Browsing author

SATYA SANDHANA DESK

ଆଜିର ସନ୍ଥବାଣୀ

☯ପୃଷ୍ଠ ଭୂମି☯ ?ଲୋକଙ୍କର “ଘୃଣା” କୁ ପସନ୍ଦ କରିବା, କିନ୍ତୁ ଲୋକଙ୍କ ଦେଖାଣିଆ ଅତ୍ମୀୟତା ଓ ସହାନୁଭୂତି ଠାରୁ ସର୍ବଦା ଦୁରେଇ ରହିବା ?ଯଦି କାହା ସହିତ ସମ୍ପର୍କ ଶେଷ ହୋଇଯାଏ ତେବେ ତାଙ୍କ ଗୋପନ କଥା ଗୁଡିକ ସବୁବେଳେ ଗୋପନ ହିଁ ରଖିବା ! ?କିଛି ସମ୍ପର୍କ ଏଥିପାଇଁ ଭାଙ୍ଗିଯାଏ,କାରଣ ସେଥିରେ ଜଣେ ଅପେକ୍ଷା କରିଥିବା ବେଳେ ଅନ୍ୟ ଜଣେ ତାକୁ ଗୁରୁତ୍ୱ ଦେଇ ନଥାଏ ! ?ସୁଖ ବାହାରୁ ମିଳିବା ଜିନିଷ ନୁହେଁ,କିନ୍ତୁ ଅହଙ୍କାର […]

୨୨ ବର୍ଷ ପରେ ମାମଲାର ତଦନ୍ତ ଶେଷ କଲା ସିବିଆଇ

୧. ଆଜି ଜଗତସିଂହପୁର ଓ ସୋନପୁରରେ କରୋନା ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ତେବେ ଆଜି ୩୮୩ଟି ଅଧିବେଶନରେ ଟିକାକରଣ ଅନୁଷ୍ଠିତ ହେବ । ୨. ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୫୫୭ । ଅତ୍ୟଧିକ ସଂକ୍ରମିତ ୫ ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଅନୁଗୁଳ ଓ ବାଲେଶ୍ୱର । ୩. ରାଜ୍ୟରେ ଏ ପର‌୍ୟ୍ୟନ୍ତ ୨୨ ଲକ୍ଷ ଲୋକ […]

ଆଜିର ରାଶିଫଳ

ମଇ ମାସ ୧୩ ତାରିଖ ୨୦୨୧ ମସିହା(ଗୁରୁବାର)ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା,ବିଛା ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ଭକ୍ଷଣ ନିଷେଧ। ମେଷ-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:- ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ […]

ବାରଙ୍ଗରୁ ୩୪ ନୂତନ ଆକ୍ରାନ୍ତ ଚିହ୍ନଟ

ବାରଙ୍ଗ ,୧୨/୫(ଏସଏସନିୟୁଜ)ବାରଙ୍ଗବ୍ଲକ ର ବିଭିର୍ଣଗ୍ରାମରେ ମଙ୍ଗଳବାରଦିନ୮ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବୁଧବାର ସଂଖ୍ୟା ୩୪ରେ ପହଁଚିଛି ।ଚିହ୍ନଟ ହୋଇଥିବା ଏହି ନୂତନ ସଂକ୍ରମିତ ଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୩୪ ଆକ୍ରାନ୍ତ ଥିବା ବିଡ଼ିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।ବେଲଗଛିଆ ପଞ୍ଚାୟତ ରୁ ୨,ଖଲର୍ଦା ପଞ୍ଚାୟତରୁ ୨,କୁହ୍ନେଇପଡ଼ା ପଞ୍ଚାୟତ ରୁ ୧,କୁରାଙ୍ଗ ପ୍ରଧାନ ପଞ୍ଚାୟତ ରୁ ୧,କୁରାଙ୍ଗ ଶାସନ ପଞ୍ଚାୟତ ରୁ ୨,ମଧୁପୁର ପଞ୍ଚାୟତ ରୁ ୨,ନରାଜ ମାର୍ଥାପୁର ପଞ୍ଚାୟତ ରୁ ୨,ରାମଦାସପୁର ପଞ୍ଚାୟତ ରୁ […]

ବେଆଇନ ପାଣି ବଟେଲିଂ କମ୍ପାନୀ ଠାବ

ସାକ୍ଷୀଗୋପାଳ,୧୨/୫(ଏସଏସନିୟୁଜ) ଲକଡାଉନ ସମୟରେ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା ଓ ପୁଲିସ କର୍ମଚାରୀମିଶି ଲୋକମାନଙ୍କୁ ସଚେତନତା କରାଉଥିବାବେଳେ ବେଆଇନଭାବେ ଏକ ପାଣି ବଟେଲିଂ କମ୍ପାନୀ ଚାଲୁଥିବାର ଖବର ପାଇଥିଲେ ।ସେଠାରେ ପହଁଚି କମ୍ପାନୀ ଚଲାଇବାପାଇଁ ଆବଶ୍ୟକୀୟଥିବା ସରକାରଙ୍କ ଅନୁମତିପତ୍ର କମ୍ପାନୀ କର୍ତୁପକ୍ଷ ଦେଖାଇପାରିନଥିଲେ ।ବିନା ଅନୁମତିରେ ବେଆଇନଭାବେ ବିଭିନ୍ନ କମ୍ପାନୀର ବୋତଳରେ ପାଣି ଭତ୍ତିକରି ବିକ୍ରି କରାଯାଉ ଥିବାରୁ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆ୍‌ଯିବବୋଲି ବିଡିଓ କହିଛନ୍ତି ।

