ଧାରଣାରୁ ଓହରିଲେ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ
ଭୁବନେଶ୍ୱର,୨୪।୮(ଏସଏସନିଉଜ)ଧାରଣାରୁ ଓହରିଲେ ଅଲ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ।ସରକାରଙ୍କ ସହ ଆଲୋଚନା ପରେ ଆଜି ସାମୂହିକ ଧାରଣାରୁ ଉଠିଲେ।୪ ମାସରେ ସରକାର ଦାବି ପୂରଣ ଆଶ୍ୱାସନା ଦେଇଛନ୍ତି କହିଲା ସଂଘ।
Browsing monthly archive
ଭୁବନେଶ୍ୱର,୨୪।୮(ଏସଏସନିଉଜ)ଧାରଣାରୁ ଓହରିଲେ ଅଲ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ।ସରକାରଙ୍କ ସହ ଆଲୋଚନା ପରେ ଆଜି ସାମୂହିକ ଧାରଣାରୁ ଉଠିଲେ।୪ ମାସରେ ସରକାର ଦାବି ପୂରଣ ଆଶ୍ୱାସନା ଦେଇଛନ୍ତି କହିଲା ସଂଘ।
ସମ୍ବଲପୁର,୨୪।୮(ଏସଏସନିଉଜ)ଉପରମୁଣ୍ଡରେ ବର୍ଷା ଓ ଜଳ ପ୍ରବାହ ବଢ଼ିବା ପରେ ହୀରାକୁଦ ଡ୍ୟାମରୁ ଅଧିକ ପରିମାଣରେ ବନ୍ୟାଜଳ ନିଷ୍କାସନ କରାଯାଉଛି। ଡ୍ୟାମ କର୍ତ୍ତୃପକ୍ଷ ଆଉ ୪ଗେଟ୍ ଖୋଲିଲା।ଏବେ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରିରହିଛି। ଜଳଭଣ୍ଡାରରେ ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ଗେଟ୍ ଖୋଲାଯିବା ଓ ବନ୍ଦ କରାଯିବାନେଇ ନିଷ୍ପତ୍ତି ନିଆଯାଉଛି।ଅଧିକ ଜଳ ପ୍ରବେଶ କରୁଥିବାରୁ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଉଛି।
ଭୁବନେଶ୍ୱର,୨୪।୮(ଏସଏସନିଉଜ)ଆସନ୍ତା ୩୦ ତାରିଖରେ ହେବ ନିଟ୍-ପିଜି ପରୀକ୍ଷା ହେବାକୁ ଯାଉଛି।ଗୋଟିଏ ସିଫ୍ଟରେ ସକାଳ ୯ରୁ ୧୨ଟା ୩୦ ଯାଏଁ ପରୀକ୍ଷା ହେବ।କମ୍ପ୍ୟୁଟର ଆଧାରିତ (CBT) ମୋଡ୍ରେ ହେବ ପରୀକ୍ଷା।କାଲିଠୁ ଆଡମିଟ୍ କାର୍ଡ ମିଳିବା ନେଇ ସୂଚନା ଜାରି ବୋଲି କୁହଯାଇଛି।
ବୌଦ୍ଧ,୨୪।୮(ଏସଏସନିଉଜ)ଗଞ୍ଜେଇ ଡିଲ୍ର ଅଡିଓ ଭାଇରାଲ୍ ପରେ ଆକ୍ସନ ମୋଡ୍ରେ ଏସ୍ପି।୩ ଇନ୍ସପେକ୍ଟର ଓ ୩ ASIଙ୍କୁ ବଦଳି କଲେ ଏସ୍ପି କୁଲଦୀପ ମୀନା।ଟାଉନ୍ ଥାନା IIC ନଳିନୀକାନ୍ତ ଦାସଙ୍କ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ରଣଜିତ ମୁନିଙ୍କୁ ପୁରୁଣାକଟକରୁ ଟାଉନ୍ ଥାନାକୁ ଓ ASI ପ୍ରାଣବନ୍ଧୁ ସାହୁଙ୍କୁ ବାଘିଆପଡ଼ା ଫାଣ୍ଡିରୁ ROକୁ ବଦଳି କରାଯାଇଛି।
