Browsing author

SATYA SANDHANA DESK

ରାସ୍ତା ନିର୍ମାଣ ପାଇ ବିଏମସି କଲା ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୧୯/୨(ଏସଏସନିୟୁଜ) ଦୀର୍ଘ ଦିନ ଧରି ନେତାଜୀ ନଗର ଠାରେ ବସବାସ କରୁଥିବା ଜନତାଙ୍କ ଦାବି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରସୁଲଗଡ଼ ଶବର ସାହି ନିକଟସ୍ଥ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଜବରଦଖଲ ଯୋଗୁଁ ବାଧା ସୃଷ୍ଟି ହୋଇଥିଲା । ରାସ୍ତା ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ପଥରେ ଥିବା ଜବରଦଖଲକୁ ଆଜି ବିଏମସି ତରଫରୁ ଉଚ୍ଛେଦ କରାଯାଇଛି ଏବଂ ପୁନଃ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ନେତାଜୀ ନଗରଠାରେ ରହୁଥିବା […]

ଆଇପିଏଲ-କେଉଁ ଦଳ କେତେଟଙ୍କାରେ କାହାକୁକିଣିଲେ ଜାଣନ୍ତୁ?

ଭୁବନେଶ୍ବର,୨୦/୨(ସତ୍ୟସନ୍ଧାନ) ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି। ୮ଟି ଯାକ ଦଳ ସେମାନଙ୍କ ପସନ୍ଦ ମୁତାବକ ଖେଳାଳି କିଣିଛନ୍ତି। ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ୫୭ ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ନିଜ ଟିମ୍‌ରେ ସାମିଲ କରିଛନ୍ତି।୨୨ ଜଣ ବିଦେଶୀ ଖେଳାଳି କିଣା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ୧୬.୨୫ କୋଟି ଟଙ୍କାରେ […]

ପୁରୀ ସହରରେ ବ୍ୟାନ ହେଲା ଡିଜେ

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା । ୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର । ୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା । ୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ […]

ଆଜିର ଅନୁଚିନ୍ତା

➡️ନିଜ ବାପା ମାଆଙ୍କୁ ଅଶାନ୍ତିରେ ରଖି ଶହେ ଦେବା ଦେବୀଙ୍କୁ ଖୁସିରେ ରଖିଲେ କିଛି ଲାଭ ନାହିଁ ।➡️ଈଶ୍ବରଙ୍କ ଜ୍ଞାନ ତୁଲ୍ୟ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ । ➡️ଜିତିବା ହାରିବା ନିଜ ଭାବନା ଉପରେ ନିର୍ଭର କରିଥାଏ । ➡️ଜୀବନରେ ସର୍ବଦା ଜାଣି ରଖନ୍ତୁ ଯେ, ସଫଳତା ଏକ ଏକୁଟିଆ ରାସ୍ତା । ➡️ମନକୁ ବୁଝେଇ ଦେଇ ହେବ କିନ୍ତୁ […]

ଆଜିର ରାଶିଫଳ

ଫେବୃଆରୀ ୧୯ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ,ନକ୍ଷତ୍ର- କୃତ୍ତିକା,ମେଷ ରାଶି ର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶି ର ଘାତବାର,ଅଷ୍ଟମୀ ର ପାର୍ବଣଶ୍ରାଦ୍ଧ,ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ।  ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର […]

ଖୋର୍ଦ୍ଧାରୋଡ ରେଳମଣ୍ଡଳର ପକ୍ଷରୁ ଆରମ୍ଭ ହେଲା ସିମେଣ୍ଟ ପରିବହନ

ଜଟଣୀ,୧୮/୨(ଏସଏସନିୟୁଜ) ଖୋର୍ଦ୍ଧାରୋଡ ରେଳମଣ୍ଡଳ ସିମେଣ୍ଟ ପରିବହନ ଆରମ୍ଭ କରିଛି । ପ୍ରଥମଥରଲାଗି ମହାମାରୀ ପରେ ଯାଜପୁର,କେଉଁଝର ଓ ହରିଦାସପୁରରୁ ଆଦି ୩ଟି ସ୍ଥାନରୁ ସିମେଣ୍ଟ ପରିବହନ ଆରମ୍ଭ କରିଛି ।ହରିଦାସପୁର ରାମକୋ ସାଇଡିଂରୁ ୨୧ଟି ୱାଗନ,ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଣ୍ଟର ଗୋଟିଏ ରେକ୍ ପରିବହନ କରିଛି ।ସେହିପରି ୨୧ଟନ୍ ୱାଗନର ୧୩୮୦ଟନ୍ ସିମେଣ୍ଟ ରେକ୍ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ […]

ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର,ତାପରେ…

ମୁଖୀଗୁଡା,୧୭/୨(ସତ୍ୟସନ୍ଧାନ ଡେସ୍କ) ଆସିଥିଲେ ଖୁସିରେ ବାହା ହେବା ପାଇଁ  । ବାଜା ବାଜିଥିଲା ,ବାଣ ଫୁଟିଥିଲା ,ରୋଷଣୀ କରି ଆସିଥିଲେ ବାର ।  ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା […]

୧୯ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

କୋଣାର୍କ,୧୭/୨(ଏସଏସନିୟୁଜ) ଚଳିତବର୍ଷ ୧୯ରେ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । କରୋନା କଟକଣା ଯୋଗୁଁ ୩ ଦିନ ଧରି ହେଉଥିବା ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଚଳିତ ବର୍ଷ ଗୋଟିଏ ଦିନ ୧୯ ତାରିଖ ରେ ଅନୁଷ୍ଠିତ ହେବ । ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ସାହିତ୍ୟ ଉତ୍ସବ, ଘଣ୍ଟମର୍ଦନ, ଓଡିଶିନୃତ୍ୟ,କଥକ ନୃତ୍ୟ ପରିବେଷଣ କରାଯିବ,ତା ସହିତ କରୋନା […]

ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ

ସାକ୍ଷୀଗୋପଳ,୧୭/୨(ଏସଏସନିୟୁଜ) ହୋଲିବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ ।ସରସ୍ୱତୀ ପୂଜା ଠାରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ଦେବ ଭକ୍ତମାନଙ୍କୁ ହୋଲି ବେଶରେ ଦର୍ଶନ ଦେବା ଆରମ୍ଭ କରିଛନ୍ତି । ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ବେଶ ଜଣାଶୁଣା । ମଙ୍ଗଳବାର ସନ୍ଧ୍ୟା ଧୂପରେ ଚଳନ୍ତି ପ୍ରତିମା ମଦନମୋହନ ଓ ଦୋଳଗୋବିନ୍ଦ ଅରୁଣଖୁମ୍ଭ ପାଖରେ ପୂଜା ପାଇବେ । ସେଠାରେ ଉପଜାର , ଜାତଭୋଗ ଓ ବେଶ କରାଯିବା ସହ ଠାକୁର ଘୋଡଲାଗି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ସାକ୍ଷୀଗୋପାଳ […]

ଆଜିର ଅନୁଚିନ୍ତା

➡️ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ ତେବେ ଆଗେ ନିଜକୁ ସଂଶୋଧନ କର !! ➡️ଯେଉଁ ଲୋକ ଅନ୍ୟପ୍ରତି ସ୍ନେହ, ଶ୍ରଦ୍ଧ ଦେଖାଏ ନାହିଁ, ସେହି ଲୋକର ଭାଗ୍ୟରେ ‘ଆଶୀର୍ବାଦ’ ବୋଲି ଗୋଟିଏ କଥା ଲେଖା ନାହିଁ !! […]