Browsing author

SATYA SANDHANA DESK

ଆଜିର ରାଶିଫଳ

ଡିସେମ୍ବରମାସ ୧୭ତାରିଖ ୨୦୨୪ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୭/୨୩ ,ଯୋଗିନୀ ଉତ୍ତରେ ଦିବା ଘ୦୭/୫୧ଗତେ ଅଗ୍ନିକୋଣ , ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୦୫ ଗତେ ଘ୦୨/୨୭ ମଧ୍ୟେ ,ବାରବେଳା – ଦିବା ଘ୦୭/୪୦ ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୦୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୦୫/୨୩ ଗତେ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୬ତାରିଖ ୨୦୨୪ମସିହା(ସୋମବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ ୧୨/୨୦ ଗତେ ଦ୍ଵିତୀୟା ,ନକ୍ଷତ୍ର- ଆର୍ଦ୍ରା ରାତ୍ରି  ଘ୦୧/୪୫ ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୦୩ ,ଯୋଗିନୀ ପୂର୍ବେ  ଦିବା ଘ୧୨/୨୦ ଗତେ ଉତ୍ତରେ  ,ପ୍ରତିପଦ ର ଏକୋଦିଷ୍ଟ  ଓ  ପାର୍ବଣ ଶ୍ରାଦ୍ଧ ,କନ୍ୟା ରାଶି ର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୧ ମଧ୍ୟେ ,ବାରବେଳା – ଦିବା ଘ୦୨/୨୭ ଗତେ ଘ୦୩/୪୮ […]

ସାରିଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ

ବାରଙ୍ଗ,୧୫/୧୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଗଣ୍ଡରପୁର ନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୧ତମ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି।୮ତାରିଖରୁ ୧୫ତାରିଖ ପର୍ୟ୍ୟ ନ୍ତ ୮ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣ।ମେଣ୍ଟରେ ଗ୍ରାମାଞ୍ଚଳର ୨୪ଟି ଓ ସହରଂଚଳର ୮ଟି ଦଳ ଭାଗ ନେଇଥିଲେ।ଫାଇନାଲର ପ୍ରଥମମ୍ୟାଚ ଗ୍ରାମାଞ୍ଚଳ ବି ଡିଭିଜନର ପଦ୍ମକେଶରୀପୁର ସହ ଗବବସ୍ତ ମଧ୍ୟରେ ହୋଇଥିଲା।ପ୍ରଥମମ୍ୟାଚ ରୁରାଲ ସ୍ପୋଟ୍ସକ୍ଲବ ଗବବସ୍ତ ୧-୦ ଗୋଲରେ ପଦ୍ମକେଶରୀପୁରକୁ ହରାଇ ଚମ୍ପିଆନ ହୋଇଛି । ଗ୍ରାମାଞ୍ଚଳ ଏ […]

ବସ୍ ଓଲଟି ଚାଲିଗଲା ଜଣଙ୍କ ଜୀବନ

ଭଦ୍ରକ,୧୫/୧୨(ଏସଏସନିଉଜ) ବନ୍ତ ଥାନା ଜାଗୁଳାଇପଦା ଛକ ନିକଟରେ ଏକ ଯାତ୍ରୀବାହୀ ବସ ଓଲଟିପଡି ଜଣଙ୍କର ମୃତୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ବସ୍ ଓଲଟି ପଡିବାରୁ ରାସ୍ତାରେ ଯାଉଥିବା ପଥଚାରୀମାନେ ଆହତ ହୋଇଥିଲେ।ବସଟି ଭଦ୍ରକରୁ ବନ୍ତ ଯାଉଥିଲା ।

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟ ୭ମ ଦିବସ

ବାରଙ୍ଗ,୧୪।୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଶନିବାର ଥିଲା ୭ମଦିବସ। ରାଜ୍ୟସଭା ସାଂସଦ ସୁଭାସିସ ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇ ୭ମ ଦିବସ ଟର୍ଣ୍ଣ।ମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ଶ୍ରୀମୟି ମିଶ୍ର,ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର,ବିଜେଡି ନେତା ପ୍ରତାପ ଚନ୍ଦ୍ର ରାଉତ, ସନ୍ତୋଷ ନାଥ,ଇପିସିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳ ଏ ଡିଭିଜନରପ୍ରଥମମ୍ୟାଚ […]

ଆଜିର ରାଶିଫଳ

ଡିସେମ୍ବରମାସ୧୫ତାରିଖ୨୦୨୪ ମସିହା(ରବିବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ ୦୨/୨୦ ଗତେ ପ୍ରତିପଦ,ନକ୍ଷତ୍ର-ମୄର୍ଗଶିରା ରାତ୍ରି ଘ୦୨/୪୬ ଗତେ ଆର୍ଦ୍ରା.ସୁର୍ୟୋଦୟ-ପ୍ରାତଃ ଘ୦୬/୧୭/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୩୩,ଯୋଗିନୀ ବାୟବ୍ୟେ ଦିବା ଘ୦୨/୧୯ ଗତେ ପୂର୍ବେ, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୨ ଗତେ ଘ୦୧/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୭ଗତେ ଘ୦୯/୩୨ ମଧ୍ୟେ ଓ ଘ୦୧/୦୬ଗତେ ଘ୦୩/୫୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୪୩ ଗତେ ଘ୦୫/୦୪ ମଧ୍ୟେ,ଅଦ୍ୟ ଆମିଷ ଦିବା […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ୬ଷ୍ଟଦିବସ

ବାରଙ୍ଗ,୧୩/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଗୁରୁବାର ଥିଲା ୬ଷ୍ଟଦିବସ। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତ ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ୬ଷ୍ଟ ଦିବସ ଟର୍ଣ୍ଣ। ମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମ୍ୟକମିଟି ସଭାପତି ଭାସ୍କର ପଢ଼ିହାରି ,ସମ୍ପାଦକ ଜିତେନ୍ଦ୍ର ସେନାପତି ,ପ୍ରଶାନ୍ତ ପଢ଼ିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳ ଏ ଡିଭିଜନର ପ୍ରଥମମ୍ୟାଚ ବନମହାବୀର କ୍ଲବ ଜୟପୁର ୨-୦ ଗୋଲରେ ମଧୁବନକ୍ଲବକୁ ହରାଇ ସେମିଫାଇନାଲରେ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୪ ତାରିଖ ୨୦୨୪ ମସିହା(ଶନିବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ ୦୪/୪୪ ଗତେ ପୂର୍ଣ୍ଣିମା,ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୪/୧୯ ଗତେ ମୄର୍ଗଶିରା, ସୁର୍ୟୋଦୟ-ପ୍ରାତଃ ଘ୦୬/୧୬ /୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/ ୧୩,ଯୋଗିନୀ ପଶ୍ଚିମେ ଦିବା ଘ୦୪/୪୪ଗତେ ବାୟବ୍ୟେ, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭/୪୦ ମଧ୍ୟେ ଓ ଦିବା ଘ୦୩/୪୪ଗତେ ଘ୦୫/୦୬ ମଧ୍ୟେ,ବାରବେଳା – ଦିବା ଘ୦୧/୦୨ ଗତେ ଘ୦୨/୦୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା […]

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା

କଟକ,୧୩/୧୨(ଏସଏସନିଉଜ)ନଦୀପଠାରେ ପଡ଼ିଛି ମହିଳାଙ୍କ ମୃତଦେହ।ପରମହଂସ କାଠଯୋଡ଼ି ନଦୀପଠାରେ ପଡିଛି ମୃତଦେହ।ମହିଳାଙ୍କ ମୁହଁ ଓ ବେକରେ ରହିଛି ଗଭୀର କ୍ଷତ ।ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର ଚାପଡ଼ ଉଦ୍ଧାର କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ଜଣାପଡ଼ିବା ପରେ ପୋଲିସ ସାଇଣ୍ଟଫିକ ଟିମ୍ ଧରି ଘଟଣାସ୍ଥଳରେ ପହଞ୍ଚିଛି ।ମହିଳାଙ୍କ ହାତରେ ଓଁ ବାବା ବଳିଆ ଲେଖା ଅଛି।ମହିଳାଙ୍କୁ ଜାଣିଥିଲେ ୮୨୮୦୩୩୮୩୦୩ ନମ୍ବରରେ କଲକରି ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟ

ବାରଙ୍ଗ,୧୨/୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୧ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଗୁରୁବାର ଥିଲା ୫ମଦିବସ।୫ମଦିବସରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ ଯୋଗଦେଇ ୫ମଦିବସର ଟର୍ଣ୍ଣମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ,କଂଗ୍ରେସ ନେତା କିଶୋର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମମ୍ୟାଚ ଚମ୍ପାନାହାକାଣି କ୍ଲବ ପଦ୍ମକେଶରୀପୁର ୫-୪ ଟ୍ରାଇବ୍ରେକରରେ ଜୟ ଦୁର୍ଗାକ୍ଲବ ଆମଣକୁ ହରାଇ ବି ଡିଭିଜନର ଦ୍ୱିତୀୟଦଳ ଭାବେ ଫାଇନାଲରେ […]