Browsing monthly archive

September 2026

ମୁକ୍ତାକାଶ କାରାଶ୍ରମରୁ ଲୁଚି ପଳାଇଥିଲେ

ମେଣ୍ଢାଶାଳ,୧।୯(ଏସଏସନିଉଜ)ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ କୌଶଳ ଏୟାର ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ତଥା ଅଭିଯୋଗକାରିଣୀ ସ୍ମିତା ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ୫୬୦/୨୫କେସ ନମ୍ବରରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ସଦର ଥାନା ଅଞ୍ଚଳର ଅଭିଯୁକ୍ତ ୫୮୯/ଏ- ସୁଶାନ୍ତ ଭୋଇ, ଝାରସୁଗୁଡ଼ା ଏସଟି କେସ୍ ନଂ-୩୪/୨୦୦୯, ଆଇପିସିର ଧାରା-୩୦୨ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ କଏଦୀ । ରାଉରକେଲା ସ୍ପେଶାଲ୍ ଜେଲ୍‌ରୁ ସ୍ଥାନାନ୍ତର ହୋଇ […]

ଖାଇବାକୁ ଦେବାବେଳେ କାମୁଡ଼ିଲା ବାଘ!

ଭୁବନେଶ୍ୱର,୧।୯(ଏସଏସନିଉଜ)ନନ୍ଦନକାନନରେ ପୁଣି ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିତାବାଘ ଖୁଆଡରେ କାମ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ ରଞ୍ଜିତ ବେହେରାଙ୍କୁ ବାଘ କାମୁଡି ଦେଇଥିବା ଅଭିଯୋଗ ହୋଇଛି। ଆହତ କର୍ମଚାରୀଙ୍କ ଆଙ୍ଗୁଠିରେ ଗଭୀର କ୍ଷତ ହୋଇଛି ଏବଂ ତାଙ୍କୁ ରାତି ଅଧରେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ହେଲେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜନ୍ତୁ ବିଭାଗଠାରୁ ଆରମ୍ଭ କରି ନନ୍ଦନକାନନ ଉପ-ନିର୍ଦ୍ଦେଶକ ପର୍ଯ୍ୟନ୍ତ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ବାଘ କାମୁଡି […]

ଆଜିର ରାଶିଫଳ

୨-୯-୨୦୨୬(ବୁଧବାର)ଅଦ୍ଯ ସିଂହ ଦି୧୭ନ, ଭାଦ୍ରବ କୃଷ୍ଣ ପଞ୍ଚମୀ ଦ୧।୩୨ ପ୍ରାଘ୬।୧୧,କ୍ଷୟ ତିଥି ଷଷ୍ଠୀ ଦ୫୫।୫୫ ରାଘ୪।୩୩, ଦ୍ଵିଜା ଘ୫୨।୧୨ ଦିଘ ୨।୨୭,ମେଷ ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ସିଂହ ଦ୨/୪୦/୩୫ ଇଂଘ ୫/୩୪/୧୨ ଗତେ ଉଦୟ।କୁମ୍ଭ ଦ୨/୩/୧୦ ଇଂଘ ୫/୫୮/୪ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ ।ପ୍ରାତଃ ଘ୬।୧୧ଗତେ ପଶ୍ଚିମେ,ରାତ୍ରି ଘ୪।୩୩ ଗତେ ବାୟବ୍ୟେ,ଯାତ୍ରାଦି ଶୁଭକର୍ମ ନାସ୍ତି, ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ମେଷ ରାଶିର ଘାତଚନ୍ଦ୍ର । କର୍କଟରାଶିର ଘାତବାର,ରାତ୍ରି ଘ୨।୨୭ […]