ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ
ଭୁବନେଶ୍ଵର,୨।୫(ଏସଏସନିଉଜ)ପ୍ରକାଶପାଇଲା ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ।ଚଳିତବର୍ଷ ପାସ୍ ହାର ୯୫.୩୩ପ୍ରତିଶତ।୫ଲକ୍ଷ ୧୯ହଜାର୨୫୧ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ A1ରେ ୨୪୫୬,A2ରେ ୧୫,୬୮୧,B1ରେ ୪୩,୫୬୫,B2ରେ ୮୬,୧୦୩ ,Cରେ ୧,୨୯,୮୦୩,Dରେ ୧,୪୬,୧୫୨,Eରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।୩୩୧୦ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟ ହୋଇଛି।୩୩୧୦ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟହୋଇଛି।ଏଥର ଫର୍ମପୂରଣ କରିଥିଲେ ୫,୪୪,୬୭୦।ପରୀକ୍ଷା ଦେଇଥିଲେ୫,୩୬,୩୦୬ ପରୀକ୍ଷାର୍ଥୀ।ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କସଂଖ୍ୟା ୮୩୬୪।ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧।ଛାତ୍ରଛାତ୍ରୀଙ୍କୁ ରିଚେକିଂ ସୁଯୋଗ ରହିଛି।ରେଜଲ୍ଟ ବାହାରିବାର ମାସକ ଭିତରେ ରିଚେକିଂପାଇ BSE ପରୀକ୍ଷା ନିୟନ୍ତ୍ରକଙ୍କୁ ଆବେଦନ କରିପାରିବେ ବୋଲି କୁହାଯାଇଛି।