Browsing author

SATYA SANDHANA DESK

ରାସ୍ତାକୁ ଓହ୍ଲାଇଲେ ମାଟ୍ରିକ ବିଦ୍ୟାର୍ଥୀ।

୧-ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ,ଗୋସାଗରେଶ୍ୱର ଛକ ସ୍କୁଲ ନିକଟରେ ଅଟକିଲା ରୁକୁଣା ରଥ, ଅନ୍ଧାର ହେବାରୁ ରଥ ଟାଣିବା ପାଇଁ ଅମଙ୍ଗ ହେଲେ ଖରଡ଼ା ସେବାୟତ। ୨-ଘଟଗାଁ:ଶନିବାର, ରବିବାର ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୩-କଟକରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା, କଟକଣା ଜାରି କଲା ସିଏମ୍‌ସି। ୪-ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା। ୫-ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଗ୍ରହଣ କଲା କେନ୍ଦ୍ର: ଏଣିକି […]

ଆଜିର ଅନୁଚିନ୍ତା

➡️”ଗାଈ ଯାହା ଖାଇଲେ ମଧ୍ୟ କ୍ଷୀର ଦେଇଥାଏ । କ୍ଷୀରରୁ ଅନେକ ସୁମିଷ୍ଟ ଖାଦ୍ୟ, ମିଷ୍ଟାନ୍ନ ତିଆରି ହୋଇଥାଏ । ଜ୍ଞାନୀ ବିଦ୍ବାନ ଯାହା କରନ୍ତୁ ସେଥିପ୍ରତି ଧ୍ୟାନ ନଦେଇ ତାଙ୍କର ଜ୍ଞାନଗାରିମାକୁ ବିଚାର କରିବା ଆବଶ୍ୟକ !! ➡️”ମଣିଷ ଯେଉଁମାନଙ୍କ ସହିତ ରହିବ ତା ଉପରେ ସେଇମାନଙ୍କର ପ୍ରଭାବ ପଡିବ । ଯେମିତି ବୀଜରୁ ଫସଲର ସ୍ଥିତି କଳନା କରାଯାଇ ପାରେ ଠିକ୍ ସେଇପରି ଭଲ ବନ୍ଧୁ ସଂସର୍ଗରେ ଜଣେ ଭଲ ଏବଂ ଖରାପ ବନ୍ଧୁ […]

ଆଜିର ରାଶିଫଳ

ଏପ୍ରିଲ ମାସ ୨୧ ତାରିଖ ୨୦୨୧ ମସିହା(ବୁଧବାର)ଚୈତ୍ର ମାସ-ଶୁକ୍ଳପକ୍ଷ,ତିଥି-ନବମୀ ,ନକ୍ଷତ୍ର- ପୂଷ୍ୟା, କର୍କଟ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଲ।ଉ ଭକ୍ଷଣ ନିଷେଧ । ପବିତ୍ର ଶ୍ରୀରାମନବମୀ । ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ,ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। […]

  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର,୨୦/୪(ଏସଏସନିୟୁଜ) କରୋନାର ଦ୍ୱିତୀୟ ଲହର ଅନ୍ୟ ରାଜ୍ୟରେ ସାଂଘାତିକ ସ୍ଥିତି ଉତ୍ପନ୍ନ କରିଥିବା ବେଳେ ରାଜ୍ୟଗୁଡିକରେ ଲକଡାଉନ ଲାଗୁ ହେବାରୁ ପ୍ରବାସୀମାନେ ରାଜ୍ୟକୁ ଫେରିବାର ସମ୍ଭାବନା ରହିଛି ।ଏହାସହ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଧେôଧିରେ ବଡିବାରେ ଲାଗିଛି ।ଏହାକୁ ମୁକାବିଲା କରିବାପାଇଁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି ।ଏହାଭିତରେ ଆଜି କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହେଲାଣି, ପ୍ରବାସୀ ଫେରିପବାର ସମ୍ଭାବନା ଥିବାରୁ […]

ଆଜି ଭୁବନେଶ୍ୱରରୁ ୫୮୧ ପଜିଟିଭ

ଭୁବନେଶ୍ୱର,୨୦/୪(ଏସଏସନିୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ୫୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୧୧୧ ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୪୭୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ଅଂଚଳରୁ ସର୍ବାଧିକ ୩୮ ଜଣ. ,ଚନ୍ଦ୍ରଶେଖରପୁରରୁ ୨୨ ଜଣ. ଓଲଡ୍ ଟାଉନରୁ ୩୫ ଜଣ ,ଖଣ୍ଡଗିରି ଅଂଚଳରୁ ୨୯ ଜଣ, ନୟାପଲ୍ଲୀରୁ ୨୪ ଜଣ, ଲକ୍ଷ୍ମୀସାଗର ଅଂଚଳରୁ ୧୯ ଜଣଟଙ୍କପାଣି ରୋଡରୁ ୨୬ ଜଣ ,ସୈନିକ ସ୍କୁଲ ଅଂଚଳରୁ ୧୫ ଜଣ […]

ରାଜଧାନୀର ବନ୍ଦ ରହିବ ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,୨୦/୪(ଏସଏସନିୟୁଜ) ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଭକ୍ତ ମାନେ ଏଣିକି କୌଣସି ଧାର୍ମିକ ଅନୁଷ୍ଠାନକୁ ଯାଇପାରିବେ ନାହିଁ ଓ ସେମାନଙ୍କ ପ୍ରବେଶ ଉପରେ ରୋକ ଲଗାଇଛି ବିଏମସି । କେବଳ ମାତ୍ର ନୀତିକାନ୍ତି ହେବାକୁ ନେଇ ଅନୁମତି ଦିଆଯାଇଛି । କରୋନାର ପ୍ରଭାବ ଏବେ ଧର୍ମାନୁଷ୍ଟାନ ଉପରେ ପଡିଛି ।ଗତବର୍ଷ ପ୍ରଥମଲହର […]

ନବୀନନିବାସ ଆଗରେ ଧାରଣାଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୦/୪(ଏସଏସନିୟୁଜ) ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନବୀନ ନିବାସ ଆଗରେ ପ୍ରତିବାଦ କରିଚନ୍ତି । ଆଜି ରାଜଧାନୀର ୧୫ଟି ସରକାରୀ ସ୍କୁଲର ପ୍ରାୟ ୫୦ରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ଆଜି ଛାତ୍ରଛାତ୍ରୀମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟି ଦାବି ଜଣାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ପାଖରୁ ସନ୍ତୋଷ ଜନକ ଉତ୍ତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ […]

ରାଗିଣି ଓ ଭିକିର ନୁଆ ଠିକଣା ହେବ…

ବାରଙ୍ଗ,୨୦/୩(ଏସଏସନିୟୁଜ)ଆଉ କେଇଘଂଟା ପରେ ରାଗିଣି ଓ ଭିକିର ନୁଆ ଠିକଣା ପାଲଟିବାକୁ ଯାଉଛି ।ଭିକି ଓ ରାଗିଣି ହେଉଛନ୍ତି ନନ୍ଦନକାନନର ଆକର୍ଷଣୀୟ ବାଘ ଓ ବାଘୁଣି ।ଭିକି ହେଉଛି କଳାଲୋମଯୁକ୍ତ ବାଘ ଓ ରାଗିଣି ହେଉଛି ଧଲାରଙ୍ଗର । ରାଗିଣି ଓ ଭିକି କୁ ମିଶାଇ ୧୩ଟିପଶୁପକ୍ଷୀ ମଧ୍ୟପ୍ରଦେଶ ଇନ୍ଦୋର କମଳା ନେହେରୁ ପାର୍କକୁ ଯିବେ ।ଏଥିପାଇଁ ନନ୍ଦନକାନନରେ ସଜବାଜ ଆରମ୍ଭ ହୋଇଯାଇଛି । ପଶୁପକ୍ଷୀ ଅଦଳବଦଳ ପ୍ରକିୟାରେ ଏମାନେ ମଧ୍ୟପ୍ରଦେଶ ଯାଉଥିବାବେଳେ ଏହାର ପ୍ରତିବଦଳରେ ମଧ୍ୟପ୍ରଦେଶରୁ […]

ଚିନ୍ତାବଢାଇଲାଣି କୁମ୍ଭମେଲା ଫେରନ୍ତା

କଟକ ,୨୦/୪(ଏସଏସନିୟୁଜ) କରୋନା କୁ ନେଇ ରାଜ୍ୟରେ ଚିନ୍ତା ବଢୁଥିବାବେଳେ ପୁଣି ଚିନ୍ତାବଢାଇଲାଣି କୁମ୍ଭମେଲାରୁ ଫେରନ୍ତା ଶ୍ରଦ୍ଧାଳୁ ।କୁମ୍ଭମେଳାରୁ ଫେରି କଟକ ରେଲ୍‌ୱେ ଷ୍ଟେସନରେ ଓହ୍ଲାଇଥିବା ୩୦ଜଣଙ୍କ ମଧ୍ୟରୁ ୧୩ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ ରଖା ଯାଇଛି। ଆଜି ୨ଟି ଟ୍ରେନ୍‌ରେ କୁମ୍ଭମେଳା ଫେରନ୍ତା ଆସିବେ।ଫଳରେ କଟକ ରେଲ୍‌ୱେ ଷ୍ଟେସନରେ କୋଭିଡ ଟେଷ୍ଟ ଲାଗି ବ୍ୟବସ୍ଥା କରା ଯିବା ସହ ସିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ଏହାପଉରେ ତିକ୍ଷଣ ଦୃଷ୍ଟି ରଖିଥିବାର ଜଣାପଡିଛି […]

ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ,୨୦/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CISCE(Council for the Indian School Certificate Examinations) ICSE(Indian School Certificate Examinations) ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି ।। ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ କାରିବା ସହ ଆଇସିଏସଇ ଦଶମ ପରୀକ୍ଷା ବାତିଲ ନେଇ ସିଆଇଏସସିଇ ନିଷ୍ପତ୍ତି ନେଇଛି । ଏଥିସହିତ ଆଇଏସସି ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇ ଏକାଦଶ ଶ୍ରେଣୀରେ ନାମ ଲେଖା ଲାଗି ସ୍କୁଲଗୁଡିକୁ ନିର୍ଦ୍ଦେଶ […]