ଆଜିର ରାଶିଫଳ
୨-୯-୨୦୨୬(ବୁଧବାର)ଅଦ୍ଯ ସିଂହ ଦି୧୭ନ, ଭାଦ୍ରବ କୃଷ୍ଣ ପଞ୍ଚମୀ ଦ୧।୩୨ ପ୍ରାଘ୬।୧୧,କ୍ଷୟ ତିଥି ଷଷ୍ଠୀ ଦ୫୫।୫୫ ରାଘ୪।୩୩, ଦ୍ଵିଜା ଘ୫୨।୧୨ ଦିଘ ୨।୨୭,ମେଷ ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ସିଂହ ଦ୨/୪୦/୩୫ ଇଂଘ ୫/୩୪/୧୨ ଗତେ ଉଦୟ।କୁମ୍ଭ ଦ୨/୩/୧୦ ଇଂଘ ୫/୫୮/୪ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ ।ପ୍ରାତଃ ଘ୬।୧୧ଗତେ ପଶ୍ଚିମେ,ରାତ୍ରି ଘ୪।୩୩ ଗତେ ବାୟବ୍ୟେ,ଯାତ୍ରାଦି ଶୁଭକର୍ମ ନାସ୍ତି, ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ମେଷ ରାଶିର ଘାତଚନ୍ଦ୍ର । କର୍କଟରାଶିର ଘାତବାର,ରାତ୍ରି ଘ୨।୨୭ […]