Browsing daily archive

June 28, 2026

ଆଜିର ରାଶିଫଳ

[ଦେବସ୍ନାନ ପୂର୍ଣ୍ଣିମା ଓ ଅନବସର ଆରମ୍ଭ]୨୯-୬-୨୦୨୬(ସୋମବାର)ଅଦ୍ଯ ମିଥୁନ ଦି୧୫ନ, ଜ୍ୟେଷ୍ଠ ଶୁକ୍ଳ,ପୂର୍ଣ୍ଣିମା ଦ୬୦ ନିଶାନ୍ତ,ମୂଳା ଦ୫୯।୨୧ ରାଘ୪।୫୮,ଧନୁ ଚନ୍ଦ୍ର ଦ୬୦।ଯୋଗିନୀ ବାୟବ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ରାତ୍ରି ଘ୪।୫୮ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଏ […]

ନନ୍ଦନକାନନରେ ଖୁଲମ୍ ଖୁଲା ଲୁଟ, CCTV ତଳେ ହିଁ ଚାଲିଛି ଠକେଇ

ଭୁବନେଶ୍ୱର ୨୭|୬ (ଏସଏସନିଉଜ) ଓଡ଼ିଶାର ଗର୍ବ ନନ୍ଦନକାନନ ଆଜି ଠକେଇର ଅଡ୍ଡାସ୍ଥଳୀ ପାଲଟିଛି । ଯେଉଁ ନନ୍ଦନକାନନକୁ ଦେଖିବାକୁ ଦେଶ-ବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି, ସେଇ ନନ୍ଦନକାନନର ମୁଖ୍ୟ ଫାଟକରେ ହିଁ ସରକାରୀ ବୋର୍ଡକୁ ବେଖାତିର କରି ଖୋଲାଖୋଲି ପର୍ଯ୍ୟଟକଙ୍କୁ ଲୁଟାଯାଉଥିବାର ଅଭିଯୋଗ ଆସିଛି ।ପୂର୍ବରୁ ପାଣି ବୋତଲ ଷ୍ଟିକରକୁ ନେଇ ଠକେଇ ଅଭିଯୋଗ ଆସିଥିବା ବେଳେ ଏବେ ବ୍ୟାଟେରୀ ଚାଳିତ ଗାଡି ଟିକେଟ ମୂଲ୍ୟ କୁ ନେଇ ପର୍ଯ୍ୟଟକମାନେ ପ୍ରତାରଣାର ଶିକାର ହେଉଛନ୍ତି।ଏ କଥା ଆମେ […]

ନନ୍ଦନକାନନର ବିଚିତ୍ର ନୀତି:- ମନଇଚ୍ଛା ପରିବର୍ତ୍ତନ ହେଲା ବନ୍ଦ ସମୟ

ଭୁବନେଶ୍ୱର,୨୭।୬(ଏସଏସନିଉଜ) ନନ୍ଦନକାନନରେ ବିଚିତ୍ର ନୀତି ଦେଖିବାକୁ ମିଳିଛି।ନୂଆ ମୁଖିଆ ଆସିବା ପରେ ନିୟମ ମଧ୍ୟ ବଦଳି ଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ଜଳାଞ୍ଜଳି ଦିଆଯାଇଛି।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନ ବନ୍ଦ ହେବା ସମୟ ପରିବର୍ତ୍ତନରେ ଦେଖିବାକୁ ମିଳିଛି। ନନ୍ଦନକାନନ ମୁଖିଆ ବିନା ସରକାରୀ ନିର୍ଦ୍ଦେଶରେ ଏହାକୁ ପରିବର୍ତ୍ତନ କରି ପର୍ଯ୍ୟଟକଙ୍କୁ ପରୋକ୍ଷରେ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ବିଚିତ୍ର ନିୟମ ଗୁରୁବାରଠାରୁ ଲଗୁହେବା ପରେ ପର୍ଯ୍ୟଟକମାନେ ହଇରାଣ ହେବାରେ ଲାଗିଛନ୍ତି।ଯଦି ସରକାରଙ୍କ ପକ୍ଷରୁ ବନ୍ଦ ହେବାର ସମୟ […]