➡️ଖାଦ୍ୟକୁ ସ୍ବର୍ଗକୁ ପଠେଇବାର ସୁବିଧା ନାହିଁ,ବାପା ମାଆ ବଞ୍ଚି ଥାଉ ଥାଉ ଯାହା ଭଲରେ ମୁଠେ ଖାଇବାକୁ ଦିଅ, ମରିଗଲା ପରେ ଖିରି, ପୁରି ଓ ସୁସ୍ବାଦୁ ଖାଦ୍ୟ ଦେଇ ଭୋଜି ଭାତ କରିବା ବେକାର ।
➡️ସିଂହ ଆଗକୁ ଡେଇଁବା ପାଇଁ ଗୋଟିଏ ପାଦ ପଛକୁ ଯାଏ, ତେଣୁ ଯଦି ଜୀବନ ତୁମକୁ ପଛକୁ ଠେଲିଦିଏ ତେବେ ଭୟଭୀତ ହୁଅ ନାହିଁ, କାରଣ ଜୀବନ ତୁମକୁ ଆଗକୁ ଡେଇଁବାକୁ ପ୍ରସ୍ତୁତ କରୁଛି ।
➡️ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ ତେଣୁ ପ୍ରତ୍ୟେକ ସକାଳୁ ଜିତିବାର ଇଛା ନେଇ ଆଗକୁ ବଢନ୍ତୁ ।
➡️ଅହଂକାରୀ ମଣିଷର ଆଖି ନିଜ ବ୍ୟତୀତ ଆଉ କିଛି ଦେଖି ପାରେ ନାହିଁ !!
➡️ଘର ତିଆରି ପାଇଁ Time ଲାଗେ କିନ୍ତୁ ଭାଙ୍ଗିବାକୁ Time ଲାଗେ ନାହିଁ,
ବନ୍ଧୁ ବହୁ କଷ୍ଟରେ ମିଳେ କିନ୍ତୁ ଶତୃ ହେବାପାଇଁ Time ଲାଗେ ନାହିଁସମ୍ପର୍କ ଗଢିବା ପାଇଁ ଜୀବନ ବିତିଯାଏ କିନ୍ତୁ ବିଗାଡିବା ପାଇଁ Time ଲାଗେ ନାହିଁ ମଣିଷକୁ ଛୋଟ…
ସନ୍ଥବାଣୀ
?ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ, ଯିଏ ଅପମାନ ହେଲାପରେ ବି ରାଗେନାହିଁ, ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ ।
?ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ ଗତିବିଧିକୁ ଠିକ ଭାବେ ଠଉରାଇ ପାରିଥାଏ। ଅବଶ୍ୟ ଅନେକ ସମୟରେ କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି।
?ଜୀବନରେ ସୁଖଶାନ୍ତି ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ.. ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି.. ଏହାକୁ ଯିଏ ପାଇଛି ସେ ସୁଖଶାନ୍ତି ରେ ରହିଛି ।
?ଘରେ ଆପଣ ଠାକୁର ପୁଜା କରୁଛନ୍ତି ଯଦି ଆପଣ ଯୁଡାଏ ଶଙ୍ଖ ଠାକୁରଙ୍କ ପାଖରେ ରଖି ପୂଜା କରନ୍ତୁ, ଏମିତି କରିଲେ ଘରର ବହୁତ୍ ଶୁଭ ହୁଏ ।
?ଯେତେ ତୀର୍ଥ ଜାଗାକୁ ଗଲେବି, ଯେତେ ଭକ୍ତିରେ ପୂଜା କରିଲେବି, ଯଦି କର୍ମ ଓ ବ୍ୟବହାର ଭଲଥାଏ, ତେବେ ସେଗୁଡ଼ିକର କିଛିବି ମହତ୍ୱ ରହିବ ନାହିଁ ।
ଓଁ ନମଃ ଗଣନାୟକ.ଶୁଭ ସକାଳ.ମୋର ପ୍ରିୟ ସାଥୀ ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।