Browsing monthly archive

January 2026

KKRରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର

ଭୁବନେଶ୍ୱର,୩।୧(ଏସଏସନିଉଜ)IPL ୨୦୨୬: KKR ରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର।ମୁସ୍ତାଫିଜୁର ରେହମାନଙ୍କୁ ତୁରନ୍ତ ହଟାଇବାକୁ BCCIର ନିର୍ଦ୍ଦେଶ।BCCIର ନିର୍ଦ୍ଦେଶ ପରେ ଶାହରୁଖ ଖାନଙ୍କୁ ଶକ୍ତ ଝଟ୍‌କା। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି।ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ବାମହାତୀ ଦ୍ରୁତ ବୋଲର ମୁସ୍ତଫିଜୁରଙ୍କୁ ୯.୨୦ କୋଟିରେ କିଣିଥିଲା KKR।

କ୍ରିକେଟ ପଡ଼ିଆ ପାଲିଟିଲା ରଣକ୍ଷେତ୍ର

କଟକ, ୨।୧(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ ଗ୍ରାମରେ ଶୁକ୍ରବାର ଚାଲିଥିବା କ୍ରିକେଟ ଟୁର୍ଣ୍ଣମେଣ୍ଟରେ ହାରଜିତକୁ ନେଇଗଣ୍ଡଗୋଳ ଘଟିଛି।ଏଥିରେ ୪ଜଣ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରକାଶଯେ, ଶୁକ୍ରବାର ଅପରାହ୍ନରେ ରତାଗଡ ଗ୍ରାମର ଖେଳପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣା ମେଣ୍ଟରେ ଆଠଗଡ଼ ଥାନା ଅନ୍ତର୍ଗତ ପାଟେଣୀଗାଁ ସହିତ ରତାଗଡ ନୂଆସାହି ମଧ୍ୟରେ ଖେଳ ହୋଇଥିଲା। ଖେଳର ଶେଷ ପର୍ଯ୍ୟାୟରେ ପାଟେଣୀ ଗାଁ ବିଜୟୀ ହୋଇଥିଲା। […]

ବାଇକ୍ ଚୋରି କରି ଧରାପଡିଲେ ଯୁବକ

ଭୁବନେଶ୍ୱର,୨।୧(ଏସଏସନିଉଜ)ଘର ଆଗରେ ଥୁଆ ହୋଇଥିବା ବାଇକ୍ ଚୋରିକରି ନେଇଥିବା ଅଭିଯୋଗରେ ନନ୍ଦନକାନନଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ପ୍ରକାଶ ଯେ,ପାହଳ ଥାନା ଅଧୀନସ୍ଥ ନହରକଣ୍ଟା ଗ୍ରାମର ବାସୁଦେବ ବେହେରା ନନ୍ଦନକାନନ ଥାନା ଅଧୀନସ୍ଥ କଲ୍ୟାଣପୁର ଗ୍ରାମରେ ଥିବା ତାଙ୍କ ଶଶୁର ଘରକୁ ବୁଧବାର ଦିନ ଆସି ଘର ବାହାରେ ତାଙ୍କ ଓଡ଼ି ୦୨ ଏଡବ୍ଲୁ ୭୩୨୩ ନମ୍ୱର ବାଇକକୁ ରଖିଥିଲେ।ନୂଆବର୍ଷ ରାତିରେ ବାଇକ୍ ଟି ନଥିବାର ଦେଖିବା ପରେ ବହୁ ଖୋଜାଖୋଜି କରି […]

ଆଜିର ରାଶିଫଳ

ଜାନୁଆରୀ ମାସ ୦୩ତାରିଖ ୨୦୨୬ ମସିହା (ଶନିବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ପୁର୍ଣିମା ଦିବା ଘ ୦୩/୪୬ ଗତେ ପ୍ରତିପଦ,ନକ୍ଷତ୍ର-ଆର୍ଦ୍ରା ସନ୍ଧ୍ୟା ଘ୦୬/୧୬ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୦୪,ଯୋଗିନୀ ବାୟବ୍ୟେ ଦିବା ଘ୦୩/୪୬ ଗତେ ପୂର୍ବେ,କନ୍ୟାରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ପୁର୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ପ୍ରତିପଦର ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ଏକପାଦ ଓ ସନ୍ଧ୍ୟା ଘ୦୬/୧୬ ଗତେ ଦ୍ଵୀପାଦ ପୁସ୍କର ଦୋଷ,କାଳବେଳା-ଦିବା ଘ୦୭/୪୭ ମଧ୍ୟେ ଓ ଘ୦୩/୫୪ ଗତେ ଘ୦୫/୧୬ ମଧ୍ୟେ,ବାରବେଳା- ଦିବା ଘ୦୧/୧୦ ଗତେ ଘ୦୨/୩୪ […]

ମକରମେଳା ପାଇଁ ଟି-ସେତୁ ମନା

କଟକ,୨।୧(ଏସଏସନିଉଜ) ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଳା ବଡମ୍ବା ତହସିଲ ଅନ୍ତର୍ଗତ ସିଂହନାଥ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମକର ମେଳା ପାଇଁ ଟି-ସେତୁ ଉପରେ ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସିଂହନାଥ ପୀଠରେ ମକର ମେଳା ଅନୁଷ୍ଠିତ ହେବ । ମେଳା ଅବସରରେ ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ ସୁଚାରୂ ରୁପେ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗତ ୨୪ ତାରିଖରେ ବଡମ୍ବା ବିଧାୟକ ଶ୍ରୀ […]

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳନୃତ୍ୟ ମନା

ଭୁବନେଶ୍ୱର,୨।୧(ଏସଏସନିଉଜ)ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

ଜାନୁଆରୀମାସ ୦୨ତାରିଖ ୨୦୨୬ମସିହା(ଶୁକ୍ରବାର)ପୌଷ ମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୭/୦୨ ଗତେ ପୁର୍ଣିମା ,ନକ୍ଷତ୍ର-ମୃଗଶିର। ରାତ୍ରି ଘ୦୮/୪୮ ଗତେ ଆର୍ଦ୍ରା ,ଚନ୍ଦ୍ର- ବୃଷ ଦିବା ଘ ୧୦/୦୭ ଗତେ ମିଥୁନ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୩୪ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୦୨ ଗତେ ବାୟବ୍ୟେ ,କନ୍ୟା ରାଶି ର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଅଦ୍ୟ ପୁସ୍କର ଦୋଷ ନ।ସ୍ତି ,କାଳବେଳା […]