Browsing monthly archive

May 2026

ଆଣ୍ଡାମାନ ଛୁଇଁଲା ମୌସୁମୀ

ଭୁବନେଶ୍ଵର,୧୬।୫(ଏସଏସନିଉଜ)ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ।ସମ୍ପୂର୍ଣ୍ଣ ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନର କିଛି ଅଂଶ ଛୁଇଁଲା।ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର।ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ ଛୁଇଁଲା ମୌସୁମୀ।ଆଣ୍ଡାମାନ ସାଗରର କିଛି ଅଂଶରେ ମଧ୍ୟ ଦକ୍ଷିଣପଶ୍ଚିମ ମୌସୁମୀ।

ଆମ୍ବୁଲାନ୍ସରୁ ତେଲ ସରିବାରୁ ରୋଗୀ ମୃତ !

କଟକ,୧୬।୫(ଏସଏସନିଉଜ)ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି।କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ ସରିଗଲା ତେଲ।କାଠଯୋଡ଼ି ନଦୀ ବ୍ରିଜଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା।କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାରର ପକ୍ଷରୁ ଅଭିଯୋଗ କରାଯାଇଥିଲା।କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା।କଟକ ଏସ୍‌ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଗତକାଲି ଏହି ଅଘଟଣର ସୂଚନା ମିଳିଥିଲା।କିନ୍ତୁ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣାର ନୁଆ ମୋଡ ଆଜି ଆସିଛି।ତେଲ […]

ଆଜିର ରାଶିଫଳ

ମଇ ମାସ ୧୨ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି-ଦଶମୀ ଦିବା ଘ୦୩/୦୧ ଗତେ ଏକାଦଶୀ,ନକ୍ଷତ୍ର-ପୂର୍ବଭାଦ୍ର ରାତ୍ରି ଘ୦୨/୦୩ଗତେ ଉତ୍ତରଭାଦ୍ର,ସୁର୍ୟୋଦୟପ୍ରାତଃଘ୦୫/୧୮/୦୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୧/୫୨,ଯୋଗିନୀ ଉତ୍ତରେ ଦିବା ଘ୦୩/୦୧ଗତେ ଅଗ୍ନିକୋଣେ,ମକର ରାଶିର ଘାତବାର,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ୱିପାଦ ଓ ରାତ୍ରି ଘ୦୨/୦୩ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୧ ମଧ୍ୟେ,ବାରବେଳା-ଦିବା ଘ୦୬/୫୦ଗତେ ଘ୦୮/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୨୭ଗତେ ଘ୧୦/୦୬ମଧ୍ୟେ ଓ ଘ୧୨/୨୮ଗତେ ଘ୦୧/୨୪ମଧ୍ୟେ ଓ ଘ୦୩/୦୨ଗତେ ଘ୦୪/୩୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ କଳମଶାଗ ଦିବାଘ୦୩/୦୧ଗତେ […]

ଆଜିର ରାଶିଫଳ

୧୧-୫-୨୦୨୬(ସୋମବାର)ମେଷ ଦି୨୮ନ, ଜ୍ୟେଷ୍ଠ କୃଷ୍ଣ ନବମୀ ଦ୨୫।୫୩ ଦିଘ୩।୩୮,ଶତଭିଷା ଦ୫୨।୩୮ ରାଘ୨।୧୯,କୁମ୍ଭ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)ମେଷ ଦ୩/୪୫/୪୫ ଇଂଘ ୫/୧୭/୩୦ ଗତେ ଉଦୟ।ତୁଳା ଦ୪/୩୭/୪୨ ଇଂଘ ୬/୧୦/୩୭ ଗତେ ଅସ୍ତ ।ଯୋଗିନୀ ପୂର୍ବେ । ଦିବା ଘ୩।୩୮ଗତେ ଉତ୍ତରେ।ଯାତ୍ରାଦି ଶୁଭକର୍ମ ନାସ୍ତି।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରା ଚନ୍ଦ୍ର ଶୁଦ୍ଧି । ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ମିଥୁନରାଶିର ଘାତବାର।ରାତ୍ରି ଘ୨।୧୯ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁଷ୍ୟା ଅଶ୍ଲେଷା […]

