ମଦ ଦୋକାନ ଆଗରେ ଉଡିଲା ମଦ ବୋତଲ
କଟକ, ୧୯।୧(ଏସଏସନିଉଜ)ସୋମବାର ରାତିରେ ଗୋଡିସାହି ଫାଣ୍ଡି ଅଧୀନସ୍ଥ ପୁରୀ ମେନକେନାଲ କୂଳରେ ଥିବା ଏକ ମଦ ଦୋକାନରେ ମଦ ପିଇବାକୁ ନେଇ ଗୋଷ୍ଟିସଂଘର୍ଷ ଘଟିଛି।ଏଥିରେ ୨ଜଣ ଆହତ ହୋଇଛନ୍ତି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଛନ୍ତି। ପ୍ରକାଶ ଯେ,ସୋମବାର ରାତିରେ ସିଡିଏ ବିଡାନାସୀ ଅଂଚଳର କିଛି ଯୁବକ ଷଣ୍ଢପୁର ନିକଟସ୍ଥ ଏକ ମଦଦୋକାନ ଆଗରେ ମଦକିଣି ସେଠାରେ ପିଉଥିଲେ। ଏହି ସମୟରେ ସ୍ଥାନୀୟଗ୍ରାମର କିଛି ଯୁବକ ପହଂଚି ମଦ କାଉଣ୍ଟରରୁ ମଦ ଆଣି ଆସିବା […]