Browsing yearly archive

2026

ଆଜିର ରାଶିଫଳ

ଫେବୃଆରୀମାସ ୦୭ତାରିଖ ୨୦୨୬ ମସିହା (ଶନିବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି-ଷଷ୍ଠୀ ରାତ୍ରିଘ ୦୨/୩୯ ଗତେ ସପ୍ତମୀ,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୨/୫୭ଗତେ ସ୍ଵାତୀ, ସୁର୍ୟୋଦୟ-ପ୍ରାତଃଘ୦୬/୨୪/୧୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୫୫,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୩୯ ଗତେ ବାୟବ୍ୟେ,ବୃଷରାଶିରଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ରାତ୍ରି ଘ ୦୨/୩୯ ଗତେ ଦ୍ଵି ପାଦ ପୁସ୍କରଦୋଷ,କାଳବେଳା-ଦିବା ଘ୦୭/୫୦ମଧ୍ୟେ ଓ ଦିବା ଘ୦୪/୧୪ ଗତେ ଘ୦୫/୨୮ମଧ୍ୟେ,ବାରବେଳା-ଦିବା ଘ୦୧/୨୬ ଗତେ ଘ୦୨/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୦/୨୭ ଗତେ ଘ୦୧/୨୫ମଧ୍ୟେ ଓ ରାତ୍ରି ଘ୦୮/୦୦ଗତେ ଘ୧୦/୨୫ ମଧ୍ୟେ […]

ଆଜିର ରାଶିଫଳ

ଫେବୃଆରୀମାସ ୦୬ତାରିଖ ୨୦୨୬ମସିହା (ଶୁକ୍ରବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୧/୦୬ ଗତେ ଷଷ୍ଠୀ,ନକ୍ଷତ୍ର- ହସ୍ତା ରାତ୍ରି ଘ୧୨/୫୩ ଗତେ ଚିତ୍ରା, ସୁର୍ୟୋଦୟ-ପ୍ରାତଃଘ୦୬/୨୪/୪୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୫,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୧/୦୬ ଗତେ ପଶ୍ଚିମେ,ବୃଷରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁସ୍କର ଦୋଷନାସ୍ତି,କାଳବେଳା ଓ ବାରବେଳା- ଦିବା ଘ୦୯/୦୬ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୦ ମଧ୍ୟେ ଓ ଘ୦୮/୪୭ ଗତେ ଘ୦୯/୦୫ମଧ୍ୟେ ଓ ଘ୦୧/୩୫ ଗତେ ଘ୦୩/୧୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୨୩ ଗତେ […]

ଆଜିର ରାଶିଫଳ

ଫେବୃଆରୀ ମାସ ୦୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟ। ରାତ୍ରି ଘ ୧୨/୪୨ ଗତେ ତୃତୀୟ।,ନକ୍ଷତ୍ର- ମଘା ରାତ୍ରି ଘ୧୦/୪୮ ଗତେ ପୁର୍ବା ଫା,ସୁର୍ୟୋଦୟ-ପ୍ରାତଃଘ୦୬/୨୫/୫୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୫, ଯୋଗିନୀ ଉତ୍ତରେ ରାତ୍ରି ଘ୧୨/୪୨ଗତେ ଅଗ୍ନିକୋଣେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ରାତ୍ରି ଘ୧୨/୪୨ଗତେ ଏକପାଦ ପୁଷ୍କରଦୋଷ, କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୦ ମଧ୍ୟେ,ବାରବେଳା- ଦିବା ଘ୦୭/୪୫ ଗତେ ଘ୦୯/୧୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୧୧ ଗତେ ଘ […]

ଆଜିର ରାଶିଫଳ

ଫେବୃଆରୀମାସ ୦୨ତାରିଖ ୨୦୨୬ମସିହା (ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୧/୫୭ ଗତେ ଦ୍ଵିତୀୟ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୧୧/୩୦ ଗତେ ମଘା,ସୁର୍ୟୋଦୟ-ପ୍ରାତଃଘ୦୬/୨୬/୧୩, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୫୫,ଯୋଗିନୀ ପୂର୍ବେ ରାତ୍ରି ଘ୦୧/୫୭ଗତେ ଉତ୍ତରେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ପ୍ରତିପଦ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୧/୫୭ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୧୨ ମଧ୍ୟେ,ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୩ଗତେ ଘ ୦୧/୩୮ମଧ୍ୟେ ଓ ଘ୦୬/୨୩ ଗତେ […]

ଖଟି କଲେ ହେବ ଆକ୍ସନ୍…

ଭୁବନେଶ୍ୱର,୧।୨(ଏସଏସନିଉଜ)ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ।କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହେବ ଦରମା। ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଆସିଛି ଚିଠି ।ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା।କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ।କ୍ଲାସ୍‌ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍‌ରେ ବ୍ୟସ୍ତ ଥିଲେ।

