ଆଜିର ଅନୁଚିନ୍ତା

 ତାରିଖ - ୧୭:୦୬:୨୦୨୧(ଗୁରୁବାର)

➡️ଯେଉଁଲୋକ କଷ୍ଟ ବୁଝିପାରନ୍ତି ସେମାନେ କେବେବି କଷ୍ଟର କାରଣ ହୁଅନ୍ତି ନାହିଁ। ➡️ପବନ ଯେତେ ପ୍ରଖର ହେଲେ ମଧ୍ୟ୍ ପାହାଡର କୌଣସି କ୍ଷତି କରିପାରେନା,
ଠିକ୍ ସେହିପରି ନିନ୍ଦା ହେଉକି ପ୍ରଶଂସା ଜ୍ଞାନୀ ଗୁଣୀଙ୍କ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ ।
➡️ନିଜେ ନିଜ ଉପରେ ବିଶ୍ୱାସ ରଖନ୍ତୁ, ଭଗବାନ ନିଶ୍ଚୟ ସହାୟ ହେବେ। ଲୋକେ ତ କିଛି ନା କିଛି କହିବେ, ତାଙ୍କର କାମ ହେଲା କହିବା।
➡️ତୁମକୁ ଏ ଦୁନିଆରେ ତୁମର ଭାଗ୍ୟ ନିଜେ ହିଁ ଲେଖିବାକୁ ପଡିବ କାରଣ ଏହା ଚିଠି ନୁହେଁ ଯାହାକୁ ତୁମେ ଅନ୍ୟମାନଙ୍କ ଦ୍ୱାରା ଲେଖାଇ ଦେବ।
➡️ବିଶ୍ବାସ କର ବା ନ କର, ଏହା ହିଁ ବାସ୍ତବ
ଯାହା ପାଇଁ ତୁମେ ଦିନ ପରେ ଦିନ Sacrifices କରିବ ଦିନେ ସେହି ତୁମକୁ ଅପମାନ କରିବ , ଆଉ ତୁମ ଅବଦାନକୁ ଭୁଲିଯିବ ।
ଆଜିର ସୁବିଚାର

? ” ମଣିଷ ” ଦୁଇଟି ଜିନିଷ କେବେବି ଭୁଲେନି । ବାହାର ଲୋକୋଠୁ ମିଳିଥିବା ” ସମ୍ମାନ ” ଆଉ ନିଜ ଲୋକୋଠୁ ମିଳିଥିବା ଅପମାନ ।।
?ବାପା-ମା ଯେତେବେଳେ ଫୋନ କରିବେ, ହଜାରେ ବ୍ୟସ୍ତ ଥିଲେ ମଧ୍ୟ Call କାଟିବନି କାରଣ ବାପା-ମା ଙ୍କ Call ମାନେ ଭଗବାନଙ୍କ ଆଶୀର୍ବାଦ ।।
?ସ୍ୱାର୍ଥପର ଆଉ କେହି ନୁହେଁ ଖୁବ ନିଜର ଆଉ ଚିହ୍ନାଜଣା ମଣିଷମାନେ ହିଁ ହୋଇଥାନ୍ତି ।।
?ସାଙ୍ଗରେ ରହି କି ଯିଏ ଛଳ କରେ ତା ଠାରୁ ବଡ ଶତ୍ରୁ ଆଉ କେହି ନାହିଁ । ମୁଁହ ଆଗରେ ଯିଏ ତୁମର ଖରାପ ଗୁଣ କହେ ତାଠାରୁ ବଳି ଆଉ କେହି ମିତ୍ର ନାହିଁ ।।
?ଆଶାରେ ହିଁ ଜଣେ ବ୍ୟକ୍ତି ଅଗ୍ରସର ହୋଇଥାଏ, ତେଣୁ ନିରାଶାକୁ ପ୍ରତ୍ୟେକ ବ୍ୟକ୍ତି ନିଜଠାରୁ ଦୁରେଇ ରଖନ୍ତୁ ।।
?ଶୁଭ ସକାଳ?ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?? ଜୟ ଜଗନ୍ନାଥ??

Comments (0)
Add Comment