Browsing author

SATYA SANDHANA DESK

ମିଳିଲା କଟାମୁଣ୍ଡର ସୁରାକ

ଭୁବନେଶ୍ବର,୧୧/୨(ଏସ ଏସ ନିୟୁଜ)ଚନ୍ଦକା ଅଞ୍ଚଳରେ ଘଟିଥିବା କଟାମୁଣ୍ଡ ହତ୍ୟା ଘଟଣାରେ ମହିଳାଙ୍କର ପରିଚୟ ପୋଲିସ କୁ ମିିଳିଥିବାର ଜଣାପଡିିିଛି।ତମାଣ୍ଡୋ ଅଞ୍ଚଳର ଏକ ଲିଙ୍କ ଆଧାରରେ ପୋଲିସ ଏହି ଘଟଣାର ପର୍ଦାଫାସ କରିବାକୁ ଯାଉଥିବାର ଜଣାପଡିଛି।ପୋଲିସ ଏହି ଘଟଣାର ମୁଖ୍ୟ ସୂତ୍ରଧର କୁ   ଅଟକ ରଖି  ପଚରାଉଚରା ପରେ ହତ୍ୟା କାଣ୍ଡ ବିଷୟରେ ସବୁ ଜଣିବାକୁ ପାଇଛି।ଆଜି ସାଇଣ୍ଟିଫିକ ଟିମ  ସହ କଟାମୁୁଣ୍ଡ ପଡିଥିବା ଭରତପୁର ଅଞ୍ଚଳରୁ ଖୋଜିବାକୁ ପୋଲିସ ଯିବ ବୋଲି ଜଣାପଡିଛି।

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

  ଭୁବନେଶ୍ୱର,୧୧/୨(ଏସ ଏସ ନିୟୁଜ)ଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ବଲାଙ୍ଗର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍‌ ଜାରି ରହିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ରେଡ୍‌ କରିଛି ଭିଜିଲାନ୍ସ । ଆଜି ଭିଜିଲାନ୍ସ ପକ୍ଷରୁ ୫ଟି ଟିମ୍‌ ଏକା ସାଙ୍ଗେ ଚଢାଉ କରୁଛି । […]

ଆଜିର ରାଶିଫଳ

ଫେବୃଆରୀ ୧୧ ତାରିଖ ୨୦୨୧ ମସିହା(ଗୁରୁବାର),ମାଘମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା,ନକ୍ଷତ୍ର-ଶ୍ରବଣ।,ଚନ୍ଦ୍ର -ମକର ,ମିଥୁନ ଓ ମିନ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଅମାବାସ୍ୟା ର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ଆମିଷ ପାଣିକଖାରୁ ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। […]

ଆଜିର ଅନୁଚିନ୍ତା

➡️ନିଜ ଖୁସିର ଦାୟିତ୍ବ ନିଜ ହାତରେ ରହିଥାଏ, ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ । ➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ । ➡️ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇ ନ ଥାଏ ! ଚେଷ୍ଟା ହିଁ […]

ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ସାସଂଦ

ଖବର ଆଜିର,ତାରିଖ ୧୧-୦୨-୨୦୨୧ ଗୁରୁବାର ୧-ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’ । ୨-ମରିଯିବୁ ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା ବାନାର୍ଜୀ । ୩-ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’ । ୪-ଦକ୍ଷିଣ ପ୍ରଶାନ୍ତ ଦ୍ୱୀପରେ ୭.୭ ତୀବ୍ରତାର ଭୂମିକମ୍ପ : ନ୍ୟୁଜିଲ୍ୟାଣ୍ଡ ସମେତ କେତେକ ଦେଶକୁ ସୁନାମି ଚେତାବନୀ । ୫-ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ […]

ଆଜିର ରାଶିଫଳ

ଫେବୃଆରୀ ୧୦ ତାରିଖ ୨୦୨୧ ମସିହା(ବୁଧବାର)ମାଘମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ, ସିଂହ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଓ ଆମିଷ ଭକ୍ଷଣ ନିଷେଧ । ମେଷ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିରସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । […]

ଆଜିର ଅନୁଚିନ୍ତା

➡️ଭାଗ୍ୟ ସେମାନଙ୍କୁ ସାଥ୍ ଦିଏ, ଯେଉଁମାନେ ଭାଗ୍ୟକୁ ନୁହେଁ କର୍ମକୁ ବିଶ୍ବାସ କରନ୍ତି । ➡️ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି , ସମୟର ସହ ସମସ୍ତେ ଦିନେ ହଜିଯାଆନ୍ତି । ➡️ସବୁ କାର୍ଯ୍ୟ କରିବା ପୂର୍ବରୁ ଯୋଜନା କରିବା ଶିଖନ୍ତୁ, କାରଣ ଯୋଜନା ଦ୍ବାରା କାର୍ଯ୍ୟ ସହଜ ହୋଇଥାଏ । ➡️କର୍ତ୍ତବ୍ୟ ଆଉ କର୍ମରେ ସଫଳତା ଥାଏ , ଏମିତି ଫାଙ୍କା କଥାରେ ନ ଥାଏ । ➡️ଦୁନିଆରେ ଯେତେ Word ଅଛି […]

ଶୁଭିବନି ଯାତ୍ରା ମଂଚରୁ ସଂଳାପ

୧-ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ । ୨-ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ । ୩-୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ […]

ଗିରଫ ହେଲେ ଦୀପ ସିଧୁ

ଭୁବନେଶ୍ୱର,୯/୨(ସତ୍ୟସନ୍ଧାନ ଡେସ୍କ)ଗିରଫ ହେଲେ ଦୀପ ସିଧୁ । ଚାଷୀ ଆନ୍ଦୋଳନ ବେଳେ ଲାଲକିଲାରେ ପତାକା ଉଡାଇଥିଲେ ସିଧୁ।ଏହାପର ଠାରୁ ପୋଲିସ ତାଙ୍କୁ ଖୋଜୁଥିଲା ।ଶେଷରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି।

ପାଖେଇ ଆସୁଛି ଖଣ୍ଡଗିରି ମେଳା…

୧-ଏମଏସପି ଥିଲା, ଅଛି ଓ ରହିବ: ପ୍ରଧାନମନ୍ତ୍ରୀ । ୨-ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ପରେ ଆଲୋଚନା ପାଇଁ ପ୍ରସ୍ତୁତ କୃଷକ ନେତା । ୩-ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ- ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ, ସଂଶୋଧନ ହିଁ ରାସ୍ତା ! ୪–ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ୫-ଏପର୍ଯ୍ୟନ୍ତ ଦେଶରେ ପହଞ୍ଚିଛି ୧୧ ରାଫାଲ, ଏପ୍ରିଲ ୨୦୨୨ ସୁଦ୍ଧା ଫ୍ରେଞ୍ଚ ନିର୍ମିତ ଯୁଦ୍ଧ ବିମାନ ଜାହାଜ ଭାରତରେ […]