ଭୁବନେଶ୍ୱର,୨୪।୮(ଏସଏସନିଉଜ)ନାଉଗାଁ ତହସିଲରେ କାର୍ଯ୍ୟରତ ଏସଆରଏ ଭଞ୍ଜକିଶୋର ବେହେରାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତିର୍ତ୍ତୋଲ ବ୍ଲକରେ ତାଙ୍କ କାର୍ଯ୍ୟକାଳ ସମୟରେ ପ୍ରାୟ ୩.୦୨ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଅଗଷ୍ଟ ୧୨ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ତଦନ୍ତ ଅନୁସାରେ, ୨୦୧୧-୧୨ରୁ ୨୦୨୧-୨୨ ମଧ୍ୟରେ ଜାଲିଆତିପୂର୍ଣ୍ଣ ଦରମା ବିଲ୍ ଓ ଡିସ୍ବର୍ସମେଣ୍ଟ ରେକର୍ଡ ମାଧ୍ୟମରେ ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ଭଞ୍ଜକିଶୋର ବେହେରାଙ୍କ […]
୨୦୨୬ ମସିହା,ଅଗଷ୍ଟମାସ,୨୫ତାରିଖ,ମଙ୍ଗଳବାର,ଋତୁ-ବର୍ଷା ଋତୁର (ଦ୍ବିତୀୟମାସ)🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୪୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୪/୪୭ଶ୍ରାବଣ ମାସ,ଶୁକ୍ଳପକ୍ଷ,ଭୌମ ବାସ,ତିଥି- ଦ୍ବାଦଶୀ ମଳ ପ୍ରାତଃ ଘ୬/୧୯ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ମଙ୍ଗଳବାର ଓ ମଳତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ସିଂହରାଶିର ଘାତଚନ୍ଦ୍ର, ଘାତବାର-ମକରରାଶିର ଘାତବାର,ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୧୧/୩୩ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ପୂତିକା (ପୋଇଶାଗ)/ମସୁର,ପ୍ରାତଃ ଘ୬/୧୯ମି […]
ଭୁବନେଶ୍ୱର,୨୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଶକ୍ତିଶ୍ରୀ ସେଲଦ୍ୱାରା ମହାବିଦ୍ୟାଳୟ ଶେଷବର୍ଷ ଛାତ୍ରୀମାନଙ୍କୁନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କୁ ରିଅକେଟ ପୁସ୍ତକବଣ୍ଟନ କରିଥିଲେ।ଡ଼.ପ୍ରବୀରକୁମାର ମହାନ୍ତି ମୁଖ୍ୟବକ୍ତାଭାବରେ ଯୋଗଦେଇ ଏହାର ଉପଯୋଗୀତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।ପ୍ରଶିକ୍ଷିକା ପୁନମୀ ବନ୍ଦିଆଙ୍କଠାରୁ ପ୍ରାୟ ୮୦ରୁ ଉର୍ଦ୍ଧ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼.ଅନ୍ୟା ଅନୁରୂପା,ସେଲିନା ତରାଇ,ଲକ୍ଷ୍ମୀପ୍ରିୟାସ୍ୱାଇଁ,ରୋଜାଲିନଦେବୀ […]
ମେଣ୍ଢାଶାଳ, ୨୩|୮(ଏସଏସନିଉଜ)ଚନ୍ଦକାରେ ଘଟିଥିବା ହାଇ-ପ୍ରୋଫାଇଲ କାର ଲୁଟ୍ ଘଟଣାରେ ବଡ଼ ସଫଳତା ପାଇଛି ପୁଲିସ । ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ। ୱାଶିଂ ପଏଣ୍ଟର CCTV ରୁ ଧରା ପଡିଲେ ଲୁଟେରା।ଚନ୍ଦକା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କାର ଲୁଟ୍ ଘଟଣାର ତଦନ୍ତ କରି ଲୁଟେରାଙ୍କ ନିକଟରେ ପହଞ୍ଚିଛି ଆଇଆଇସି ସମିତା ମିଶ୍ର ଓ ତାଙ୍କ ଟିମ । ଗତ ୧୨ ତାରିଖ ରାତିର ଘଟଣା । ଅନ୍ଧାରୁଆର ସୁଦର୍ଶନ ନାୟକ ଚନ୍ଦକାସ୍ଥିତ ନିଜ […]
୨୦୨୬ମସିହା,ଅଗଷ୍ଟମାସ,୨୪ତାରିଖ,ସୋମବାର,ଉକ୍ତଳେ ସର୍ବତ୍ର ଝୁଲଣଯାତ୍ରା, ସର୍ବବୈଷ୍ଣବ ସମ୍ମତ ବ୍ୟଞ୍ଜୁଳୀ ମହାଦ୍ୱାଦଶୀ, ଏକାଦଶ୍ୟୁପବାସ, ବିଷ୍ଣୁ ପବିତ୍ରାରୋପଣ,ଶରGଣ ଆରମ୍ଭ ।ବିବବିଧ-ରାତ୍ରି ଘ୩/୪୫ମି ପରେ ଶରଣ ପଞ୍ଚକାରମ୍ଭ,ତୃଣକାଷ୍ଠଚ୍ଛେଦନ ନିଷେଧ,ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/ ୩୨/୪୦🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୫/୪୦ଶ୍ରାବଣ ମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବାଦଶୀ ଦ୬୦(ଅହୋରାତ୍ର)।ପ୍ରୀତିଯୋଗ ଦିବାଘ୮/୨୩ମି ପର୍ଯ୍ୟନ୍ତ ତଦନ୍ତେ ଆୟୁଷ୍ମାନଯୋଗ,କରଣ-ବବକରଣ ଅପରାହ୍ନ ଘ୫/୧୬ମି ପର୍ଯ୍ୟନ୍ତ ତଦନ୍ତେ ବାଳବକରଣ ନିଶାନ୍ତ ଘ୫/୩୩ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ,ଅଗନ୍ତବ୍ୟତିଥି,ପାପସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ ଓ ମୀନ ଏହି ରାଶିମାନଙ୍କର ଏବଂ ରାତ୍ରି ଘ୩/୪୫ମିପରେ ମେଷ,ବୃଷ, କର୍କଟ, କନ୍ୟା,ବିଛା,ଧନୁ,ମକର […]
୨୦୨୬ମସିହା,ଅଗଷ୍ଟମାସ,୨୩ତାରିଖ,ରବିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ସପ୍ତଦିନାତ୍ମକ ଝୁଲଣଯାତ୍ରା ଆରମ୍ଭ,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ ପୁତ୍ରଦା ଏକାଦଶ୍ୟୁପବାସ ଶ୍ରୀଜୀଉଙ୍କ ପବିତ୍ରାଧିବାସ,ଅଦ୍ୟ ରବି ନାରାୟଣ ବ୍ରତ,ଋତୁ- ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୬/୩୩ଶ୍ରାବଣ ମାସ, ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଏକାଦଶୀ ରାତ୍ରି ଘ୪/୧୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର ସନ୍ଧ୍ୟା ଘ୬/୨୧ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟ କୋଣରେ,ରାତ୍ରି ଘ୪/୧୨ମିପରେ ନୈର୍ଋତକୋଣରେ ।ଅଗନ୍ତବ୍ୟତିଥି,ବିଷ୍ଟିକରଣ ଓ ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ,ମିଥୁନ,କର୍କଟ, ସିଂହ, ବିଛା,ଧନୁ ଓ ମୀନ ଏହି […]