Browsing yearly archive

2026

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳନୃତ୍ୟ ମନା

ଭୁବନେଶ୍ୱର,୨।୧(ଏସଏସନିଉଜ)ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି।

ଆଜିର ରାଶିଫଳ

ଜାନୁଆରୀମାସ ୦୨ତାରିଖ ୨୦୨୬ମସିହା(ଶୁକ୍ରବାର)ପୌଷ ମାସ- ଶୁକ୍ଳପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୭/୦୨ ଗତେ ପୁର୍ଣିମା ,ନକ୍ଷତ୍ର-ମୃଗଶିର। ରାତ୍ରି ଘ୦୮/୪୮ ଗତେ ଆର୍ଦ୍ରା ,ଚନ୍ଦ୍ର- ବୃଷ ଦିବା ଘ ୧୦/୦୭ ଗତେ ମିଥୁନ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୩୪ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୦୨ ଗତେ ବାୟବ୍ୟେ ,କନ୍ୟା ରାଶି ର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଅଦ୍ୟ ପୁସ୍କର ଦୋଷ ନ।ସ୍ତି ,କାଳବେଳା […]