ଆଜିର ରାଶିଫଳ

ମଇମାସ ୧୦ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ, ତିଥି- ଅଷ୍ଟମୀଦିବାଘ୦୩/୨୮ଗତେ ନବମୀ,ନକ୍ଷତ୍ର- ଧନିଷ୍ଟା ରାତ୍ରିଘ୦୧/୫୪ ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃଘ୦୫/୧୯/୦୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୧/୨୨,ଯୋଗିନୀ ଐଶ।ନ୍ୟେ ଦିବା ଘ୦୩/୨୮ ଗତେ ପୂର୍ବେ,ମେଷରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ ଗତେ ଘ୦୧/୧୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୦୬ ଗତେ ଘ୦୯/୧୯ମଧ୍ୟେ ଓ ରାତ୍ରି ଘ୦୭/୪୮ଗତେ ଘ୦୯/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୬/୦୮ ମଧ୍ୟେ ଓ ଘ୦୧/୧୧ ଗତେ ଘ୦୧/୨୦ମଧ୍ୟେ ଓ ରାତ୍ରି ଘ୦୬/୫୭ଗତେ ଘ୦୭/୪୭ ମଧ୍ୟେ,ଅଦ୍ୟ ନଡ଼ିଆ ଦିବା […]

ମଉଳିଲା ବିଜୟଙ୍କ ମୁଖ୍ୟମନ୍ତ୍ରୀ ଆଶା

ଭୁବନେଶ୍ଵର,୯।୫(ଏସଏସନିଉଜ)ତାମିଲନାଡ଼ୁ ରାଜନୀତିରେ ନୂଆଟ୍ବିଷ୍ଟ ଦେଖାଦେଇଛି।ଆଜି ତୃତୀୟଥରପାଇଁ ରାଜ୍ୟପାଳ ଆରଭି ଆର୍ଲେକରଙ୍କୁ ଭେଟି ସରକାର ଗଢ଼ିବାକୁ ଅନୁରୋଧ କରିଥିଲେ ବିଜୟ।ସେଠାରୁ ଫେରି ଶନିବାର ଦିନ ୧୧ଟାରେ ଶପଥଗ୍ରହଣ ଉତ୍ସବପାଇଁ ଘୋଷଣା କରିଥିଲେ କିନ୍ତ କିଛି ସମୟପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପୁଣିଥରେ ବିଜୟଙ୍କୁ ଶପଥ ଗ୍ରହଣ ଉତ୍ସବରୁ ବାରଣ କରାଯାଇଛି।ଆବଶ୍ୟକ ସଂଖ୍ୟକ ବିଧାୟକ ନଥିବାରୁ ବିଜୟଙ୍କୁ ଶପଥ ଗ୍ରହଣପାଇଁ ଆହ୍ବାନ କରାଯାଇନଥିବା ସୂଚନାମିଳିଛି। ଭିସିକେ, ଏଏଏମଏମକେ,ଆୟୁଏମଏଲ ସହ ବାରମ୍ବାର ବୈଠକ ପରେବି ଅଙ୍କ ଛିଣ୍ଡିନାହିଁ।ଯାହାଫଳରେ ବିଜୟଙ୍କ ନିକଟରେ ୧୧୬ବିଧାୟକଙ୍କ ସମର୍ଥନ […]

ଆଜିର ରାଶିଫଳ

୯-୫-୨୦୨୬(ଶନିବାର)ଅଦ୍ୟ ମେଷ ଦି୨୬ନ, ଜ୍ୟେଷ୍ଠ କୃଷ୍ଣ ସପ୍ତମୀ ଦ୨୩।୧ ଦିଘ ୨।୩୦,ଶ୍ରବଣା ଦ୪୮।୨ ରାଘ୧୨।୩୦,ମକର ଚନ୍ଦ୍ର ଦ୬୦। ଭାରତୀୟ ସାଧାରଣସମୟ ଅନୁସାରେ (I.S.T.)ମେଷ ଦ୩/୨୮/୩୨ ଇଂଘ ୫/୧୮/୩୨ ଗତେ ଉଦୟ,ତୁଳା ଦ୪/୧୧/୫୦ ଇଂଘ ୬/୧୦/୦ ଗତେ ଅସ୍ତ,ଯୋଗିନୀ ବାୟବ୍ୟେ।ଦିବା ଘ୨।୩୦ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି।ଅଦ୍ୟ ରାତ୍ରି ଶ୍ରବଣା ନକ୍ଷତ୍ରେ ଓ ଧନିଷ୍ଠା ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ ।ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ସିଂହରାଶିର ଘାତଚନ୍ଦ୍ର।ବୃଷ ସିଂହ ଓ […]

