Browsing author

SATYA SANDHANA DESK

ଚିଡିଲେ ଦିଦି

୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍‌, ଆମେରିକା, ‘ହୁ’ର ପ୍ରଶଂସା । ୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ । ୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର […]

ଆଜିର ଅନୁଚିନ୍ତା

➡️ବୋକା ଲୋକ ଧୋକା ଖାଏ, ସତ୍ ଲୋକ କଷ୍ଟ ପାଏ, ସରଳ ଲୋକ ଆଘାତ ପାଏ ଏବଂ ଜବାବ ଦେଇ ପାରୁନଥିବା ଲୋକ ଆଖିରୁ ଲୁହ ଝରାଏ । ➡️ଥରେ ମନ ଭାଙ୍ଗିଗଲେ,ମନର ଯନ୍ତ୍ରଣା କାହାକୁ ଦେଖାଇ ହୁଏ ନାହିଁ । ➡️ ସୁଖ ଓ ଦୁଃଖ – ଦିନେ ହଠାତ୍ ଏକ ଛକରେ ସୁଖ ଓ ଦୁଃଖ ଭେଟ ପଡିଲେ ଦୁଃଖ ସୁଖକୁ କହିଲା – ତୁ ଭାଗ୍ୟବାନ ଅଟୁ ତୋତେ ପାଇବା ପାଇଁ ଲୋକେ […]

ଆଜିର ରାଶିଫଳ

ମେଷ :-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର‌୍ୟ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। ମିଥୁନ:-ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ […]

ସ୍ବର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ

କଟକ,୨୩/୧(ଏସଏସନିୟୁଜ)ସ୍ବର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବକ୍ସିବଜାର ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବର୍ଗତ ରାଓଙ୍କ ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଡି. ପ୍ରକାଶ ରାଓଙ୍କ ପରିବାର ସହ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାର ଗୌରବ ଥିଲେ ଡି. ପ୍ରକାଶ ରାଓ । ପ୍ରକାଶ ରାଓଙ୍କୁ ବଣମଲ୍ଲି ସହ ତୁଳନା କଲେ । […]

ବୋହୂକୁ ଦୁଷ୍କର୍ମ ଅଭିଯୋଗରେ ଶ୍ୱଶୁର ଅଟକ

ମାହାଙ୍ଗା,୨୩/୧(ଏସଏସନିୟୁଜ)କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।ମହିଳାଙ୍କ କୌଣସି ସନ୍ତାନ ସନ୍ତତି ନଥିବାରୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ ।ତେବେ ପୀଡିତା ଏ ନେଇ ପୁତ୍ରବଧୁ ,ଶ୍ୱଶୁର ନାଁରେ ଦୁଷ୍କର୍ମ ଅଭିଯୋଗ ଥାନାରେ କରିବାପରେ ପୁଲିସ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାସ ଯେ, ଇଟାମୁଣ୍ଡଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ଙ୍କୁ ଦୀର୍ଘଦିନ […]

ଆଜିର ଅନୁଚିନ୍ତା

➡️ଗୋଟେ ସମ୍ପର୍କ ପ୍ରଜାପତି ପରି ହୋଇଥାଏ-ଜୋର ଜବରଦସ୍ତି ଧରିଲେ ମରିଯାଇଥାଏ ଆଉ ହାଲୁକା ଧରିଲେ ଉଡିଯାଇଥାଏ,କିନ୍ତୁ ସ୍ନେହ ଓ ଆଦରରେ ଧରି ରଖିଲେ ସାରା ଜୀବନ ତୁମ ସାଥିରେ ରହିଥାଏ । ➡️ସମୟ ଆଉ ପରିସ୍ଥିତିର ଚାପରେ ବହୁତ ଲୋକ ବଦଳି ଯାଆନ୍ତି, କିନ୍ତୁ ନିଃସ୍ବାର୍ଥ ସମ୍ପର୍କ ଆଉ ପ୍ରକୃତ ସାଙ୍ଗ କେବେବି ବଦଳନ୍ତି ନାହିଁ । ➡️ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେନାହିଁ ।କଥା ନହେଲେ ମଧ୍ୟ ଆଖିରେ ରହିଥାଏ ।ଆଖିରୁ ଦୂରେଇ ଗଲେ […]

ଆଜିର ରାଶିଫଳ

ଜାନୁଆରୀ ୨୩ ତାରିଖ ୨୦୨୧ ମସିହା(ଶନିବାର)ପୌଷମାସ,ଶୁକ୍ଳପକ୍ଷ,ତିଥି-ଦଶମୀ, ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମ ଶାଗ ଓ ଶିମ୍ବ ଭକ୍ଷଣ ନିଷେଧ। ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। […]

ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର ୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ୩-ନିଜ […]

ପୁଣି କଳାପଲସର ଆତଙ୍କ , ମହିଳାଙ୍କଠୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୨-୧(ଏସ୍‌ଏସ୍‌ଏନ୍‌) ପ୍ରାତଃ ଭ୍ରମଣରେ ଯାଉଥିବା ବରିଷ୍ଠ ନାଗରିକମାନେ ପ୍ରତ୍ୟେକ ଦିନ ଲୁଟ୍‍ର ଶୀକାର ହେଉଛନ୍ତି । ଏହା ଏକ ନୀତିଦିିନିଆ ଘଟଣାରେ ପରିଣତ ହୋଇଗଲାଣି । ଅପରାଧୀମାନେ ଆଖି ପିଛୁଳାକେ ସୁନା ଚେନ ଝାମ୍ପି ନେବା ସହ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏହିଭଳି ଘଟଣା ପ୍ରତ୍ୟେକ ଦିନ ରାଜଧାନୀର ଅନେକ ଥାନା ଅଞ୍ଚଳରେ ଘଟିଛି ଏବେ ବି ଘଟୁଛି । ଏହିଭଳି ଜଣେ ମହିଳା ପୁଣି ଲୁଟ୍‍ର ଶୀକାର ହୋଇଛନ୍ତି । ଲୁଟ୍‍ର ଶୀକାର […]

ସପ୍ତାହକ ଭିତରେ ୧ ଲକ୍ଷ କୋଭାକ୍ସିନ ଡୋଜ୍ ଆସିବ

ଭୁବନେଶ୍ବର,୨୨/୧(ଏସଏସନୁଯୁଜ)ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ ବୋଲି ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏଣିକି ସିଏଚ୍‌ସିରେ ମଙ୍ଗଳ, ବୁଧ, ଶୁକ୍ରବାର ଟିକା ଦିଆଯିବ । ରବିବାର ବନ୍ଦ ର୍ସହିବା ସହ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକ।ଦିଆଯିବ ବୋଲି ସୂଚନା ଦେଲେ।