Browsing author

SATYA SANDHANA DESK

ଅଜବ ଦେଶ, ଗଜବ କାହାଣୀ

ଖବର ଆଜିର,ତାରିଖ ୨୪-୦୨-୨୦୨୧ ବୁଧବାର ୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ୨-ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ; ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ । ୩-ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା, ସଂସଦ ଭଙ୍ଗ ନିଷ୍ପତ୍ତି ଅସାମ୍ବିଧାନିକ । ୪-ନଡିଆ କତା ଶିଳ୍ପର ହେବ ବିକାଶ : ଅତିରିକ୍ତ […]

ମୁହଁ ଖୋଲିଲେ ବିବନବିଶ୍ଵାଳଙ୍କ ପତ୍ନୀ ଗୀତାଞ୍ଜଳି

ବାରଙ୍ଗ,୨୩/୨(ଏସଏସନିୟୁଜ) ୨୨ବର୍ଷ ତଳେ ବାରଙ୍ଗରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳ କମିସିନେରେଟ ପୋଲିସ ହାତରେ ଧରାପଡିବା ପରେ ମୁହଁ ଖୋଲିଲେ ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ଵାଳ। ପୋଲିସ କମିଶନର ଯାହା କହିଛନ୍ତି ତାହା ମିଛ। ୨୨ ବର୍ଷରୁ ସେ ଘରକୁ ଆସିନାହାନ୍ତି। ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା। କିଛି ପଇସା ପତ୍ର କାରବାର ହୋଇନାହିଁ। ମୋ ଶଶୁର ପୂଣ୍ଣ ବିଶ୍ୱାଳଙ୍କ ଡେଥ୍ ସାର୍ଟିଫିକେଟ ବାହାର କରିବା ପାଇଁ ଆବେଦନ କରିଥିଲୁ ।ବଡ […]

NASA ର ସଫଳତା : ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରିଲିଜ୍

ଆମେରିକାର ସ୍ପେସ୍ ଏଜେନ୍ସି ନାସା ସୋମବାର ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ମୁକ୍ତିଲାଭ କରିଛି, ଯାହା ପର୍ସେଭେରାନ୍ସ ରୋଭର ଦ୍ୱାରା ଧରାଯାଇଥିବା ପବନର ଏକ ଦୁର୍ବଳ ରେକର୍ଡିଂ ଅଟେ। ନାସା ଗତ ସପ୍ତାହରେ ରୋଭରର ଅବତରଣର ପ୍ରଥମ ଭିଡିଓ ମଧ୍ୟ ପ୍ରକାଶ କରିଥିଲା, ଯାହାକି ରେଡ ଗ୍ରହରେ ଅତୀତର ଜୀବନର ସନ୍ଧାନ ପାଇଁ ଏକ ମିଶନରେ ଅଛି। ରୋଭର ଭୂପୃଷ୍ଠକୁ ଆସିବା ସମୟରେ ଏକ ମାଇକ୍ରୋଫୋନ୍ କାମ କରିନଥିଲା, କିନ୍ତୁ ମଙ୍ଗଳ ଗ୍ରହରେ ଅବତରଣ କରିବା ପରେ […]

ଆକ୍ସନ ମୋଡ୍‌ରେ ପୋଲିସ

୧-ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍ ଉପସ୍ଥାପନ : ୧ଲକ୍ଷ ୭୦ ହଜାର କୋଟିର ବଜେଟ୍ ୨୬% ବଢ଼ିଛି ବଜେଟ୍ ଆକାର । ୨-କାର୍ଲିଫର୍ଣ୍ଣିଆ-ଇଣ୍ଟରନେଟ୍ ସ୍ପିଡ୍ କମିଗଲା ବୋଲି ରାଗିଗଲେ ୯୦ ବର୍ଷୀୟ ବୃଦ୍ଧ, ଖବରକାଗଜରେ ୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇ କଲେ ଅଭିଯୋଗ । ୩–କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ […]

