Browsing daily archive

September 2, 2026

ପିକ୍କଅପ ଭ୍ୟାନ ଚଢାଇ ଦେଲା

ମେଣ୍ଢାଶାଳ,୧।୯(ଏସଏସନିଉଜ )ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ ବଜାର ନିକଟରେ ମଙ୍ଗଳବାର ରାତିରେ ଏକ ପିକ୍କଅପ ଭ୍ୟାନ ମଡ଼େଇ ଦେବାରୁ ଜଣେ ସ୍କୁଟି ଚାଳକଙ୍କ ସମେତ ଅନ୍ୟଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି । ପ୍ରକାଶ ଯେ,ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏକ ପିକ୍କଅପ ଭ୍ୟାନଟି ଚନ୍ଦକା ପଟୁ ଆସୁଥିଲା । ସେହି ସମୟରେ ମେଣ୍ଢାଶାଳ ପଟୁ ଏକ ସ୍କୁଟି ଓ ଏକ ମଟର ସାଇକେଲରେ ଦୁଇ ଜଣ ଆସୁଥିଲେ ।ରାସ୍ତାରେ […]

ଦାଢ଼ା ପଞ୍ଚାୟତ ପରିଦର୍ଶନ କଲେ

ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ବିଡ଼ିଓ ଦେବୀପ୍ରସାଦ ମହାନ୍ତି ମଙ୍ଗଳବାର ଦାଢ଼ା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଫେରିଛନ୍ତି।ସେ ମରିଚିଆ ଗ୍ରାମକୁ ଯାଇ ପରିଦର୍ଶନ କରି ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ସେ ନେଇ ତଦାରଖ କରିଥିଲେ। ବିଡ଼ିଓଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ନିରଞ୍ଜନ ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ। ମରିଚିଆ ଗ୍ରାମର ମଡେଲ ସ୍କୁଲ, ଅଙ୍ଗନବାଡି ଓ ମଡେଲ ଖେଳ ପଡିଆର ଉନ୍ନତିକରଣ କିପରି କାର୍ଯ୍ୟକାରି କରାଯାଇ ପାରିବ […]

ମୁକ୍ତାକାଶ କାରାଶ୍ରମରୁ ଲୁଚି ପଳାଇଥିଲେ

ମେଣ୍ଢାଶାଳ,୧।୯(ଏସଏସନିଉଜ)ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ କୌଶଳ ଏୟାର ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ତଥା ଅଭିଯୋଗକାରିଣୀ ସ୍ମିତା ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ୫୬୦/୨୫କେସ ନମ୍ବରରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ସଦର ଥାନା ଅଞ୍ଚଳର ଅଭିଯୁକ୍ତ ୫୮୯/ଏ- ସୁଶାନ୍ତ ଭୋଇ, ଝାରସୁଗୁଡ଼ା ଏସଟି କେସ୍ ନଂ-୩୪/୨୦୦୯, ଆଇପିସିର ଧାରା-୩୦୨ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ କଏଦୀ । ରାଉରକେଲା ସ୍ପେଶାଲ୍ ଜେଲ୍‌ରୁ ସ୍ଥାନାନ୍ତର ହୋଇ […]

ଖାଇବାକୁ ଦେବାବେଳେ କାମୁଡ଼ିଲା ବାଘ!

ଭୁବନେଶ୍ୱର,୧।୯(ଏସଏସନିଉଜ)ନନ୍ଦନକାନନରେ ପୁଣି ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିତାବାଘ ଖୁଆଡରେ କାମ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ ରଞ୍ଜିତ ବେହେରାଙ୍କୁ ବାଘ କାମୁଡି ଦେଇଥିବା ଅଭିଯୋଗ ହୋଇଛି। ଆହତ କର୍ମଚାରୀଙ୍କ ଆଙ୍ଗୁଠିରେ ଗଭୀର କ୍ଷତ ହୋଇଛି ଏବଂ ତାଙ୍କୁ ରାତି ଅଧରେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ହେଲେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜନ୍ତୁ ବିଭାଗଠାରୁ ଆରମ୍ଭ କରି ନନ୍ଦନକାନନ ଉପ-ନିର୍ଦ୍ଦେଶକ ପର୍ଯ୍ୟନ୍ତ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ବାଘ କାମୁଡି […]