ପ୍ରଥମ କରି ମା ହେଲା ୱାଲାବି

ଭୁବନେଶ୍ୱର,୩୧।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରଥମ କରି ୱାଲାବି ଏକ ଶାବକକୁ ଜନ୍ମ ଦେଇ ରେକର୍ଡ ସୃଷ୍ଟି କରିଛି।ନୂଆକରି ଚିଡ଼ିଆ ଖାନାକୁ ଆସିଥିବା ଏହି ପ୍ରଜାତି ସଫଳତାର ସହିତ ପ୍ରଜନନ କରିଛି। ଯଦିଓ ଆଗରୁ ନନ୍ଦନକାନନରେ ୧୯୭୩ ମସିହାରୁ ୧୯୭୬ ମସିହା ପର୍ଯ୍ୟନ୍ତ ୱାଲାବି ରହିଥିଲା କିନ୍ତୁ ସେହି ସମୟ ମଧ୍ୟରେ ମା ହେବାର ଷୌଭାଗ୍ୟଅର୍ଜନ କରିପାରିନଥିଲା। କିନ୍ତୁ ଶନିବାର ଦିନ କର୍ମଚାରୀମାନେ ମାଆର ପେଟ ପାଖରେ ଥିବା ଥଳିରେ ଛୁଆଟି ମୁଣ୍ଡ ଦେଖାଇବାରୁୱାଲାବି ଜନ୍ମ ଦେଇଥିବା ନେଇ ନିଶ୍ଚିତ […]

କାହିଁକି ମୁଁହ ଖୋଲୁନାହାନ୍ତି କର୍ତ୍ତୃପକ୍ଷ…

ଭୁବନେଶ୍ୱର,୩୧।୧(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ପ୍ରତି ପୁଣି ଏକ ନୂଆ ବିପଦ ମାଡ଼ି ଆସିଛି। ଗତ ୨୦୧୯ମସିହାରେ ହାତୀ ମଡ଼କ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏବେ ବଉଳା କୁମ୍ଭୀରଙ୍କ ଲଗାତାର ମୃତ୍ୟୁ ସହିତଗୁରାଣ୍ଡୀମାନଙ୍କ ମୃତ୍ୟୁ ପ୍ରାଣୀପ୍ରେମୀ ମାନଙ୍କୁ ବ୍ୟଥିତ କରିଛି । ନନ୍ଦନକାନନ ଜନ୍ତୁ ବିଭାଗର ପରିଚାଳନାଗତ ତୃଟି ଓ ଠିକ୍ ଭାବେ ରୋଗ ଚିହ୍ନଟ କରାଯାଇ ପାରୁନଥିବାରୁ ଏପରି ଅଘଟଣମାନ ଘଟୁଥିବାର ଚର୍ଚ୍ଚା ଜୋର୍ ଧରିଛି।ଏହାପରେ ବି କର୍ତ୍ତୃପକ୍ଷ ମୁଁହ ଖୋଲୁନଥିବା ଘଟଣା ସମସ୍ତଙ୍କୁ […]

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ଚୋରି

କଟକ, ୩୧।୧(ଏସଏସନିଉଜ)ଦିନ ଦିହିପହର ସମୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରିଙ୍କ ଘରୁଚୋରି ହୋଇଥିବାର ଫାଣ୍ଡିରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଚୋର କିମ୍ବା ଚୋରି ସାମଗ୍ରୀ ପାଇପରିନାହି। ପ୍ରକାଶଯେ,ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପଦ୍ମନାଭନଗରରେ ଗୋବିନ୍ଦ ଚନ୍ଦ୍ର ସାହୁ ନାମକ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଦଶବର୍ଷ ଧରି ଘର କରି ପରିବାର ସହିତ ରହିଆସୁଛନ୍ତି। ଗୋବିନ୍ଦ ଚନ୍ଦ୍ର ସାହୁ ଅବସରପରେ ନିକଟରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହୋଇଛନ୍ତି।ସବୁଦିନ […]

ବିଦାୟକାଳୀନ ସଭା

କଟକ,୩୧।୧(ଏସଏସନିଉଜ) ବାରଂଗ କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଶନିବାର ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପିକା ଏବଂ ବିଭାଗୀୟ ମୁଖ୍ୟ ଡକ୍ଟର ଦୀପ୍ତିମୟୀ ସାମଲଙ୍କ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଷ୍ଟାଫ ଆସୋସିଏସନର ସେକ୍ରେଟାରୀ ପ୍ରକାଶ କୁମାର ପରିଡା ଓ କୋଷାଧ୍ୟକ୍ଷ ଦେବପ୍ରକାଶ ପାତ୍ରଙ୍କର ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ପୌରହିତ୍ୟ କରିଥିବା ବେଳେ ପ୍ରାଧ୍ୟାପକ ଅନୀଲ କୁମାର ପାଢୀ ସଂଯୋଜନା କରିଥିଲେ । ଡକ୍ଟର ସାମଲଂକ ଦୀର୍ଘ ଏକ […]

ଦିନିକିଆ ସେମିନାର

ଭୁବନେଶ୍ଵର,୩୧।୧(ଏସଏସନିଉଜ)ବାରଙ୍ଗ କୁଞ୍ଜ ବିହାରୀ କଲେଜରେଖୋର୍ଦ୍ଧାର ଅର୍ଥନୀତି ବିଭାଗ ଆୟୋଜନରେ ଭାରତରେ ନାରୀଙ୍କ ବିରୋଧରେ ଅପରାଧ ଓ ଆର୍ଥିକ ବିକାଶ ଶୀର୍ଷକ ଏକ ସେମିନାର ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ସେମିନାରରେ କଟକ ରେଭେନ୍‌ସହ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସହାୟକ ପ୍ରାଧ୍ୟାପକ ଡ଼ଃ କୃତ୍ତି ରଞ୍ଜନ ପଳ୍ଟାସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀଙ୍କ ବିରୋଧରେ ଅପରାଧ ଓ ଭାରତର ଆର୍ଥିକ ବିକାଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ବିଷୟରେ ଆଲୋଚନା କରି ଲିଙ୍ଗ ସମବେଦନଶୀଳ ନୀତି ଓ […]