ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ

ଭୁବନେଶ୍ୱର,୧୪/୧୦(ଏସଏସନିୟୁଜ)ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ ଓ ପାଠପଢ଼ା ଅଫଲାଇନରେ କରାଯିବାନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।କରୋନା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ବନ୍ଦ ରହିଥିବାବେଳେ ନବମ, ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କ୍ଲାସ ଖୋଲାଯାଇଛି ।

Comments (0)
Add Comment