ବିନା ପରିଚୟପତ୍ରରେ ବି ହୋଇପାରିବ ଟିକାକରଣ

ଭୁବନେଶ୍ୱର,୧୨/୫(ଏସଏସନିୟୁଜ) ପରିଚୟ ପତ୍ର ନଥିଲେ ବି ହୋଇପାରିବ ଟିକାକରଣ । ପରିଚୟ ପତ୍ର ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ)ଙ୍କ ଚିଠି ଲେଖିଲେ ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଟିକାକରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ସାଧୁସନ୍ଥ, ଭିକାରୀ, କଏଦୀ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଖରେ କୌଣସି […]

୩ଘଂଟାରେ ୧୩୦କିଲୋମିଟର ସାଇକେଲରେ ଆସିଲେ ବୃଦ୍ଧ

ଭୁବନେଶ୍ୱର,୧୨/୫(ଏସଏସନିୟୁଜ) ପତ୍ନୀଙ୍କ ମୃତ୍ୟୁ ହେଲା ।ଦୁରରେ ରହୁଥିବା ସ୍‌ାମୀଙ୍କ ପାଖକୁ ଖବର ପହଁଚିଲା ।ମୃତ୍ୟୁଖବର ପାଇ ଅସିବାକୁ ଚାହୁଁଥିଲେ ମଧ୍ୟ କୈାଣସି ସୁବିଧା ମିଳିନଥିଲା ।ବାଧ୍ୟହୋଇ ସାଇକେଲ ଧରି ବାହାରିଥିଲେ ରବି ଶଙ୍କର । ମଧ୍ୟପ୍ରଦେଶର ଅଗର ମାଲୱାରେଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କ ମୃତ୍ୟୁ ଖବରପାଇ ରାତାରାତି ସାଇକେଲ ଚଳାଇ ଆସିଥିଲେ ।କରୋନା ଅବଧି ସମୟରେ ଲୋକମାନେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବୃଦ୍ଧ ରବି ଶଙ୍କର ପାନୱାରଇନ୍ଦୋର ଠାରୁ ୧୦ […]

ସଞ୍ଜୟ କୁମାର ସିଂ ହେଲେ ବିଏମସି କମିଶନର

ଭୁବନେଶ୍ୱର,୧୨/୫(ଏସଏସନିୟୁଜ) ବଦଳିଲେ ବିଏମସିର ନୁଆ କମିଶନର ।ନୁଆ କମିଶନର ହେଲେସଞ୍ଜୟ କୁମାର ସିଂ ।ଏହାସହ ସେ ବିଡିଏ ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ରେ ରହିବେ । ସେ୧୯୯୭ ବ୍ୟାଚ୍‌ର ଆଇଏସ ଅପିସର ଅଟନ୍ତି ।ତେବେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡି ଭାବେ ନିଯୁକ୍ତ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ, ଡ. କ୍ରିଷନ କୁମାରଙ୍କୁ ଇଡ୍‌କୋ ସିଏମ୍‌ଡି […]

ଆଜି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ, ମୃତ୧୭

ଭୁବନେଶ୍ୱର/୧୨/୫(ଏସଏସନିୟୁଜ) ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ କରୋନା ସଂକ୍ରମିତଙ୍କମଧ୍ୟରୁ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ୪୮୩୩ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କମଧ୍ୟରେ ଖୋର୍ଦ୍ଧା ରୁ ୧୫୩୯ ସୁନ୍ଦରଗଡରୁ ୯୬୪, କଟକରୁ ୮୮୫, ଅନୁଗୁଳରୁ ୫୩୯, ସମ୍ବଲପୁରରୁ ୪୫୪, ବରଗଡରୁ ୪୩୧, ବଲାଙ୍ଗିରରୁ ୪୨୬, ପୁରୀରୁ ୩୯୮, ଝାରସୁଗୁଡାରୁ ୩୮୦, ନୂଆପଡାରୁ ୩୭୮, କଳାହାଣ୍ଡିରୁ ୩୭୦, ଯାଜପୁରରୁ ୩୪୯, ନବରଙ୍ଗପୁରରୁ ୩୩୫, ଷ୍ଟେଟପୁଲରୁ ୩୩୨, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ […]

ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି

ସକାଳର ଖବର,ତାରିଖ : ୧୨/୦୫/୨୦୨୧,ବୁଧବାର ୧-ଷୋହଳ ଜିଲ୍ଲାରେ RT-PCR ଟେଷ୍ଟ ସେଣ୍ଟର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୨-ଟିକା ଯୋଗାଇବାରେ ବିଫଳ ହେଲେ କେନ୍ଦ୍ର ସରକାର । ବିଦେଶରୁ ଟିକା କିଣିବ ଓଡିଶା । ଗ୍ଲୋବାଲ ଟେଣ୍ଡର ପାଇଁ ହେଲା ସଂକଳ୍ପ । ୩-କରୋନା ମୁକାବିଲା କରିବା କ୍ଷେତ୍ରରେ WHO ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ । ୪-ସ୍ଥଗିତ ରହିଥିବା ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ […]