Browsing author

SATYA SANDHANA DESK

ଆଜିର ରାଶିଫଳ

ମାର୍ଚ୍ଚମାସ ୦୨ତାରିଖ ୨୦୨୫ ମସିହା (ରବିବାର) ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୦୯/୧୦ ଗତେ ଚତୁର୍ଥୀ,ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୦୯/୪୦ ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୦, ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୯/୧୦ ଗତେ ନୈରୁତେ,ଧନୁ ରାଶିର ଘାତଚନ୍ଦ୍ର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୧୦/୨୦ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ ଗତେ ଘ୧୦/୦୭ ମଧ୍ୟେ ଓ ରାତ୍ରି ଘ୦୭/୨୬ ଗତେ […]

ମାର୍ଚ୍ଚରୁ ମେ କଲବଲରେ କଟିବ…

ଭୁବନେଶ୍ୱର,୧।୩(ଏସଏସନିୟୁଜ୍)ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତଖରାରେ ଶିଝିବେ ରାଜ୍ୟବାସୀ।ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ସମସ୍ତଙ୍କଚିନ୍ତା ବଢ଼ିଯାଇଛି।

ବେଆଇନ ବାଲିଘାଟରେ ପୋଲିସର ରାତି ଅଧିଆ ଚଢାଉ

ବାରଙ୍ଗ, ୨୮।୨(ଏସଏସନିୟୁଜ୍) ରାଜଧାନୀ ଉପକଣ୍ଠକଲ୍ୟାଣପୁର ବେଆଇନ ବାଲିଘାଟରୁ ମାଫିଆମାନେଦିନରାତି ବାଲି ଉଠାଉଛନ୍ତି।ଲଘୁଖଣିଜ ବିଭାଗର ଅଧିକାରୀ ମାନଙ୍କ ନିରବତା ଏହି ମାଫିଆ ମାନଙ୍କୁ ଅଧିକ ସକ୍ରିୟ କରିବାରେ ସହାୟକ ସାଜୁଛି।ମାଫିଆମାନେ ଦିନରାତି ଏକକରି ମନଇଚ୍ଛା ବାଲି ଉଠାଇବାରୁ ପଟିଆବନ୍ଧ ରାସ୍ତାର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି।ଗୁରୁବାର ବିଳମ୍ବିତ ରାତିରେନନ୍ଦନକାନନ ଥାନା ପୋଲିସବେଆଇନ କଲ୍ୟାଣପୁର ବାଲିଘାଟ ଉପରେ ଚଢାଉ କରି ୩ମାଫିଆ,୪ଡ୍ରାଇଭରଙ୍କ ସମେତ ୭ଜଣଙ୍କୁ ଗିରଫ କରିବା ସହ ଗୋଟିଏ ହାଈୱା,ଗୋଟିଏ ଟିପର,ଦୁଇଟି ଯେଶିବି ମେସିନ,ଦୁଇଟି କାର ଜବତ କରିଛି। […]

ରେଳଧାରଣା ନେଉଛି ଜୀବନ

ବାରଙ୍ଗ, ୨୮।୨ (ଏସଏସନିୟୂଜ୍) ଶୁକ୍ରବାର ରାତି ୯ଟା ପାଖାପାଖି ଗଦେଇକୁଦ ଗ୍ରାମ ସାରଙ୍ଗେଇ ମନ୍ଦିର ନିକଟରେଳଧାରଣାରେ ଟ୍ରେନରେ କଟି ଜଣେ ଅଜଣା ଯୁବକର ମୃତ୍ୟୁ ଘଟିଛି। ଏହି ସମୟରେ ନିକଟସ୍ଥ ଗ୍ରାମର କିଛି ବ୍ୟକ୍ତି ଶୌଚ ହେବା ପାଇଁ ରେଳ ଧାରଣା ଅତିକ୍ରାନ୍ତ କରି ଯାଉଥିବାବେଳେ ରେଳଧାରଣାରେ ମୃତଦେହ ପଡ଼ିଥ‌ିବା ଦେଖି ରେଳବାଇ ଥାନାକୁ ଖବର ଦେଇଥିଲେ।ରେଲାଧରାନା କଡ଼ରେଏକ ଓଡି ୦୨ ସିପି ୪୧୨୦ ସ୍କୁଟି ଗାଡ଼ି ରହିଥିବାର ଦେଖିବାକୁ ମିଳିଛି।ଉକ୍ତ ଗାଡିଟି ମୃତ୍ୟୁବରଣ କରିଥିବା ଯୁବକର […]

ପୁଣି ଖୋଲିଲା ନବଦାସ ହତ୍ୟା ଡାଏରୀ

ଭୁବନେଶ୍ୱର,୧।୩(ଏସଏସନିୟୁଜ୍)ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ।ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ।ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ହାଜର ହେବାକୁ ନୋଟିସ୍‌ ରେ କୁହାଯାଇଛି।ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍‌ କରାଯାଇଛି।ନବଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍‌।ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି।ଫାଇନାଲ ଚାର୍ଜସିଟ୍‌ ଦାଖଲ କରିନି କ୍ରାଇମବ୍ରାଞ୍ଚ।

ବସ୍‌ କଣ୍ଟେନର ଧକ୍କା,୧୦ ଆହତ

ଭଦ୍ରକ,୧।୩(ଏସଏସ ନିୟୂଜ)ବସ୍‌କୁ ପଛରୁ ପିଟିଲା କଣ୍ଟେନର।ଏହି ଦୁର୍ଘଟଣା ଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି।ବସ୍‌କୁ ଧକ୍କା ଦେବା ପରେ ପଛକୁ ପଛ ପିଟିହେଲେ ୨ କଣ୍ଟେନରଭଣ୍ଡାରିପୋଖର ଥାନା ଛତାବର ନିକଟରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର ସୂଚନା ମିଳିଛି।ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଟାଟାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ଆଇପିଏସ ସ୍ତରରେ ଅଦଳବଦଳ

  ଭୁବନେଶ୍ବର,୨୮।୨(ଏସଏସନିୟୂଜ) ଆଇପିଏସ ସ୍ଥରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।୨୬ଜଣ ଆଇପିଏସଙ୍କର ବଦଳି ହୋଇଛି।କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି, ଭୁବନେଶ୍ବର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସ୍ଟିଏଫ ଡିଜିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ବଲାଙ୍ଗୀରଏସପି ଥିବା ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି , କଟକ ଛାପାଖାନା ଓ ମୁଦ୍ରଣ ନିର୍ଦ୍ଦଶେକ ଥିବା ଏସ୍ଏମ୍ ନରଭାଣେଙ୍କୁ ଓଏଚ୍ଆରସି ସ୍ପେଶାଲ ଡିଜି , ଓଏସ୍ଆରଟିସି ସିଏମ୍ଡି ଭାବେ କାର୍ଯ୍ୟରତ ଦୀପ୍ତେଶ କୁମାର […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୧ତାରିଖ ୨୦୨୫ମସିହା (ଶନିବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୧୨/୨୦ ଗତେ ତୃତୀୟା,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୧୨/୧୦ ଗତେ ଉତ୍ତରଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୧୨,ଯୋଗିନୀ ଉତ୍ତରେ ଦିବା ଘ୧୨/୨୦ ଗତେ ଅଗ୍ନିକୋଣେ,ଧନୁ ରାଶିରଘାତଚନ୍ଦ୍ର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର,ଅଦ୍ୟ ଦିବା ଘ୧୨/୦୯ଗତେ ଦ୍ଵିପାଦ ଓ ରାତ୍ରି ଘ୧୨/୨୦ଗତେ ଏକପାଦ ପୁଷ୍କର ଦୋଷ*l,କାଳବେଳା -ଦିବା ଘ୦୭/୩୮ମଧ୍ୟେ ଓ ଦିବା ଘ୦୪/୨୦ଗତେ ଘ୦୫/୫୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୫ଗତେ ଘ୦୨/୫୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା- […]

ବାରଙ୍ଗ ପଞ୍ଚାୟତ ସମିତି ବୈଠକ

ବାରଙ୍ଗ, ୨୭ା୨(ଏସଏସନିୟୂଜ) ଗୁରୁବାର ଦିନ ୧୧ଟା ସମୟରେ ବାରଙ୍ଗ ବ୍ଲକ ସଭାଗୃହରେ ଅଷ୍ଟମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା।ବ୍ଲକଅଧ୍ୟକ୍ଷା ସାବିତ୍ରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ସ୍ୱାଗତ ଦାସ ଅତିଥି ପରିଚୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।ବିକଶିତ ଓଡିଶା ଗଠନ କିପରି ବିକଶିତ ହୋଇପାରବ ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଗତ ଫେବୃଆରୀ ୧୪ ତାରଖରେ ଗ୍ରାମସଭାରେ ସିକୃତି ପାଇଥିବା ପ୍ରକଳ୍ପଗୁଡ଼ିକୁ ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ କରାଯାଇଥିଲା । […]

ବ୍ୟବସ୍ଥିତ ଢଙ୍ଗରେ ଓମଫେଡ୍ କୁ ସଶକ୍ତ କରାଯିବ-ମନ୍ତ୍ରୀ

ବାରଙ୍ଗ, ୨୭।୨(ଏସଏସନିୟୂଜ) ସିସିଟିଭି ନଜରରେ ରହିଲା ଓମଫେଡର ବାରଙ୍ଗ ବ୍ଲକ ଅରିଲୋସ୍ଥିତ ଦୁଗ୍ଧ ପ୍ରକ୍ରିୟା କରଣ କେନ୍ଦ୍ର । ଓମଫେଡର ଏହି ପ୍ଲାଣ୍ଟରେ ଗୁରୁବାରଠାରୁ ସିସିଟିଭି କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଆନୁଷ୍ଠାନିକ ଭାବେ ମତ୍ସ୍ୟ, ପଶୁସଂପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଛନ୍ତି । ଏହାସହ ଓମଫେଡ ପକ୍ଷରୁ କମ୍ପାନୀର ମୁଖ୍ୟ ଦ୍ବାରରେ ଏକ ଖୁଚୁରା ବିକ୍ରୟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରାଯାଇଛି।ଏହି ପ୍ଲାଣ୍ଟ ପରିସରରେ ପ୍ରାଥମିକ […]