KKRରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର

ଭୁବନେଶ୍ୱର,୩।୧(ଏସଏସନିଉଜ)IPL ୨୦୨୬: KKR ରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର।ମୁସ୍ତାଫିଜୁର ରେହମାନଙ୍କୁ ତୁରନ୍ତ ହଟାଇବାକୁ BCCIର ନିର୍ଦ୍ଦେଶ।BCCIର ନିର୍ଦ୍ଦେଶ ପରେ ଶାହରୁଖ ଖାନଙ୍କୁ ଶକ୍ତ ଝଟ୍‌କା।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି।ଭାରତରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ବାମହାତୀ ଦ୍ରୁତ ବୋଲର ମୁସ୍ତଫିଜୁରଙ୍କୁ ୯.୨୦ କୋଟିରେ କିଣିଥିଲା KKR।

Comments (0)
Add Comment