ଭୁବନେଶ୍ୱର,୧୦୨(ଏସଏସନିଉଜ)BCCIର କେନ୍ଦ୍ରୀୟ ଖେଳାଳି ଚୁକ୍ତିନାମା ଘୋଷିତ ହୋଇଛି।ମୋଟ ୩୦ ଖେଳାଳିଙ୍କ ନାଁ ଘୋଷଣା କରିଛି BCCI।ନୂଆ ଚୁକ୍ତିନାମାରେ A+ ଗ୍ରେଡ୍ ଉଚ୍ଛେଦ କରାଯାଇଥିବା ବେଳେ A, B, C ଗ୍ରେଡ୍ କୁ ରଖାଯାଇଛି।ତେବେ B-ଗ୍ରେଡ୍କୁ ଖସିଲେ ରୋହିତ ଶର୍ମା ଓ ବିରାଟ କୋହଲି ବୋଲି ଜଣାପଡିଛି।