ପକ୍ଷରୁ ଆୟୋଜିତ ୩୦ତମ ରାଜ୍ୟସ୍ତରୀୟ ମରିଚିଆ କପ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଶନିବାର ଥିଲା ଚତୁର୍ଥ ଦିବସ।ଏଥିରେ ସମସ୍ତ ବିଭାଗର ଲିଗ ମ୍ୟାଚ ଅନୁଷ୍ଟିତ ହୋଇଥିଲା।ଆଜି ଚତୁର୍ଥ ଦିବସର ଗ୍ରୁପ (ଡ଼ି)ର ପ୍ରଥମ ମ୍ୟାଚ ଗୋଠପୁର ସହିତ ଆମଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ଗୋଠପୁର ୩-୧ ଗୋଲରେ ବିଜୟଲାଭ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଗ୍ରୁପ(ଡ଼ି)ର ଅନ୍ତିମ ମ୍ୟାଚ ଭାବରେ ବେଲଗଛିଆ ସହିତ କୃଷକବନ୍ଧୁ କ୍ଲବ ତଣ୍ଡିକଣା ମଧ୍ୟରେ ଅନୁଷ୍ଠିତ […]

ଚୋରିକରି ବନ୍ଧାହେଲେ ଯୁବକ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ଚନ୍ଦକା ଥାନା ମେଣ୍ଢାଶାଳ ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ଭିତରେ ସଟରିଂ ପାଇପି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତଳେଶ୍ୱର୍ ଗ୍ରାମର ମିଟୁ ଗିରି (୨୬)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ , ଶନିବାର ଦିନ ଦୁଇପହରରେ କିଛି ଅସାମାଜିକ ବ୍ୟକ୍ତି ସଟରିଂ ପାଇପ୍ ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ଫାଣ୍ଡି ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ରେ ପ୍ରବେଶ କରିଥିଲେ । […]

ଦେଶୀ ମଦ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୧୦ା୧(ଏସଏସନିଉଜ) ଦାମୀ ଗାଡ଼ିରେ ଦେଶୀମଦ ଚୋରାଚାଲାଣ ହେଉଥିବାବେଳେ ମାଡ଼ି ବସିଲା ଚନ୍ଦକା ଥାନା ପୋଲିସ। ସେମାନଙ୍କଠାରୁ ଏକକାର ଜବତ ସହିତ ଏକ ମାରଣାସ୍ତ୍ର ଜବତ କରି ଦୁଇମହିଳାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଉକ୍ତଥାନା ଅଧୀନରେ ସିମିଳିପାଟଣା ଅଞ୍ଚଳର ମିତାଭୋଇ (୨୪) ଓ ମାନିଭୋଇ(୫୦) ବୋଲି ସୂଚନା ମିଳିଛି । ଏବଂ ଘଟଣା ସ୍ଥଳରୁ ଗାଡ଼ିକୁ ଛାଡି ଦୁଇଜଣବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି । ସୂଚନାଯୋଗ୍ୟଯେ , ଶନିବାରଦିନ ଚନ୍ଦକା ପୋଲିସ ଦିନ ୧୧ […]

ଆଜିର ରାଶିଫଳ

ଜାନୁଆରୀ ମାସ ୧୧ ତାରିଖ ୨୦୨୬ ମସିହା (ରବିବାର)ମାଘମାସ- କୃର୍ଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୦/୦୪ ଗେତେ ନବମୀ ,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୬/୪୫ ଗତେ ସ୍ୱାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୦୪ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୫/୨୧/୪୨ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୦/୦୪ ଗେତେ ପୂର୍ବେ ,ମେଷ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଦ୍ୟ ମୃତେ ଏକପାଦ ପୁସ୍କର ଦୋଷ ,କାଳବେଳା ଓ ବାରବେଳା- ଦିବା ଘ୧୦/୩୦ ଗତେ ଘ୦୧/୧୩ ମଧ୍ୟେ […]

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା […]