୩୦ରେ ନିଟ୍ ପିଜି ପରୀକ୍ଷା

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଆସନ୍ତା ୩୦ ତାରିଖରେ ହେବ ନିଟ୍-ପିଜି ପରୀକ୍ଷା ହେବାକୁ ଯାଉଛି।ଗୋଟିଏ ସିଫ୍ଟରେ ସକାଳ ୯ରୁ ୧୨ଟା ୩୦ ଯାଏଁ ପରୀକ୍ଷା ହେବ।କମ୍ପ୍ୟୁଟର ଆଧାରିତ (CBT) ମୋଡ୍‌ରେ ହେବ ପରୀକ୍ଷା।କାଲିଠୁ ଆଡମିଟ୍ କାର୍ଡ ମିଳିବା ନେଇ ସୂଚନା ଜାରି ବୋଲି କୁହଯାଇଛି।

Comments (0)
Add Comment