Browsing monthly archive

March 2026

ତେଲ ସରିଯିବା ଗୁଜବ

ଭୁବନେଶ୍ୱର,୭।୩(ଏସଏସନିଉଜ)ମାଲକାନଗିରିର ବିଭିନ୍ନ ପେଟ୍ରୋଲ୍ ପମ୍ପ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ଼ ହୋଇଛି।କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ୍।ଗାଡ଼ି ଟାଙ୍କିଫୁଲ୍‌ କରିବା ସହ ଲୋକମାନେ ବ୍ୟାରେଲରେ ତେଲବୋହି ନେବାର ଦେଖିବାକୁ ମିଳିଛି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୭ ତାରିଖ ୨୦୨୬ମସିହା (ଶନିବାର)ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ସନ୍ଧ୍ୟା ଘ୦୭/୧୫ ଗତେ ପଞ୍ଚମୀ,ନକ୍ଷତ୍ର- ଚିତ୍ରା ଦିବା ଘ୧୧/୫୩ ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୬/୦ ୬/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୨୨,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୭/୧୫ ଗତେ ଦକ୍ଷିଣେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଅଦ୍ୟ ମୃତେ ଏକ ପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୩୨ ମଧ୍ୟେ ଓ ଦିବା ଘ୦୪/୧୫ ଗତେ ଘ୦୫/୫୦ ମଧ୍ୟେ,ବାରବେଳା- ଦିବା ଘ୦୧/୨୬ ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୧୦/୦୫ ଗତେ ଘ୦୧/୧୮ […]

ଆଜିର ରାଶିଫଳ

ମାର୍ଚ୍ଚମାସ୬ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ତୃତୀୟା ସନ୍ଧ୍ୟାଘ୦୫/୪୮ଗତେ ଚତୁର୍ଥୀ,ନକ୍ଷତ୍ର-ହସ୍ତା ଦିବାଘ୧୦/୦୬ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୬/୦୭/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୧/୦୨,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟାଘ୦୫/୪୮ ଗତେ ନୈରୁତେ,ବୃଷରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୯/୦୦ ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୪୩ ମଧ୍ୟେ ଓ ଘ୦୮/୩୦ ଗତେ ଘ୦୯/ ୦୦ମଧ୍ୟେ ଓ ଘ୦୧/୨୦ ଗତେ ଘ୦୨/୫୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୩୫ ଗତେ ଘ୧୧/୨୪ ମଧ୍ୟେ , ଅଦ୍ୟ ପୋଟଳ ସନ୍ଧ୍ୟା ଘ୦୫/୪୮ ଗତେ ମୂଳାଭକ୍ଷଣ ନିଷେଧ। ମେଷ👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୫ ତାରିଖ ୨୦୨୬ ମସିହା (ଗୁରୁବାର)ଚୈତ୍ରମାସ- କୃଷ୍ଣପକ୍ଷ, ତିଥି- ଦ୍ଵିତୀୟା ଦିବା ଘ୦୪/୫୮ ଗତେ ତୃତୀୟା,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୮/୪୮ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃଘ୦୬/୦୮/୨୮, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୨, ଯୋଗିନୀ ଉତ୍ତରେ ଦିବା ଘ୦୪/୫୮ ଗତେ ଅଗ୍ନି କୋଣେ,ବୃଷ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ୱିତୀୟା ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ଦିବା ଘ୦୮/୩୮ ଗତେ ଦିବା ଘ୦୪/୫୮ ମଧ୍ୟେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୫୪ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୪ତାରିଖ ୨୦୨୬ମସିହା(ବୁଧବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ଦିବାଘ୦୪/୪୫ଗତେ ଦ୍ଵିତୀୟା,ନକ୍ଷତ୍ର-ପୂର୍ବା ଫା ଦିବାଘ୦୮/୧୧ଗତେ ଉତ୍ତରାଫା,ସୁର୍ୟୋଦୟ-ପ୍ରାତଃଘ୦୬/୦୯/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୦/୧୨,ଯୋଗିନୀ ପୁର୍ବେ ଦିବାଘ୦୪/୪୫ଗତେ ଉତ୍ତରେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୮/୧୧ଗତେ ଏକପାଦ ଓ ଦିବା ଘ୦୪/୪୫ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୯/୦୨ଗତେ ଘ୧୦/୨୯ମଧ୍ୟେ ,ବାରବେଳା- ଦିବା ଘ୧୧/୫୭ଗତେ ଘ୦୧/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୫ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୨/୧୦ମଧ୍ୟେ ଓ ରାତ୍ରି ଘ୦୩/୩୬ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୩ଗତେ ଘ୦୫/୫୦ମଧ୍ୟେ ଓ […]

ଡ୍ରୋନ ଉଡାଇଲେ କାର୍ଯ୍ୟାନୁଷ୍ଠାନ

କଟକ,୩।୩(ଏସଏସନିଉଜ)୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ମୁଣ୍ଡଳି CISFର ୫ କିଲୋମିଟର ପରିଧି ଡ୍ରୋନମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ସିଆଇଏସଏଫ୍ ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ ଆୟୋଜିତ ହେବାକୁ ଯାଉଛି। ଏଥିରେ ବହୁ ସଂଖ୍ୟକ ବରିଷ୍ଠ ଅଧିକାରୀ, ସମ୍ମାନିତ ବ୍ୟକ୍ତି ଏବଂ ନିମନ୍ତ୍ରିତ ଅତିଥିମାନେ ଯୋଗଦେବାର ଆଶା କରାଯାଉଛି। କାର୍ଯ୍ୟକ୍ରମର ସୂଚାରୁ ପରିଚାଳନା ନିମନ୍ତେ ମାର୍ଚ୍ଚ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସ୍ଥଳୀ ଓ ଏହାର ଆଖପାଖ ଅଞ୍ଚଳରେ ପାରା ଗ୍ଲାଇଡର୍, […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ୦୫/୦୮ ଗତେ ପ୍ରତିପଦ,ନକ୍ଷତ୍ର- ମଘା ଦିବା ଘ୦୮/୦୭ ଗତେମଘା,ସୁର୍ୟୋଦୟ-ପ୍ରାତଃଘ୦୬/୦୯/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୫,ଯୋଗିନୀ ବାୟବ୍ୟେ ଦିବା ଘ୦୫/୦୭ ଗତେ ପୁର୍ବେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମୃତେ ଏକପାଦ ପୁଷ୍କରଦୋଷ, ଅଦ୍ୟ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ଦିବା ଘ ୦୩/୨୨ ମି, ସର୍ବମୋକ୍ଷ ରାତ୍ରି ଘ ୦୬/୫୦ ମି,କାଳବେଳା-ଦିବା ଘ୦୧/୩୦ ଗତେ ଘ୦୨/୫୬ ମଧ୍ୟେ, ବାରବେଳା- ଦିବା […]

ଦୁଆରେ ଦିଅଁ

ବାରଙ୍ଗ,୧।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗ୍ରାମରେ ପରମ୍ପରାର ପର୍ବ ଦୋଳଯାତ୍ରା ଓ ମେଳଣ ବା ଜମାଣ ଯାତ୍ରା ରବିବାର ରାତିରେ ଅନୁଷ୍ଟିତ ହୋଇଯାଇଛି । ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନ ମନ୍ଦିରରୁ ବାହାରି ସୁସଜ୍ଜିତ ବିମାନରେ ବିରାଟ ପଟୁଆର ନେଇ ଗାଁ ପରିଭ୍ରମଣ କରିଥିଲେ । ହରିବୋଲ ହୁଳହୁଳି ସାଙ୍ଗକୁ ହରିନାମ କୀର୍ତ୍ତନରେ ପ୍ରକମ୍ପିତ ହୋଇଉଠିଥିଲା ଗାଁର ପରିବେଶ।ପ୍ରଭୁ ଦଧିବାମନ ଘରଘର ବୁଲି ଭୋଗ ଖାଇବାର ପୁରୁଣା ପ୍ରଥା ଓ ପରମ୍ପରା ଥିବାରୁ ଗ୍ରାମବାସୀ ମାନେ ରାତି […]

ବେଆଇନ ହୋଡିଂ ଉଛେଦ କଲା ବାରଙ୍ଗ ତହସିଲ

ବାରଙ୍ଗ,୧।୩(ଏସଏସନିଉଜ)ବାରଙ୍ଗଅଞ୍ଚଳର ମୁଖ୍ୟ ରାସ୍ତାକଡ଼ରେ ନିର୍ମାଣ କରାଯାଇଥିବା ବେଆଇନ ହୋଡିଂକୁ ରବିବାର ଦିନ ବାରଙ୍ଗ ତହସିଲ ପକ୍ଷରୁ ଉଛେଦ କରାଯାଇଛି। ବାରଙ୍ଗ ତହସିଲ ଅଧିନରେ ଥିବା ମୁଖ୍ୟରାସ୍ତା କଡ଼ରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଠିକା ସଂସ୍ଥାମାନଙ୍କ ପକ୍ଷରୁ ବ୍ୟବସାୟ ଉଦ୍ଦେଶ୍ୟରେ ହୋଡିଂ ଗୁଡ଼ିକ ବସାଜାଇଛି।ଏହି ଠିକା ସଂସ୍ଥା ମୁଖ୍ୟରାସ୍ତାକଡ଼ ସହିତ ନଦୀବନ୍ଧ ଓ କେନାଲବନ୍ଧକୁ ତାଡ଼ି ଶହଶହ ହୋଡିଂ ନିର୍ମାଣ କରିଛନ୍ତି। ଯାହାଫଳରେ ଦୂର୍ଘଟଣା ଅନ୍ୟ ଏକ କାରଣ ସାଜିଛି ଓ ଅନ୍ୟପଟେ କେନାଲ ଓ ନଦୀ […]

ବିଦ୍ୟୁତଖୁଣ୍ଟକ ଧକ୍କାଦେଲା ପିକଅପ ଭ୍ୟାନ୍

ବାରଙ୍ଗ, ୧।୩(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ପଂଚୁପାଳ ମଧୁସୂଦନପୁର ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି।ଷୌଭାଗ୍ୟବଶତଃ ବିଦ୍ୟୁତଖୁଣ୍ଟ ପାଇଁ ଗାଡିଟି କେନାଲ ମଧ୍ୟକୁ ପଶି ନପାରି ଝୁଲି ରହିଛି। ଚାଲକ ଆହତ ହୋଇଥିବା ବେଳେ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯେ, ରବିବାର ଅପରାହ୍ନ ୩ଟା ସମୟରେ ପଞ୍ଚୁପାଳ ନିକଟ ମଧୁସୂଦନ ପୁର ପୁରୀ ମୁଖ୍ୟକେନାଲ ବନ୍ଧରେ ଦୃତଗତିରେ ଆସୁଥିବା ଓଡି ୦୫ଜେ ୫୯୮୨ନମ୍ୱର ଏକ ପିକ୍ ଅପଭ୍ୟାନ୍ […]