Browsing author

SATYA SANDHANA DESK

ପିପିଲି ଉପନିର୍ବାଚନ:ମେ ୧୩ ରେ ଭୋଟ , ଅପ୍ରିଲ ୨୬ ରେ ନାମାଙ୍କନ ପତ୍ର

ଭୁବନେଶ୍ବର: ୧୭/୪(ଏସ୍ ଏସ୍ଏନ୍) ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି ।  ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ମେ’ ୧୩ରେ ପିପିଲି ଉପନିର୍ବାଚନ ହେବ ଏବଂ ଏହିଦିନ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ଯେ ,  ପିପିଲି ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ଆଜି ଅର୍ଥାତ୍‌ ଅପ୍ରିଲ୍ ୧୭ରେ ହେବାକୁ ଥିବା ନିର୍ବାଚନ […]

ଖୋଲା ବଜାରରେ ମିଳୁ କରୋନା ଟିକା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭/୪(ଏସଏସଏନ୍) ଖୋଲା ବଜାରରେ ମିଳୁ  କରୋନା ଟିକା । ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିପାରିବେ। ତେଣୁ କୋଭିଡ୍‌-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍‌ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା […]

ଫ୍ରାନ୍ସ ବିରୋଧୀ ହିଂସାରେ ଜଳୁଛି ପାକିସ୍ତାନ

୧. ଅନ୍ତଃରାଜ୍ୟ ବସ୍ ସେବା ବାତିଲ କଲେ ସରକାର; ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ: ପରିବହନ ମନ୍ତ୍ରୀ । ୨. ପୁଲିସ ବିଭାଗର ଅଜବ ନୀତି: ୪ ବର୍ଷ ଡିଏସ୍‌ପି ପାହ୍ୟାରେ ରହିବା ପରେ ଏବେ ଇନ୍‌ସପେକ୍ଟର । ୩. ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ବାର୍ଷିକ ପରୀକ୍ଷା ପଞ୍ଜିକା ପ୍ରକାଶିତ ହୋଇଛି । ୧୭ଟି ନିଯୁକ୍ତି ପରୀକ୍ଷାର ଏକ ତାଲିକା ପ୍ରସ୍ତୁତ କରାଯାଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଓପିଏସ୍‌ସି ୱେବସାଇଟ୍ opsc.gov.in ରେ […]

ଆଜିର ଅନୁଚିନ୍ତା

?ଧର୍ମ ମଣିଷର ଜୀବନ ମଧ୍ୟରେ ନ ରହିଲେ, ଆଚରଣର ମଧ୍ୟରେ ନ ରହିଲେ, ଧର୍ମସଂଘ ଥିବା ସତ୍ତ୍ୱେବି ଧର୍ମ ଲୋପ ପାଏ ! ?ସମସ୍ତ ମଣିଷଙ୍କୁ ମିଶାଇ ଜଣେ ମଣିଷ, ସମସ୍ତ ଜୀବନ ମିଶାଇ ଗୋଟିଏ ଜୀବନ, ସମସ୍ତ ସତ୍ତା ମିଶାଇ ଗୋଟିଏ ସତ୍ତା, ତେଣୁ କାହାରି କ୍ଷତି କରିବା ମାନେ ନିଜରହିଁ କ୍ଷତି କରିବା ! ?ଯାହାର ଯେଉଁ ଦିଗରେ ଜନ୍ମଗତ ଝୁଙ୍କ ଥାଏ ସେ ତଦନୁଯାୟୀ ଅନୁଶୀଳନରେ ଅଭ୍ୟସ୍ତ ହୋଇ ଉଠେ କ୍ଷ ଅଭ୍ୟାସ […]

ଆଜିର ରାଶିଫଳ

ଏପ୍ରିଲ ମାସ ୧୭ ତାରିଖ ୨୦୨୧ ମସିହା(ଶନିବାର)ଚୈତ୍ର ମାସ-ଶୁକ୍ଳପକ୍ଷତିଥି-ପଞ୍ଚମୀକନ୍ୟା ରାଶିର ଘାତଚନ୍ଦ୍ରବୃଷ ,ସିଂହ ଓ କନ୍ୟା ରାଶିର ଘାତବାରପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧବେଲ ନିମ୍ବ ଭକ୍ଷଣ ନିଷେଧ ଆଜିର ରାଶିଫଳ ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ  ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ […]

ନୁଆରୁପରେ ନନ୍ଦନକାନନର ଟୟଟ୍ରେନ୍‌

ବାରଙ୍ଗ,୧୬/୪(ଏସଏସନିୟୁଜ)ନୁଆରୁପରେ ସଜେଇହୋଇଛି ପ୍ରାଣିଉଦ୍ୟାନ ନ୍ଦନକାନନର ଟୟଟ୍ରେନ ବା ଶିଶୁରେଳଗାଡି ।ମେଟ୍ରୋଟ୍ରେନ ସଦୃଶ ତାରଆକୃତି ହୋଇଛି ।ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଭରପୁର ଉଦ୍ୟମ କରିଛନ୍ତି । ଟୟଟ୍ରନର ନୁଆ କଳେବର ହୋଇଛି । ତେବେ ଦୀର୍ଘବର୍ଷର ବ୍ୟବଧାନ ପରେ ଏହା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ସାଜିବ ବୋଲି ଆଶା ରଖିଛନ୍ତି କର୍ତୁପକ୍ଷ । ୪କୋଟି୮୦ଲକ୍ଷଟଙ୍କାର ବ୍ୟୟବରାଦରେ ନୁଆ ଢଙ୍ଗରେ ଆକର୍ଷଣିୟ ବଗି ସହ ବେଟରାରୀ ଚାଳିତ ଇଞିନ କୁ ସ୍ଥାନ ଦେଇଛନ୍ତି କର୍ତୁପକ୍ଷ । ୧୯୭୧ଅଗଷ୍ଟ୮ତାରିଖରୁ […]

