Browsing author

SATYA SANDHANA DESK

ମାତାଲ ହେଲେ ଦିଦି

କେନ୍ଦ୍ରାପଡା,୧୩/୨(ଏସଏସନିୟୁଜ) ମଦ ପିଇ ମାତାଲ  ହୋଇଛନ୍ତି   ଦିଦି । କେବଳ ମାତାଲ  ହୋଇନାହାନ୍ତି ରାସ୍ତାରେ  ଉତ୍ପାତ କରିବାକୁ ପଛାଇଦେଇନାହାନ୍ତି  ।ଏହିଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରେ  ।  ମାନ ସମ୍ମାନ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି ଏହି ଅଙ୍ଗନବାଡ଼ି ଦିଦି । ମଦ ପିଇ ମାତାଲ ହୋଇ ରାସ୍ତାରେ  ଉତ୍ପାତ କରିବା ସହ  ବେହୋସ ହେବାକୁ ପଡିଛି  । ଶେଷରେ ବେହୋସ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।ଏହି ଲଜ୍ୟାକର ଘଟଣା କୁ […]

ପୋଲିସ ହେବ ତ ଏମିତି !

କେନ୍ଦ୍ରାପଡା,୧୩/୨(ଏସ ଏସ ନିୟୁଜ )ଖାକିର ମାନବିକତା ଦେଖାଇଲେ ପୋଲିସ କର୍ମଚାରୀ । ଯାହାକୁ ନେଇ କେନ୍ଦ୍ରାପଡାରେ ଚର୍ଚ୍ଚା ଜୋର ଧରିଛି । ସିଏ ହେଉଛନ୍ତି କେନ୍ଦ୍ରାପଡାର ପୋଲିସ ହାବିଲଦାର ଏନ ଏନ ସୋରେନ । ରାତିରେ ପାଟ୍ରୋଲିଂ ବେଳେ ଧରାପଡ଼ିଥିଲେ ଜଣେ ମଦୁଆ ଡ୍ରାଇଭର । ପ୍ରଚୁର ମାତ୍ରାରେ ମଦ ପିଇ ଗାଡ଼ି ଚଲାଉଥିଲେ ଡ୍ରାଇଭର । ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ପାଟ୍ରୋଲିଂ ବେଳେ ତାଙ୍କୁ ଅଟକାଇଥିଲେ ପୋଲିସ କର୍ମଚାରୀ । ହେଲେ […]

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୧୨/୨(ସତ୍ୟସନ୍ଧାନଡେସ୍କ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା […]

ପୁରୀକୁ ଆସିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୧୩/୨(ଏସଏସନିୟୁଜ) ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତି ପାଇ ଆରମ୍ଭ ହେଲା ପ୍ରଥମ ପର୍ଵ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୪୯ଟି ଅସନ ଓ ଧଉରା ରଥକାଠ ଆସି ପହଞ୍ଚିଛି। ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇ ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ଶ୍ରୀରାମ ନବମୀ ଠାରୁ ପରମ୍ପରା ଅନୁଯାୟୀ ତିନିରଥ ନିର୍ମାଣ ପାଇଁ କଟକ ଖପୁରିଆ […]

ଆଜିର ରାଶିଫଳ

ଫେବୃଆରୀ ୧୩ ତାରିଖ ୨୦୨୧ ମସିହା(ଶନିବାର) ମାଘମାସ-ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା, ନକ୍ଷତ୍ର- ଶତଭିଷାମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦ୍ଵିତୀୟା ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୋଇତିିକଖାରୁ ଓ ପୋଟଳ ଭକ୍ଷଣ ନିଷେଧ ।  ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ବୃଷ:-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ […]

ଆଜିର ଅନୁଚିନ୍ତା

➡️କିଛି କାମ କରିବା ପାଇଁ ଯେତିକି ସମୟ ଲାଗେ ନାହିଁ ଯେପରି ଆମେ ଭାବୁଛୁ ଯେ ଏହା କରିବା ଉଚିତ୍ ନା ନୁହେଁ ➡️ରୋଜଗାର କର .. ମହଙ୍ଗା ଜିନିଷ ଶସ୍ତା ହେବା ପର୍ଯ୍ୟନ୍ତ ରୋଜଗାର କର ଏବଂ ରୋଜଗାର କର ➡️ସର୍ବଶ୍ରେଷ୍ଠ; ଭଲର ଶତ୍ରୁ ଅଟେ ➡️ଆରମ୍ଭ କରିବାର ଉପାୟ ହେଉଛି କଥାବାର୍ତ୍ତା ତ୍ୟାଗ କରିବା ଏବଂ କାମ ଆରମ୍ଭ କରିବା ➡️ସଂଘର୍ଷ ଯେତେ କଠିନ ହେବ, ବିଜୟ ମଧ୍ୟ ସେତେ ରୋମାଞ୍ଚକର ହେବ ➡️ବିଜେତାମାନେ […]

ଆଜିର ରାଶିଫଳ

ଫେବୃଆରୀ ୧୨ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ପ୍ରତିପଦ ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ପାଣିକଖାରୁ ଓ ବୋଇତିିକଖାରୁ ଭକ୍ଷଣ ନିଷେଧ । ମେଷ:-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ:-ଆଜି ଆପଣଙ୍କର ସାହାସ ଏବଂ […]

ଆଜିର ଅନୁଚିନ୍ତା

➡️ଯିଏ ନିଜର ଭବିଷ୍ୟତକୁ ସୁଖମୟ କରିବାକୁ ଚାହୁଁଛି, ସେ ନିଜର ବର୍ତ୍ତମାନ ନଷ୍ଟ କରିବା ଉଚିତ୍ ନୁହେଁ ➡️କେବଳ ଟଙ୍କା ନଷ୍ଟ କରି ତୁମେ ଟଙ୍କା ପାଇବ ନାହିଁ, କିନ୍ତୁ ସମୟ ନଷ୍ଟ କରି ତୁମେ ତୁମର ଜୀବନର ଏକ ଅଂଶ ହରାଇବ ➡️ଯେଉଁମାନେ ମନକୁ ନିୟନ୍ତ୍ରଣ କରନ୍ତି ନାହିଁ, ଏହା ଶତ୍ରୁ ପରି କାର୍ଯ୍ୟ କରେ ➡️ତୁମର ଜରୁରୀ କାର୍ଯ୍ୟ କର, କାରଣ ପ୍ରକୃତରେ କାମ କରିବା ନିଷ୍କ୍ରିୟତା ଅପେକ୍ଷା ଭଲ ➡️ଧୌର୍ଯ୍ୟ ବାନ ହୁଅ, […]

ବେଆଇନ କରତକଳ ଉପରେ ଚଡାଉ,୪ ଗିରଫ

ଡେଲାଙ୍ଗ୧୧/୨(ଏସଏସନିୟୁଜ) ଡେଲାଙ୍ଗରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ଚଡାଉ କରି ୧୦ ଖଣ୍ଡ ଶାଗୁଆନ କାଠ ଓ କର୍କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରିଛନ୍ତି ବନ ବିଭାଗ।ଜେନାପୁର ଗ୍ରାମ ପଞ୍ଚାୟତର ହାକପଡା ଗ୍ରାମ ମୁଣ୍ଡରେ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ବନବିଭାଗ ପକ୍ଷରୁ ଚଡାଉ କରାଯାଇ ୧୦ ଖଣ୍ଡ ଶାଗୁଆନ କାଠ ଓ କରତ କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରି ୪ଜଣଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ […]

ମୁଣ୍ଡବିହିନ ମହିଳାଙ୍କ ଶବ ମିଳିବା ଘଟଣାରୁ ଉଠିଲା ପରଦା , ମିଳିଲା କଟା ମୁଣ୍ଡ ଓ ପରିଚୟ ,୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର:୧୧/୨(ଏସଏସଏନ୍)କିଛି ଦିନ ବ୍ୟବଧାନ ପରେ ବହୁ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୁଣ୍ଡବିହିନ ମହିଳାଙ୍କ ଶବ ଉପରୁ ପରଦା ହଟିଛି । ମହିଳାଙ୍କ ପରିଚୟ ମିଳିଥିବା ବେଳେ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ ।  ପ୍ରକାଶ ଯେ ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ […]