Browsing author

SATYA SANDHANA DESK

ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର,୧୫/୪(ଏସଏସନିୟୁଜ) ରାଜ୍ୟରେ ଦିନକୁଦିନ କରୋନା ସଂକ୍ରମଣ ବଢୁଥିବାବେଳେ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁକରିଛନ୍ତି ରାଜ୍ୟସରକାର । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ୍ରେ ନାଇଟ୍ କର୍ଫ୍ୟୁ ବିଷୟରେ ସୂଚନା ଦେଇଛନ୍ତି ।ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଆଦି ୧୦ ଜିଲ୍ଲାର ସହରାଞ୍ଚଳରେ ସଂଧ୍ୟା ୬ରୁ ସକାଳ ୫ ନାଇଟ କର୍ଫ୍ୟୁ। ଅନ୍ୟ ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ଟା ଯାଏ ଲାଗୁ ହେବ […]

ଆଖଣ୍ଡଳମଣୀ ମନ୍ଦିରରେ ଦୁଇଦିନ ଭକ୍ତଙ୍କ ଦର୍ଶନ ବନ୍ଦ

ଭଦ୍ରକ,୧୫/୪(ଏସ୍‌ଏସ୍‌ନିୟୁଜ) ୨ ଦିନ ପାଇଁ ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ। ଅର୍ଥାତ ଆଜିଠାରୁ ୧୭ତାରିଖ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଜଣେ ସେବାୟତଙ୍କର କରୋନା ପଜିଟିଭ୍ ବାହାରିବା ପରେ ଏଭଳି ନିଷ୍ପତି ନେଇଛି ଜିଲ୍ଲାପ୍ରଶାସନ ।ଏହାଭିତରେ ସେବାୟତଙ୍କ କରୋନା ଟେଷ୍ଟ ସହ ମନ୍ଦିର ଚତୁପାର୍ଶ୍ୱ ସାନିଟାଇଜିଂ କରାଯିବ ବୋଲି ଜଣାପଡିଛି ।ସାଧାରଣଭକ୍ତଙ୍କ ଦର୍ଶନ କୁ ବନ୍ଦ କରାଯାଇଥିବା ନିଷ୍ପତି କୁ ବିରୋଧ କରି ସେବାୟତମାନେ ଧାରଣା ଦେଇଥିବାର ଜଣାପଡିଛି […]

୧୯ ଠାରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ,ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୫/୪(ଏସଏସନିୟୁଜ).ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ଗ୍ରହଣ […]

ଆଜିର ଅନୁଚିନ୍ତା

➡️ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତା\’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ୟବହାର କରିଥାଏ । ➡️ଯେବେ ମନ ଦୁଃଖରେ ଥାଏ ସମସ୍ତେ ପଚାରି ନିଅନ୍ତି ମନ କାହିଁକି ଦୁଃଖ ଅଛି କିନ୍ତୁ ସେହି ଲୋକ ପଚାରି ନଥାଏ ଯାହା ପାଇଁ ମନ ଦୁଃଖରେ ଥାଏ । ➡️ ବର୍ଷା ଛାଡିଗଲା ପରେ ଛତା ଯେମିତି ବୋଝ ପରି ଲାଗେ ଠିକ୍ ସେହିପରି ମଣିଷର ସ୍ବାର୍ଥ ହାସଲ […]

ଆଜିର ରାଶିଫଳ

ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]

ମା ହେଲା ମେଘା

ବାରଙ୍ଗ-୧୪/୪(ଏସଏସଏନ୍)ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ଅନେକ ସମୟରେ ଖାଦ୍ୟଅଭାବ କୁ ନେଇ ବିଭିନ୍ନ ନୀରିହ ଜୀବଜନ୍ତୁ ନିଜନିଜ ଭିତରେ ମାରପିଟ୍ ହୋଇ କାହାର ଜୀବନ ଯାଉଛି ତ ଆଉ କିଏ ଅସୁସ୍ଥ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ପଶୁପ୍ରେମୀଙ୍କ ମନରେ ଦୁଖଃର ବାତାବରଣ ସୃଷ୍ଟି ହେଉଥିବା ବେଳେ ଆଜି ସକାଳ ସମୟରେ ପ୍ରାଣୀଉଦ୍ୟାନରେ ରହୁଥିବା ବାଘୁଣୀ ମେଘା ୩ଟି ଶାବକ ଜନ୍ମ ଦେଇଛି । ଏହି ଖବର ଶୁଣିବା ପରେ କର୍ମଚାରୀଠୁ ଆରମ୍ଭ କରି […]

ଆଜିର ଅନୁଚିନ୍ତା

➡️ମନ ପବିତ୍ର ହେଲେ ଗୋବରଗଡିଆ ଗଙ୍ଗା ! ଧନ ନୁହେଁ ବରଂ ଗୁଣର ଆଦର ସବୁଠି ହୋଇଥାଏ ! ➡️ଅଯୋଗ୍ୟକୁ ଯୋଗ୍ୟ ବନେଇବା ସହଜ କିନ୍ତୁ ବିଶ୍ବାସ ଘାତିକୁ ପୁଣି ଥରେ ବିଶ୍ବସ୍ତ ବନେଇବା ବହୁତ କଷ୍ଟ ➡️ ଯିଏ ଦୁଃଖ ବେଳେ ଉଦବେଗ ପ୍ରକାଶ କରେନାହିଁ କି ସୁଖ ବେଳେ ଆତ୍ମହରା ହୋଇପଡେ ନାହିଁ, ସେ ହିଁ ବାସ୍ତବରେ ସୁଖୀ । ➡️ଯେତେବେଳେ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ […]

ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା

୧-ଆଇପିଏଲ୍‌-୨୦୨୧ : ବୋଲରଙ୍କ କମାଲ , ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ହରାଇଲା । ୨–ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ । ୩-ଭାକସିନ ଅଭାବକୁ ନେଇ କେନ୍ଦ୍ରର ଜବାବ, ସମସ୍ୟା ଟିକା ଅଭାବକୁ ନେଇ ନୁହେଁ ବରଂ ଉତ୍ତମ ସଞ୍ଚାଳନରେ ରହିଛି । ୪-ମତ୍ସ୍ୟଚାଷୀଙ୍କ ପାଇଁ ଆରମ୍ଭ ହେଲା ଇ-ଶାନ୍ତା ଇଲେକ୍ଟ୍ରୋନିକ୍‍ ବଜାର ୫-ଋଷର […]

ଆଜିର ରାଶିଫଳ

ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ କାର୍ଯ୍ୟ ସ୍ଥଳୀରେ ଉଚସ୍ଥ […]

ଟ୍ରକ ପଛକୁ ପିଟିଲା ହାଇୱା,୧ ମୃତ

ବାରଙ୍ଗ,୧୩/୪(ଏସଏସନିୟୁଜ) ଚନ୍ଦକା ଥାନା ଅଧିନସ୍ଥ ଜଙ୍ଗଲ ଭିଉ ହୋଟେଲ ନିକଟରେ ଥିବା ଏକ ବ୍ୟାଟେରୀ ଗୋଦାମ ସମ୍ମୁଖରେ ଟ୍ରକ୍ କୁ ପଛପଟୁ ପିଟିଲା ହଇୱା।ଘଟଣାସ୍ଥଳରେ ହାଇୱା ଚଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି।ସୂଚନାନୁସାରେ ମଙ୍ଗଳବାର ରାତି ପ୍ରାୟ ୮ ସମୟରେ ଚନ୍ଦକା ଆଡୁ ଦୃତଗତିରେ ଓଡି୦୨-ଏଏଚ୍‌-୪୦୯୮ନଂ ହାଇୱା ଆସୁଥିବା  ବେଳେ  ବ୍ୟାଟେରୀ ଗୋଦାମ ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।ଫଳରେ […]