ରିମାଣ୍ଡରେ ଯିବ ହାଇଦର

କଟକ,୧୬/୪(ଏସଏସନିୟୁଜ) ଖୋଲିବ ଗୁମର । ଫେରାର ହେବାର ପକୃତ କାରନ ଜାଣିବ କମିସିନେରେଟ ପୋଲିସ । ରିମାଣ୍ଡରେ ଗଲା ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ୭ ଦିନିଆ ରିମାଣ୍ଡ ନେବାପାଇଁ ପୋଲିସ ଆବେଦନ କରିଥିଲା । ପୋଲିସ ଆଜି ହାଇଦରକୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ହେବାପରେ ଅସୁସ୍ଥ ଥିବାରୁ ଡାକ୍ତରଖାନାରେ ରଖାଯାଇ ତାର ଚିକିସ୍।‌ କରିବାକୁ ହାଇଦର କହିଥିଲା ।ଶନିବାରଠାରୁ […]

ଶ୍ରୀମନ୍ଦିର ସପ୍ତାହକୁ ୨ ଦିନ ବନ୍ଦ ରହିବ

ପୁରୀ,୧୬/୪(ଏସଏସନିୟୁଜ)ପ୍ରତି ଶନିବାର ଓ ରବିବାର ଶ୍ରୀମନ୍ଦିର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ମହାପ୍ରଭୁଙ୍କୁ ଦର୍ଶନ ସାଧାରଣଲୋକ କରିଡପାରିବେନାହିଁ । କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯିବାସହ ଏହି କଟକଣା ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଗରୁ […]

ଲାଗିଲା କଟକଣା- ମେ’ ୧୫ ଯାଏ ବନ୍ଦ ରହିବ ସମସ୍ତ ପର୍ଯ୍ୟଟନସ୍ଥଲ

ଭୁବନେଶ୍ୱର,୧୬/୪(ଏସଏସନିୟୁଜ)କରେନା ପୁଣି ଥରେ କରୋନା କାଳ ସାଜିବାକୁ ଯାଉଥିବାବେଳେ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା କଟକଣା ।ଦୈନିକ ସଂକ୍ରାମଣ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏବେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ପର୍ଯ୍ୟଟନସ୍ଥଳୀ ମାନଙ୍କରେ କଟକଣା ଲଗାଇଛନ୍ତି ସରକାର ।ଏଥିନିମନ୍ତେ ଭାରତ ପ୍ରତ୍ନତ୍ତତ୍ୱ ବିଭାଗ ପକ୍ଷରୁ ଦେଶରେ ଥିବା ଐତିହ୍ୟସ୍ଥଳ ଓ ସଂଗ୍ରହାଳୟଗୁଡିକୁ ମେ’ ୧୫ ଯାଏ ବନ୍ଦ କରିବା ପାଇଁ […]

ତେଲେଙ୍ଗାନାରୁ ଧରାପଡିଲା ଗ୍ୟାଙ୍ଗଷ୍ଟାର ହାଇଦର

କଟକ,୧୫/୪(ଏସ୍‌ଏସ୍‌ନିୟୁଜ)ଏପ୍ରିଲ୧୦ରେ ଏସିବିରୁ ଫେରାର ହୋଇଥିଲା ହାଇଦର । ତେଲେଙ୍ଗାନାର ରେଙ୍ଗା ରେଡ୍ଡୀ ଜିଲ୍ଲାରୁ ଆଜି ସଂଧ୍ୟାରେ କଟକ ପୋଲିସ ଗିରଫ କରିଛନ୍ତି ବୋଲି ସୁଚନାଦେଲେ ପୋଲିସ କମିସନର ସୌମେନ୍ଦ୍ରପ୍ରିୟଦର୍ଶୀ । ଏକ ହତ୍ୟା ମାମଲାରେ ହାଇଦର ସମ୍ବଲପୁର ସର୍କଲ ଜେଲରେ ଆଜୀବନ କାରାଦଣ୍ଡ କାଟୁଥିବାବେଳେ ଚିକିତ୍ସା ପାଇଁ ତାଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗାର୍ଡଙ୍କୁ ନିଶା ଦେଇ  ଏପ୍ରିଲ ୧୦ ରେ କଟକସ୍ଥିତ ଏସସିବି ମେଡିକାଲ ରୁ ଗ୍ୟାଙ୍ଗଷ୍ଟର ହାଇଦର ଖସି ପଳାଇବାରେ ସଫଳ […]