ଆଜିର ରାଶିଫଳ
ଅଗଷ୍ଟମାସ ୨୦ତାରିଖ ୨୦୨୫ମସିହା(ବୁଧବାର)ଭାଦ୍ରବମାସ- କୃଷ୍ଣପକ୍ଷ ,ତିଥି-ଦ୍ୱାଦଶୀ ଦିବା ଘ୦୨/୩୦ଗତେ ତ୍ରୟୋଦଶୀ ,ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୧/୩୪ ଗତେ ପୂଷ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୪୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୪୨ ,ଯୋଗିନୀ ନୈରୁତେ ଦିବା ଘ୦୨/୩୦ଗତେ ଦକ୍ଷିଣେ ,କର୍କଟ ରାଶିର ଘାତବାର ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୮/୪୫ଗତେ ଘ୧୦/୨୨ମଧ୍ୟେ ,ବାରବେଳା- ଦିବା ଘ୧୧/୫୬ଗତେ ଘ୦୧/୩୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୬ମଧ୍ୟେ ଓ ରାତ୍ରି ଘ ୦୬/୫୮ଗତେ ଘ୦୯/୨୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୩ ଗତେ […]