ଦାଦାବଟି ଆଦାୟ ବେଳେ ମାଡ଼ିବସିଲା ପୋଲିସ

ମେଣ୍ଢାଶାଳ,୮।୫(ଏସଏସନିଉଜ)ଗୁରୁବାର ରାତିରେ ପଥଚାରୀମାନଙ୍କୁ କଟୁରୀ ଓ ଚାପଡ଼ ଦେଖାଇ ମାରିଦେବାକୁ ଭୟ ଦେଇ ଦାଦା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ୩ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ଚନ୍ଦକାଥାନା ଅଧୀନସ୍ଥ ଦାରୁଠେଙ୍ଗଗ୍ରାମର ସନ୍ତୋଷ ପାହାଡସିଂ ଓରଫ ଖୋବା ଓ ଗୋବିନ୍ଦସାହୁ,ବାରଙ୍ଗଥାନା ଅଧୀନସ୍ଥ ତ୍ରିଶୁଲିଆ ଗ୍ରାମର ସନ୍ତୋଷ ସାମଲ।ସେମାନଙ୍କଠାରୁ ପୋଲିସ ୧କଟୁରୀ ଓ ୨ଚାପଡ ଜବତ କରିଛି। ପ୍ରକାଶଯେ,ଗୁରୁବାରରାତିରେ ଖୋବା,ଗୋବିନ୍ଦ ଓ ସନ୍ତୋଷ ପଥଚାରୀ ଏବଂ ସ୍ଥାନୀୟବ୍ୟବସାୟୀମାନଙ୍କୁ ମାରଣାସ୍ତ୍ର ଦେଖାଇ ବେଆଇନଭାବେ […]

ବିଜେଡି ସାଧାରଣ ସମ୍ପାଦକ ହେଲେ ପ୍ରତାପ ଚନ୍ଦ୍ର ରାଉତ

ଭୁବନେଶ୍ଵର,୮।୫(ଏସଏସନିଉଜ)ଭୁବନେଶ୍ଵର ଉତର ନିର୍ବାଚନମଣ୍ଡଳୀରେ ବିଜେଡି ତାର ପୂର୍ବ ସ୍ଥିତି ମଜବୁତ୍ ରଖିବା ନିର୍ବାଚନମଣ୍ଡଳୀମଧ୍ୟରୁ ୩ଜଣଙ୍କୁ ଦଳୀୟପଦବୀରେ ଅବସ୍ଥାପିତ କରିଛି।ରଘୁନାଥପୁରଗ୍ରାମର ଗାନ୍ଧୀବାଦିନେତା ପ୍ରତାପଚନ୍ଦ୍ରରାଉତଙ୍କୁ ବିଜୁଜନତାଦଳ ସାଧାରଣ ସମ୍ପାଦକ ଭାବେ ଦଳପକ୍ଷରୁ ସାଧାରଣ ସମ୍ପାଦକ ଦେବୀପ୍ରସାଦମିଶ୍ର ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ରଘୁନାଥପୁର ଗ୍ରାମପଞ୍ଚାୟତର ପୂର୍ବତନସରଂପଚ,ବରୀମୁଣ୍ଡପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସହ ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନର ଦାୟିତ୍ଵରେ ରହିଥିଲେ ପ୍ରତାପ।ରାଜଧାନୀ ଉପକଣ୍ଠ ୫ପଞ୍ଚାୟତର ଜଣାଶୁଣା ମୂରବୀଭାବେ ସେ ବେଶ୍ ପରିଚିତ ଥିଲେ।ବିଜେଡିର ସାଧାରଣସମ୍ପାଦକ ଭାବେ ତାଙ୍କ ନାମ ଘୋଷଣା ପରେ […]

ଆଜିର ରାଶିଫଳ

ମଇମାସ ୦୮ତାରିଖ ୨୦୨୬ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ଷଷ୍ଠୀ ଦିବା ଘ୧୨/୫୩ଗତେ ସପ୍ତମୀ,ନକ୍ଷତ୍ର-ଉତ୍ତରାଷାଢା ରାତ୍ରି ଘ୧୦/୩୨ ଗତେ ଶ୍ରବଣ।,ସୁର୍ୟୋଦୟ-ପ୍ରାତଃଘ୦୫/୨୦/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୪୨,ଯୋଗିନୀ ପଶ୍ଚିମେ ଦିବା ଘ୧୨/୫୩ଗତେ ବାୟବ୍ୟେ,ବିଛା,ଧନୁ ଓ ମୀନରାଶିରଘାତବାର,ସିଂହରାଶିର ଘାତଚନ୍ଦ୍ର,ଷଷ୍ଠୀ ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୫ମଧ୍ୟେ ଓ ଘ୦୭/୪୩ଗତେ ଘ୦୮/୨୯ମଧ୍ୟେ ଓ ଘ୧୨/୩୨ଗତେ ଘ୦୨/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୫୭ଗତେ ଘ୧୧/୪୫ ମଧ୍ୟେ,ଅଦ୍ୟ ନିମ୍ବ ଦିବା ଘ୧୨/୫୩ଗତେ ତାଳଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟିଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ […]