ଚଳନ୍ତାଅଟୋରେ ଅସଦାଚରଣ ଅଭିଯୋଗ

ସ୍ତ୍ରୀର ଜୀବନ ନେଲା ସ୍ୱାମୀ

କଟକ,୧୭।୮(ଏସଏସନିଉଜ)ଚଳନ୍ତା ଅଟୋରେ ନାବାଳିକାକୁ ଅସଦାଚରଣର ଅଭିଯୋଗ ହୋଇଛି।ଚାଉଳିଆଗଞ୍ଜ ଥାନାରେ ଅଟୋ ଚାଳକଙ୍କ ନାଁରେ ଏତଲା ଦିଆଯାଇଛି।ଶିଖରପୁର ନିକଟରେ ଅଟୋ ଚାଳକ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି।ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ପୋଲିସ୍ ତଦନ୍ତ ଆରମ୍ଭ କରିଛି।ସେହିପରି ଭାବେ
ସ୍ତ୍ରୀର ଜୀବନ ନେଇଛି ସ୍ୱାମୀ।ଝରିଗାଁର ଦେପଗୁଡ଼ା ଗାଁରେ ଏଭଳି ଘଟିଛି।ସ୍ତ୍ରୀକୁ ପିଟି ହତ୍ୟା କରୁଛି ସ୍ୱାମୀ।ପାରିବାରିକ କଳହରୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଝରିଗାଁ ଥାନାରେ ଏତଲା ସହ ଅଭିଯୁକ୍ତ ସ୍ୱାମୀ ଅଟକ ରଖିଛି ପୋଲିସ୍।

Comments (0)
Add Comment