ଆଜିର ଅନୁଚିନ୍ତା

➡️ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । ➡️ସମୁଦ୍ରରେ ସ୍ନାନ କଲାବେଳେ ନଇଁ ପଡିଲେ ମାଡି ଆସୁଥିବା ଲହଡି ଆମ ଉପର ଦେଇ ଚାଲି ଯାଏ, ଆମର କୌଣସି କ୍ଷତି କରିପାରେ ନାହିଁ ଠିକ୍ ସେହିପରି ଜୀବନରେ ଦୁଃଖ କଷ୍ଟ ଆସିଲେ ଧୈର୍ଯ୍ୟ ର ସହିତ ମଥାପାତି ସହିଗଲେ ଆମର କୌଣସି କ୍ଷତି ହୁଏନାହିଁ । […]

ଆଜିର ରାଶିଫଳ

ଫେବୃଆରୀ ୨୩ ତାରିଖ ୨୦୨୧ ମସିହା(ମଙ୍ଗଳବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ଏକାଦଶୀ, କନ୍ୟା ରାଶି ର ଘାତଚନ୍ଦ୍ର,ମକର ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଇ ଭକ୍ଷଣ ନିଷେଧ । ମେଷ –ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ବୃଷ–ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ […]

ଉପସ୍ଥାପନ ହେଲା ୨୦୨୧-୨୦୨୨ ବଜେଟ୍ , ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା

ଭୁବନେଶ୍ଵର,୨୨/୨(ଏସଏସନିୟୁଜ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ପାଇଁ ରାଜ୍ୟ  ସରକାର ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି। ସେଥିରୁ ୧, ୨୫, ୬୦୦ କୋଟି ଟଙ୍କା ଟିକସ ଓ ଅନୁଦାନରୁ ପ୍ରାପ୍ତ କରିବା ଲକ୍ଷ୍ୟ ରହିଥିବାବେଳେ ଋଣ ବାବଦରେ ପ୍ରାୟ ୪୪ ହଜାର ୪୦୦ କୋଟି ଆସିବା ଲକ୍ଷ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ […]

ଆଜିଠାରୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ) ପୁଣି ବୃଦ୍ଧି ପାଉଛି କରୋନାର ପ୍ରକୋପ। ଚିନ୍ତା ବଢାଉଛି ବିଦେଶୀ ଷ୍ଟ୍ରେନ୍‍। ତେଣୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ଗତ କିଛି ଦିନ ବେହ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବ ପ୍ରସ୍ତୁତି ଆରମ୍ଭ କିରଛି ବିଏମ୍‍ସି। ରବିବାର ବିଏମ୍‍ସି ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସୋମବାରଠାରୁ କଡ଼ାକଡ଼ି ଭାବେ […]

ବହୁ ଚର୍ଚ୍ଚିତ ଗଣବଳାତ୍କାର ମୁଖ୍ୟଅଭିଯୁକ୍ତକୁ ଫାଶୀ ମିଳୁ-ପିଡିତା

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଓଡ଼ିଶାର ବହୁ ଚର୍ଚ୍ଚିତ ୧୯୯୯ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଘଟଣାର ୨୨ ବର୍ଷ ପରେ ବିବନକୁ କମିଶନରେଟ ପୁଲିସ ମୁମ୍ବଇରୁ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୀଡ଼ିତା। ପୀଡ଼ିତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୁକ୍ତକୁ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ, ନଚେତ ତା’କୁ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍‌ରେ ରଖାଯାଉ। ପୀଡ଼ିତା କହିଛନ୍ତି, ସେ ଏବେ କିଛିଟା […]

ଲୋୟର ପିଏମଜିରେ ଆମରଣ ଅନଶ କରୁଛନ୍ତି ଯାତ୍ରା କଳାକାର

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଆଜି ଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶରେ କରୁଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ କଳାକାର ସଂଘ ଆମରଣ ଅନଶନ ଓ ଗଣଧାରଣା ଦେଉଥିବା ଖବର ମିଳିଛି। ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ କଳାକାରମାନେ ଆନ୍ଦୋଳନ କରିବେ […]